ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କୁ ‘ଉତ୍କଳ ଜୟଦେବ ସମ୍ମାନ

ବାଳକାଟି: ଉତ୍କଳ ଜୟଦେବ ଫାଉଣ୍ଡେସନ’ ପକ୍ଷରୁ ଶାନ୍ତିସ୍ତୂପ ଧଉଳିସ୍ଥିତ ଧଉଳି ଗାର୍ଡେନ ପରିସରରେ ‘ଉତ୍କଳ ଜୟଦେବ ସମ୍ମାନ-୨୦୨୪’ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା, ସଭାରେ ଉପସ୍ଥିତ ଥିବା ଅତିଥି ଯଥା ମୁଖ୍ୟ ଅତିଥି ପଦ୍ମଶ୍ରୀ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ଫାଉଣ୍ଡର ପ୍ରଦୀପ୍ତ ମହାନ୍ତି, ରଞ୍ଜନ ମହାପାତ୍ର, ରାଜନେତା, ଓ ସମାଜସେବୀ ମାନେ ଉପସ୍ଥିତ ଥିଲେ,୧୮ ପ୍ରତିଭାଙ୍କୁ ‘ଉତ୍କଳ ଜୟଦେବ ସମ୍ମାନ’ ସମ୍ମାନିତ ଅତିଥ୍‌ ସମାଜସେବୀ ଶୁଚିସ୍ମିତା ପୃଷ୍ଟି, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ କୁମାର ପାଢ଼ୀ, ଅମିୟ ବାଳା ପରିଡ଼ା, ଫାଉଣ୍ଡେସନର ସଦସ୍ୟ ଗୋବିନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷା, ସ୍ବାସ୍ଥ୍ୟ, କଳା, ସଙ୍ଗୀତ, ସ୍ଵାସ୍ଥ୍ୟସେବା ଓ ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୮ ପ୍ରତିଭାଙ୍କୁ ‘ଉତ୍କଳ ଜୟଦେବ ସମ୍ମାନ- ୨୦୨୪ରେ ସମ୍ମାନିତ କରାଯାଇଥିଲା ।ସଭାରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସକ ଅଧିକାରୀ ଡ଼କ୍ଟର ତନ୍ମୟ ତ୍ରିପାଠୀ ମହୋଦୟଙ୍କୁ ଉତ୍କଳ ଜୟଦେବ ସମ୍ନାନରେ ସମ୍ନାନ୍ୱିତ କରିବା ସହ ମାନପତ୍ର, ମୁମେଣ୍ଟ, ଉତ୍ତରୀୟ ପ୍ରଦାନ କରାଯାଇଥିଲା ଜ୍ଝ ଭାରପ୍ରାପ୍ତ ଚିକିତ୍ସକ ଅଧିକାରୀ ଡ଼କ୍ଟର ତନ୍ମୟ ତ୍ରିପାଠୀ ମହୋଦୟ ଆଜକୁ ପାଞ୍ଚ ବର୍ଷ ଭିତରେ ଯେଉଁ ଭଳି ଲୋକଙ୍କ ସେବା କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ନିଷ୍ଠାପର ସେବା ଯୋଗୁଁ ଆଜି ସଭାରେ ସମ୍ନାନର ସହ ସମ୍ନାନ୍ୱିତ କରାଯାଇଥିଲା ଜ୍ଝ ଫାଉଣ୍ଡେସନର ଅଧକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ। ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଗୋବିନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News