
ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ବିଷ୍ଣୁ ମେଳନ
ବାଲୁଗାଁ, ପରମ୍ପରା ଅନୁଯାୟୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ବାଲୁଗାଁ ପାଟଣା ସାହିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଶନିବାର ଦିନ ବିଷ୍ଣୁ ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପାଟଣା ସାହି ଶ୍ରୀ ରାଧାକୃଷ୍ଣ ଦେବଙ୍କ ନିମନ୍ତ୍ରଣ ରକ୍ଷା କରି







