-ସରୋଜିନୀ ମିଶ୍ର
ସର୍ବ ପ୍ରଥମେ ମାତୃ ଦିବସ ଅବସରରେ ସମସ୍ତ ମହିୟସୀ ମା ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ I ସ୍ନେହ, ଶ୍ରଦ୍ଧା,ସେବା, ତ୍ୟାଗ, ସମର୍ପଣ, ତପସ୍ୟା ର ଉପାଦାନ ରେ ଗଢ଼ା ହୋଇଥିବା ସୁନ୍ଦର ମୂର୍ତ୍ତି ର ନାମ ହେଉଛି ମା.ଇଶ୍ୱର ଙ୍କ ସୃଷ୍ଟି ରେ ସବୁଠୁ ସୁନ୍ଦର ସୃଷ୍ଟି ନାରୀର ସର୍ବଶ୍ରେଷ୍ଠ ରୂପ ହେଉଛି ମା “ଜନନୀ ଜନ୍ମଭୂମୀ ଶ୍ଚ ସ୍ବର୍ଗାଦପି ଗରିୟସୀ ପରମ ପବିତ୍ର ଏହି ନାମର ବିସ୍ଲେସଣ କରିବାକୁ ସବୁ କମ ପଡିଥାଏ I ମଧୁରତା ଭରି ରହିଛି ଏହି ନାମରେ I ମା ପାଇଁ ଗୋଟେ ସୁନ୍ଦର କଥା ଆମ ଶାସ୍ତ୍ର ରେ କୁହାଯାଇଛି.”ମା ଠାରୁ ଜନ୍ମେ ଜାତି ,ମା ଅଟେ ପ୍ରାଣ, ମା କୋଳେ ଯୁଗେ ଯୁଗେ ଜନ୍ମନ୍ତି ଭଗବାନ ” ବେଦରୁ ବିଜ୍ଞାନ ଯାଏଁ ସମସ୍ତେ ମଥାନତ କରିଥାନ୍ତି, ଏହି ଜୀବ ସୃଷ୍ଟି ର ଅଧିକାରିଣୀ ମା ପାଖରେ.ସେଥିପାଇଁ ସେ ସ୍ବର୍ଗଠାରୁ ବଡ଼,ମା ର ସ୍ନେହ, ତ୍ୟାଗ, ନିଷ୍କପଟ ଭଲ ପାଇବା ସମୁଦ୍ର ର ଗଭୀରତା ଠାରୁ ଢେର ଅଧିକ ହୋଇ ଥାଏ I ମାନବଠାରୁ ଦେବତା ପର୍ୟ୍ୟନ୍ତ ସମସ୍ତ ଜୀବ ଜଗତ ର ପ୍ରାଣୀ ତାରି ଅମୃତ ଗର୍ଭ ରୁ ଭୂମିଷ୍ଠ ହୋଇ ଥାନ୍ତି I ମା ର ଭଲ ପାଇ ବାରେ କୌଣସି ସ୍ୱାର୍ଥ ନ ଥାଏ I ବିନା ସ୍ୱାର୍ଥ ରେ ନିଜର ସନ୍ତାନମାନଙ୍କୁ ଯେପରି ସ୍ନେହ, ଶିକ୍ଷା, ସଂସ୍କାର ପ୍ରମୁଖ ପ୍ରଦାନ କରିଥାଏ, ବାସ୍ତବିକ ଅବି ସ୍ମରଣୀୟ I ନିଜର ସନ୍ତାନ କୁ ପ୍ରଥମ କ୍ଷୀର ପାନ କରାଇ ସେ ପାଇଥାଏ ସ୍ବର୍ଗୀୟ ଆନନ୍ଦ I ସନ୍ତାନ ର ସୁଖ, ଦୁଃଖ, ଅଳି, ଅର୍ଦଳୀ ସବୁ ସହି ଥାଏ I ଆବଶ୍ୟକ ସମୟରେ ସନ୍ତାନ ପାଇଁ ମା ଦୁର୍ଗା ଓ କାଳୀ ଭାବେ ଆବିର୍ଭାବ ହୋଇ ଥାଏ I ମା କୁ ଇଶ୍ୱର ଙ୍କ ସୃଷ୍ଟି ରେ ଅନନ୍ୟ ବରଦାନ ଭାବେ ବର୍ଣ୍ଣନା କରାଯାଇଛି I ଯୁଗେ ଯୁଗେ ମା ର ଗୁରୁତ୍ୱ, ମହତ୍ତ୍ୱ ରହିଆସିଛି. ସୃଷ୍ଟି କୁ ରକ୍ଷା ଓ ସନ୍ତୁଳନ କରିବା ଦିଗରେ ମା ର ପ୍ରୟାସ ଅବର୍ଣ୍ଣନୀୟ. ବନ୍ଦେ ଉତ୍କଳ ଜନନୀ, ଜୟ ଗଙ୍ଗାମାତା, ଜୟ ଦୁର୍ଗା, ସୀତା, ସାବିତ୍ରୀ, ଅହଲ୍ୟା, ତୁଳସୀ ତଥା ସମସ୍ତ ନଦୀ ମାନଙ୍କୁ ଆମେ ପୂଜା କରିବା ସହିତ ଆଦର୍ଶ ବୋଲି ମନେ କରୁ.ମା ଠାରୁ କେହି ଅଧିକ ଭଲ ନିଜ ସନ୍ତାନ ର ମଙ୍ଗଳ ଚାହିଁ ନ ଥାନ୍ତି. ମା ସର୍ବଦା ପୂଜନୀୟା,ବନ୍ଦନୀୟା, ଚିର ନମସ୍ୟା I
ଭୁବନେଶ୍ୱର, ମୋ -9439200126
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି
ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ। ପ୍ରଥମ କରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ଉପତ୍ୟକାରେ ପଡିବାକୁ ଯାଉଛି ଭୋଟ୍। ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ପ୍ରଥମ ପର୍ୟ୍ୟାୟ ପାଇଁ
ଓଡ଼ିଆ ସମ୍ମାନ ପ୍ରକାଶିକାଙ୍କ ବିୟୋଗ
ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦି୍ରତ ଗଣମାଧ୍ୟମ “ଓଡ଼ିଆର ସମ୍ମାନ”ର ପ୍ରକାଶିକା ତଥା ସମ୍ପାଦକଲିଙ୍ଗରାଜ ମହାନ୍ତିଙ୍କ ଧର୍ମପନôୀ, ବରିଷ୍ଠ ଲେଖିକା, ସମାଜସେବିକା ସଂଯୁକ୍ତା ମହାନ୍ତିଙ୍କ ଏକ ଘରୋଇ ହସ୍ପିଟାଲରେ ୬୫ବର୍ଷ ବୟସରେ ବିୟୋଗ ଘଟିଛି । ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର
ସଂଗଠକ, ସମାଜସେବୀ ୰ସୁରେଶ ଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ବ୍ରହ୍ମମହେଶ୍ୱର ମାଧ୍ୟ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର, ଯୁବ ସଂଗଠକ, ସମାଜସେବୀ ସ୍ବର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ଉକ୍ତ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ମାନେ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ସ୍ମୃତି ଚାରଣ ସଭା
ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ
ଆଜି ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ସାରା ଦେଶରେ ଆଜି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଆଜି ପୁରୀ
ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ
ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ପ୍ରାଣୀ ସଂପଦ ବିଭାଗ ତତ୍ପର ହୋଇପଡ଼ିଛି । ବାର୍ଡ ଫ୍ଲୁ ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ଠାରୁ ପିପିଲି ଆବଲପୁର ଗାଁରୁ
ନବିନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ
ଭୁବନେଶ୍ୱର: ନବିନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀ ରେ ସ୍ଥାନୀୟ ଜୟଦେବ ଭଵନ ଠାରେ ଆୟୋଜିତ ହୋଇଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଆଜିର ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ
ମୌମିତା ଦେବନାଥ ଙ୍କ ସ୍ମୃତି ରେ ନ୍ୟାୟ ଶୋଭାଯାତ୍ରା
ଭୁବନେଶ୍ୱର: ବେଙ୍ଗଲ ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ଦେବା ପାଇଁ ମାଷ୍ଟରକାଣ୍ଟିନ ଛକ ଠାରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ମହମବତୀ ଶୋଭାଯାତ୍ରା ସହିତ ସ୍ମୃତି ଚାରଣ ଓ ଦୋଷୀଙ୍କୁ ଉକ୍ତ
ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର
କେନ୍ଦୁଝର: ଜାତୀୟ ମେଡିକାଲ ପ୍ଲାଂଟ୍ ବୋର୍ଡ ଓ ରାଜ୍ୟ ମେଡିକାଲ୍ ପ୍ଲାଂଟ୍ ବୋର୍ଡ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏବଂ ଆୟୋଜକ ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର କେନ୍ଦୁଝରର ତେଲକୋଇଠାରେ ଅନୁଷ୍ଠିତ ହୋଇଯାଇଛି
ଯୁବ ସଂଗଠକ, ସମାଜସେବୀ ସୁରେଶଙ୍କ ଆକସ୍ମିକ ବିୟୋଗ
ଭୁବନେଶ୍ୱର: ରାଜଧାନୀ ର ଜଣେ ଆଗଧାଡିର ଯୁବ ସମାଜସେବୀ, ସଂଗଠକ ତଥା ଭୁବନେଶ୍ୱର ମହାନଗର ନିଗମ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ସୁରେଶ ଚନ୍ଦ୍ର ବେହେରା ଙ୍କ କଟକ ଠାରେ ଏକ ସଡ଼କ ଦୁର୍ଘଟଣା ରେ ବିୟୋଗ ଘଟିଛି. ବ୍ରହ୍ମମହେ ସ୍ୱର
ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର
ଭୂବନ: ବଜ୍ରାଘାତରେ ଚାଲିଗଲା ହରିହରଙ୍କ ଜୀବନ । ଆଜି ଓଡ଼ିଶ ଗ୍ରାମର ହରିହର ନାମ ଜଣେ ବ୍ୟକ୍ତି ନିଜ ଚାଷ କ୍ଷେତ୍ରକୁ ଯାଇଥିବାବେଳେ ସେହି ସମୟରେ ବଜ୍ରାଘାତ ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁୁରୁତର ଅବସ୍ଥାରେ ସ୍ଥାନୀୟ ଅଂଚଳ
ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ରେ ସ୍ୱIଧିନତା ଦିବସ ପାଳିତ
ଭୁବନେଶ୍ୱର: ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ସୂର୍ୟ୍ୟନଗର ମୁଖ୍ୟ କାର୍ୟ୍ୟଳୟ ଠାରେ ୭୮ ତମ ସ୍ୱIଧିନତା ଦିବସ ପାଳିତ ହୋଇ ଯାଇଅଛି I ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନାରାୟଣ ଖୁଣ୍ଟିଆ I ପାରମ୍ଭ ରେ
ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ
ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ
ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାଠାରେ ୭୮ତମ ସ୍ବାଧିନତା ଦୀବସ ପାଳିତ
ଚାନ୍ଦବାଲି: ଧାମରାଠାରେ ମେଡିକାଲ ସହିତ ଅନ୍ଯ ସ୍ଥାନରେ ୭୮ତମ ସ୍ବାଧିନତା ଦୀବସ ପାଳିତ ହୋଇଯାଇଛି | ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାର ମେଡିକାଲ ଅଫିସର ତଥା ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡକ୍ଟର ଜସୋସ୍ବିନୀ ମିଶ୍ର ଜାତୀୟପତକା ଉତ୍ତୋଳନ କରିଥିଲେ | ସଙ୍ଗେ
ସାମାଜିକ ଯୁବ ସଂଗଠନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ।
ଭୁବନେଶ୍ୱର: ଖଣ୍ଡଗିରି ଭୁବନେଶ୍ୱର ସ୍ଥିତ ସାମାଜିକ ସଂଗଠନ ସାମାଜିକ ଯୁବ ସଂଗଠନ ପକ୍ଷରୁ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥିଭାବେ
ଅମ୍ବିକା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଡେଲ୍ଟା ଛକ ଠାରେ ଅମ୍ବିକା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ
ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଶତାବ୍ଦୀ ନଗର ୱେଲଫେୟାର
ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବୁ
Bhubaneswar: ଆଜି ସାରା ଦେଶ ପାଳନ କରୁଛି ୭୮ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ
ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ
ଭୂବନ: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ସ୍କୁଲ୍, କଲେଜ, ସଂଗଠନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଆନନ୍ଦ ଉଲ୍ଲାସର ସହକାରେ ଜାତୀୟ ପତାକା ଉତୋଳନ କରାଯିବା ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା
“ସୁବାର୍ତା’ର ମାସିକ ବୌଦ୍ଧିକ ସମାବେଶ ଉଦଘାଟିତ
ଭୁବନେଶ୍ୱର: ସ୍ମରଣୀୟ କ୍ରାନ୍ତି ଦିବସ ଅବସରରେ ସ୍ଥାନୀୟ ଗଙ୍ଗନଗର କାର୍ଯ୍ୟାଳୟଠାରେ ସୁବାର୍ତ୍ତା ପକ୍ଷରୁ ଓଡିଶାର କଳା, ସଂସ୍କୃତି, ପୂଜ୍ୟପୂଜା, ଐତିହ୍ୟ ଉପରେ ଆଧାରିତ ମାସିକ ବୈଠକର ଶୁଭାରମ୍ଭ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅର୍ଥଶାସ୍ତ୍ର ବିଶାରଦ ଡଃ ସଂଜୟ
ଭିନ୍ନକ୍ଷମ ନାରୀ କାହାଣୀକୁ ନେଇ ନିର୍ମିତ “ଆଭା” ଓଡ଼ିଆ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ୬୦ ଭିନ୍ନକ୍ଷମ
Bhubaneswar: ଓମ ବାବା ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର "ଆଭା" ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷ ର କାହାଣୀର ଆଜି ଜୟଦେବ ଭବନ ଠାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା l ଏହି ଚଳଚ୍ଚିତ୍ର ର