ଶିଶୁଶ୍ରମିକ ବର୍ଜନ ଦିବସରେ ଶିଶୁ ପ୍ରତିଭା ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ଶିଶୁ ଶ୍ରମିକ ମୁକ୍ତଭାରତର ଚିତ୍ରାଙ୍କନ

ବାସ୍ତବରେ ଆଜିର ଶିଶୁ ଆଗାମୀକାଲିର ଭବିଷ୍ୟତ ଅଟନ୍ତି କିନ୍ତୁ ସେହି ଶିଶୁକୁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନଭାବେ ଭବିଷ୍ୟତ ଗଠନ କରିବା ନିମନ୍ତେ ଶିଶୁଙ୍କୁ ସମସ୍ତଙ୍କର ସହଯୋଗ ରହିଥିବା ବେଳେ ତାହାକୁ ମନେପକାଇବା ପାଇଁ ଆଜି ସାରା ବିଶ୍ବରେ ବିଶ୍ବ ଶିଶୁଶ୍ରମିକ ବର୍ଜନ ଦିବସ ରୂପେ ପାଳନ କରାଯାଉଛି I ଏହିପରିପକ୍ଷରେ ମଦର୍ସ ପବ୍ଲିକ ସ୍କୁଲର ୬ଷ୍ଠ ଶ୍ରେଣୀର ଜଣେ ଆଦର୍ଶ ଛାତ୍ରୀ ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ନିଜ ହାତରେ ପ୍ରସ୍ଥୁତ କରିଥିବା ଚିତ୍ରାଙ୍କନ ମାଧ୍ୟ୍ୟମରେ ଶିଶୁଶ୍ରମିକର ଚିତ୍ର କରି ବୁଝାଇବୁଝାଇ କହିଥିଲେ ଯେ ଶିଶୁମାନଙ୍କର ସଠିକ ଚିକିତ୍ସା ସହିତ ଉପଯୁକ୍ତ ପାଠପଢାଇ ସେମାନଙ୍କର ଭବିଷ୍ୟତ ଗଠନକରିବା ଶିଶୁଙ୍କର ଅଭିଭାବକ ଏବଂ ପିତାମାତାଙ୍କର ପ୍ରଥମ ଲକ୍ଷ୍ୟ ଅଟେ I ଶିଶୁମାନଙ୍କୁ ଶ୍ରମିକ କରି ଭବିଷ୍ୟତକୁ ଅନ୍ଧାରନ କରି ପାଇଁ ଚିତ୍ରାଙ୍କନରେ ଚିତ୍ର କରିଥିଲେ ତାହା ସହିତ ଶିଶୁକନ୍ୟାଙ୍କୁ ଶ୍ରମିକ କରି ୧୮ବର୍ଷ ପୂର୍ବରୁ ବିବାହ ନ କରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ I ଗୋଟିଏ ଗ୍ରାମରେ ଗୋଟିଏ ନାରୀ ଶିକ୍ଷିତ ହେଲ ସେହି ଗ୍ରାମରେ ସମସ୍ତେ ଶିକ୍ଷିତ ବୋଲି ବୁଝାଯାଇଥାଏ ଜ୍ଝ ଶିଶୁଙ୍କ ପାଇଁ ସରକାରଙ୍କ ତରଫରୁ ବହୁତ ଯୋଜନା ଉପଲବ୍ଧ ରହିଛି I ସେଥିପାଇଁ ଆମ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ଦାମଦୋର ଦାସ ମୋଦୀ ବେଟିବଞ୍ଚାଅ ବେଟିପଠାଇ ସ୍କିମ ଭାରତବର୍ଷରେ ପ୍ରଚୋଳନ କରି ଶିଶୁକନ୍ୟାମାନଙ୍କର ଶରୀରର ଯତ୍ନ ଏବଂ ଶିକ୍ଷ୍ୟାକ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News