ର୍ଦ୍ଧଶତକ ହାସଲ କର ଗାଙ୍ଗୁଲି ଓ ଗୌତମଙ୍କୁ ପଛରେ ପକାଇଲେ ଯଶସ୍ୱୀ

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ଯଶସ୍ୱୀ ଜୟସ୍ୱାଲ୍ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି । ମ୍ୟାଚ୍ର ଦ୍ୱିତୀୟ ପାଳିରେ ଶନିବାର ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇ ଦେଇଛନ୍ତି । ଗୋଟିଏ ଟେଷ୍ଟ ସିରିଜ୍ରେ ସର୍ବାଧିକ ୬୦୦ ରନ୍ ହାସଲ କରିଥିବା ଜୟସ୍ୱାଲ୍ ପ୍ରଥମ ଭାରତୀୟ ବାମହାତି ବ୍ୟାଟର ହୋଇଛନ୍ତି ।… Continue reading ର୍ଦ୍ଧଶତକ ହାସଲ କର ଗାଙ୍ଗୁଲି ଓ ଗୌତମଙ୍କୁ ପଛରେ ପକାଇଲେ ଯଶସ୍ୱୀ

ଜୁଲାଇ ୧ରୁ ଦେଶରେ ଲାଗୁହେବ ନୂଆ ଅପରାଧ ଆଇନ

ନୂଆଦିଲ୍ଲୀ: ଭାରତୀୟ ଆଇନ ପ୍ରକ୍ରିୟାରେ ୩ଟି ନୂଆ ଫୌଜଦାରୀ ଆଇନ ଲାଗୁ ହେବାକୁ ଯାଉଛି । ଏହି ତିନୋଟି ନୂଆ ଅପରାଧିକ ନିୟମ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।ଏହି ତିନି ଅପରାଧିକ ନିୟମ ହେଉଛି, ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗାରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ । ବ୍ରିଟିଶ କାଳରୁ ଚାଲି ଆସିଥିବା ଇଣ୍ଡିଆନ ପେନାଲ କୋଡ (ଆଇପିସି)… Continue reading ଜୁଲାଇ ୧ରୁ ଦେଶରେ ଲାଗୁହେବ ନୂଆ ଅପରାଧ ଆଇନ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି । ୫ଞ… Continue reading ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ

ଭାଇରାଲ ହେଲା ଭୁବନେଶ୍ୱର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ ଅଡ଼ିଓ ବାର୍ତାଳାପ

ଗର୍ଭବତୀମହିଳା ଓ ଶିଶୁଙ୍କଜୀବନ ସହିତ ସାଂଘାତିକ ଖେଳଭୁବନେଶ୍ୱର : ସ୍ୱଚ୍ଛତା ଓ ଦୁର୍ନିତିମୁକ୍ତ ସରକାରର ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାରଙ୍କ ସ୍ୱଚ୍ଛତାକୁ ନେଇ ବିରାଟ ପ୍ରଶ୍ନଛିଡ଼ା ହୋଇଛି । ରାଜ୍ୟବାସୀଙ୍କ ହିତ ପାଇଁ ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବହୁ ଯୋଜନା କରିଛନ୍ତି । ଏହି ଯୋଜନାଗୁଡ଼ିକ କେବଳ ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଭୁବନେଶ୍ୱର ଗ୍ରାମାଂଚଳର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ରରେ । ଅର୍ଥାତ୍… Continue reading ଭାଇରାଲ ହେଲା ଭୁବନେଶ୍ୱର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ ଅଡ଼ିଓ ବାର୍ତାଳାପ