ଗ୍ରୀଷ୍ମ ପ୍ରବାହ ବୃଦ୍ଧି ସମ୍ଭାବନା; ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢ଼ିଛି। ରାଜ୍ୟର ଆଜି ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ବାରିପଦାରେ ସବୁଠି ଅଧିକ ଖରା ହୋଇଛି। ରାଜ୍ୟରେ ଆଗକୁ ମଧ୍ୟ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ… Continue reading ଗ୍ରୀଷ୍ମ ପ୍ରବାହ ବୃଦ୍ଧି ସମ୍ଭାବନା; ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଇ ସଂଜୀବନୀ ସୁବିଧା

ବାଳକାଟୀ: ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଇ ସଂଜୀବନୀରେ ସୁବିଧା I ସେହିମାନେ ଡେ଼ଲି ମେଡ଼ିସିନ ଫାସିଲିଟି ସୁବିଧା ପାଉଛନ୍ତି I ବାଳକାଟୀ ଅନ୍ତର୍ଗତ ୨୦ ଟି ଉପକେନ୍ଦ୍ର ରେ CHO ରହିଛନ୍ତି ଲୋକଙ୍କୁ ସେବା ଯୋଗେଇଦେଉଛନ୍ତି I ଡାଇଗନୋଶ ସେମାନେ ଯଦି ଚି଼ହ୍ନଟ କରିପାରୁନାଁହାନ୍ତି ତେବେ ଡେଲି ମେଡ଼ିସିନ ଫାସିଲିଟ ସୁବିଧା ଯୋଗାଇ ଦେଇପାରିବେ | କମ୍ପୁଟର, ଇୟର ଫୋନ ମାଧ୍ୟମରେ ଲୋକଙ୍କ ଠାରୁ ରୋଗ ଜାଣି କମ୍ପୁଟର ଜରିଆରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ପାଖକୁ… Continue reading ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଇ ସଂଜୀବନୀ ସୁବିଧା

ବିଜେପିର ପ୍ରାର୍ଥୀ ତାଲିକା ଜାରି

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଜାରି: – ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ, ପାଟଣା- ଅଖିଲ ଚନ୍ଦ୍ର ନାୟକ, ସାରସକଣା- ଭାଦବ ହାଁସଦା, ରାଇରଙ୍ଗପୁର- ଜୋଲେନ ବରଦା, ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେଲେ ସତ୍ୟସାରଥି ମହାନ୍ତି, ଜଗତସିଂହପୁର- ଅମରେନ୍ଦ୍ର ଦାଶ, କାକଟପୁର- ବାଇଧର ମଲ୍ଲିକ, ରଣପୁର- ସୁରମା ପାଢ଼ୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ, ମୋହନା-… Continue reading ବିଜେପିର ପ୍ରାର୍ଥୀ ତାଲିକା ଜାରି

ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ସାମ୍ବାଦିକ ଜଗତର ଗୁରୁ ଦ୍ରୋଣାଚାର୍ଯ୍ୟ: ପ୍ରଦ୍ୟୁମ୍ନ ଶତପଥୀ

ବାଙ୍କୀ: ଓଡ଼ିଶାର ବରପୁତ୍ର ସମ୍ବଲପୁର ହିତୈଷିଣୀ, ପ୍ରଜା ବନ୍ଧୁ, ଗଞ୍ଜାମ ଗୁଣ ଦର୍ପଣ ଉତ୍କଳ ଦୀପିକା ଆଦି ପତ୍ରିକାର ସମ୍ପାଦକ ମହାନ୍ ସାରସ୍ଵତ ସାଧକ ସଂସ୍କାରକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ଜନ୍ମ ମାଟି ବାଙ୍କୀ ଵୈଦେଶ୍ବର ଗ୍ରାମକୁ ବିଶିଷ୍ଟ ବୁଦ୍ଧିଜୀବୀ ମାନେ ପରିଦର୍ଶନ କରି ଉକ୍ତ ମାଟିର ଗୌରବ ମୟ ଇତିହାସ ର ସ୍ମୃତି ଚାରଣ କରିଥିଲେ। ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ ମିଶ୍ରଙ୍କ ଦ୍ଵାରା ଆୟୋଜିତ ଉକ୍ତ… Continue reading ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ସାମ୍ବାଦିକ ଜଗତର ଗୁରୁ ଦ୍ରୋଣାଚାର୍ଯ୍ୟ: ପ୍ରଦ୍ୟୁମ୍ନ ଶତପଥୀ

ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ଅଡିଟରିୟମ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ସିଆରପିଏଫ୍ ୧୮୯ ବେଟାଲିୟାନ କମାଣ୍ଡେଣ୍ଟ ପ୍ରଶାନ୍ତ ସାହୁ, ସମ୍ମାନୀୟ ଅତିଥି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ ପ୍ରଧାନ, ଓଡିଶା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ… Continue reading ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ