ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଲୋକାର୍ପିତ ହୋଇଛି ‘ଲୋ ଭିଜନ କ୍ଲିନିକ୍‌’। ଏହି ବିଶେଷ ଭିଜନ କ୍ଲିନିକ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟି ଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକ୍‌କୁଆଜି ଉଦ୍‌ଘାଟନ କରିଛନ୍ତି। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀର ଡ. ପ୍ରବୀଣ… Continue reading ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଗଞ୍ଜାମରୁ ମୁଖ୍ୟମନ୍ତ୍ରୀ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ବୁଧବାର ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପ୍ରଥମେ ହିଞ୍ଜିଳି ଏବଂ ପରେ ଶେରଗଡ଼ ଦୁଇଟି ସ୍ଥାନରେ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି… Continue reading ଗଞ୍ଜାମରୁ ମୁଖ୍ୟମନ୍ତ୍ରୀ କରିବେ ନିର୍ବାଚନ ପ୍ରଚାର

ନୟାପଲ୍ଲୀ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ

ବୋଲଗଡ: ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଲ୍ଲୀ ମଙ୍ଗଳ ଯୁବକ ସଙ୍ଘ ଆନୁକୂଲ୍ୟରେ ମାଆ ଭୂଆସୁଣୀଙ୍କ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ ହୋଇଯାଇଅଛି ଗାୟିକା ମୀନାରାଣୀ ପୃଷ୍ଟି ଓ ବିଜୟଇନି ହରିଚନ୍ଦନ ପାଲା ମଞ୍ଚରେ ପାଲା ପରିବେଷଣ କରି ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ ଏହି କାର୍ଯ୍ୟକ୍ରମରେ ବୋଲଗଡ ଓ ବେଗୁନିଆର ବିଧାୟକ ପ୍ରାଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମଟିକୁ ପଲ୍ଲୀ ମଙ୍ଗଳ… Continue reading ନୟାପଲ୍ଲୀ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ

ନ୍ୟାୟପାଇଁ ହାଇକୋର୍ଟରେ ପିଆଇଏଲ : ଅଭିଭାବକ ମହାସଂଘ

ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକଭୁବନେଶ୍ୱର: ଆରଟିଇ ରେ ୨୫% ସିଟରେ ମାଗଣା ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ ପରେ ମଧ୍ୟ ପ୍ରାଇଭେଟ ସ୍କୁଲ ମାନେ ଆଡ଼ମିସନ ପାଇଁ ମନା କରି ଫେରାଇଦେଲେ I ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ ପରେ ପ୍ରଥମେ ଭୁବନେଶ୍ୱର ବି ଇ ଓ ଅଫିସ ପ୍ରାୟ ୨୯ ଗୋଟି ସ୍କୁଲକୁ ନୋଟିସ ଦେଇଥିଲା I କାର୍ୟ୍ୟାନୁଷ୍ଠାନ ନହେବାରୁ ପରେ ଓଡିଶା ଅଭିଭାବକ… Continue reading ନ୍ୟାୟପାଇଁ ହାଇକୋର୍ଟରେ ପିଆଇଏଲ : ଅଭିଭାବକ ମହାସଂଘ