ଆଜି ଓଡ଼ିଶା ଆସିବେ ଅରୁଣ ଗୋଭିଲ୍

ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ଯୋଗଦେବେ। ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସୁଛନ୍ତି। ଚିଲିକା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଲେପୁର କୁଳିଆରେ ଜନସଭା କରିବେ ଯୋଗୀ ଆଦିତ୍ୟନାଥ। ସକାଳ ୧୦ଟା ସମୟରେ ଯୋଗୀଙ୍କ ସହ ଏହି ସଭାରେ… Continue reading ଆଜି ଓଡ଼ିଶା ଆସିବେ ଅରୁଣ ଗୋଭିଲ୍

ଅନନ୍ତ ଓ ରାଧିକାଙ୍କ ବାହାଘର ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ, ଜୁନ ୧ ଯାଏ ଚାଲି

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘର ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ବାହାଘର ଉତ୍ସବ ଇଟାଲୀରୁ ଆରମ୍ଭ ହେବ। ବାହାଘର କାର୍ୟ୍ୟକ୍ରମ ଏହା ଠାରୁ ଆହୁରି ବଡ଼ ଓ ସ୍ୱତନ୍ତ୍ର ହେବ ବୋଲି ସମସ୍ତେ ଆଶା କରିଛନ୍ତି। ଅନନ୍ତ-ରାଧିକାଙ୍କ ପାର୍ଟିରେ ଅନେକ ନାମୀଦାମୀ ବଲିଉଡ ସେଲିବ୍ରେଟୀ ମଧ୍ୟ ଉପସ୍ଥିତି ରହିବେ। ମିଳିଥିବା ସୂଚନା ଅନୁସାରେ, ବାହାଘର ବେଳେ ପ୍ରାଇଭେସିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। କେହି ବି ଫୋନ… Continue reading ଅନନ୍ତ ଓ ରାଧିକାଙ୍କ ବାହାଘର ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ, ଜୁନ ୧ ଯାଏ ଚାଲି

ଧର୍ମପରାୟଣା ମହିଳାଙ୍କ ପରଲୋକ

ଭୁବନେଶ୍ୱର: ଟଙ୍କପାଣି ରୋଡସ୍ଥିତ ପାଣ୍ଡବ ନଗରରେ ଅବସ୍ଥାନ କରୁଥିବା ଜଣାଶୁଣା ସମାଜସେବିକା ମଜୁଲତା ସାମନ୍ତରାୟଙ୍କ ୭୨ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ହୃଦରୋଗ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିସôିତ ହେଉଥିଲେ । ସେ ଜଣେ ସରଳ, ମିଷ୍ଠଭାଷୀ ଓ ପରୋପକାରୀ ମହିଳା ଭାବେ ଲୋକପ୍ରିୟତା ଅର୍ଜନ କରିଥିଲେ । ଶେଷ ସମୟରେ ତାଙ୍କ ତିନି ପୁତ୍ର ଚିତରଂଜନ, ମନୋରଂଜନ, ବିଶ୍ୱରଂଜନ ଉପସ୍ଥିତ ରହିବା ସହ ପୁରୀ ସ୍ୱର୍ଗଦ୍ୱାରଠାରେ… Continue reading ଧର୍ମପରାୟଣା ମହିଳାଙ୍କ ପରଲୋକ

ଯୋଗ, ପ୍ରାଣାୟମ, ମାନବବାଦ ଅପରିହାର୍ଯ୍ୟ

ସାରସ୍ୱତ ପ୍ରତିଭାଧାରୀଙ୍କୁ ଶାନ୍ତିପଥ ସମ୍ମାନ ଭୁବନେଶ୍ୱର: ସାମାଜିକ ଓ ବୌଦ୍ଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକୋସôବ ସ୍ଥାନୀୟ ୟୁନିଟ୍ ୯ସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ସ୍ୱାଧୀନତା ସଂଗ୍ରାମୀ ବିଜୟ କୁମାର ତ୍ରିପାଠୀ, ଯୋଗ ପ୍ରଶିକ୍ଷକ ବୀର କିଶୋର ବିଶ୍ୱIଳ, ବରିଷ୍ଠ ସମାଜସେବୀ ବିକ୍ରମାଦିତ୍ୟ… Continue reading ଯୋଗ, ପ୍ରାଣାୟମ, ମାନବବାଦ ଅପରିହାର୍ଯ୍ୟ