“ନୃତ୍ୟନିପୁଣା” ର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ୱରର : ଜୟଦେବ ବିହାର ସ୍ଥିତ ବାଲାଜୀ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ “ନୃତ୍ୟନିପୁଣା” ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରେ ପ୍ରଶିକ୍ଷଣ ନେଉଥିବା କୁନି ଓଡିଶୀ ନୃତ୍ୟଶିଳ୍ପୀ ଆକ୍ରିତିଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କ ପରିଚାଳନା ଏବଂ ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣ ଦ୍ୱାରା ନୃତ୍ୟଶିଳ୍ପୀଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ କରତାଳି ସାଉଁଟିଥିଲେ

ସାଉଥ ଏସିଆନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ସାଉଥ ଏସିଆନ ଇନ୍ଷ୍ଟିଟ୍ୟୁଟ ଅଫ ହେଲଥ ପ୍ରମୋସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ ବସ୍ତି ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ସହିତ ପଥ ପ୍ରାନ୍ତ ସଚେତନତା ଧର୍ମୀ ନାଟକ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ଡାକ୍ତର ଦାଶରଥି ଦାସ, ଡାକ୍ତର ପ୍ରଣବ ମହାପାତ୍ର, ଡାକ୍ତର ଅଭିନଵ ସିଂହା,ମିଳିନ୍ଦ ମିଶ୍ର ଯୋଗ ଦେଇ ତମାଖୁ ସେବନ ର ଭୟାବହତା ସମ୍ପର୍କ ରେ ଆଲୋକପାତ କରି ଥିଲେ.… Continue reading ସାଉଥ ଏସିଆନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ