ଭୁବନେଶ୍ୱର: ରାଜଧାନୀରେ ନାଳରେ ଭାସିଯାଇ ଗୋଟିଏ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ଡ୍ରେନେଜ ଡିଭିଜନରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖନୀୟ ଯେ ଗତ ୧୮ତାରିଖ ଦିନ ତିନି ନମ୍ବର ୟୁନିଟ୍ ଅଞ୍ଚଳରେ ଜଣେ… Continue reading ଡ୍ରେନରେ ବୁଡି ମୃତ୍ୟୁ ଘଟଣାର ସରକାରଙ୍କ କଡା କାର୍ୟ୍ୟାନୁଷ୍ଠାନ, ଡିଭିଜନର ସହକାରୀ ଯନ୍ତ୍ରୀ ନିଲମ୍ବିତ
ଡ୍ରେନରେ ବୁଡି ମୃତ୍ୟୁ ଘଟଣାର ସରକାରଙ୍କ କଡା କାର୍ୟ୍ୟାନୁଷ୍ଠାନ, ଡିଭିଜନର ସହକାରୀ ଯନ୍ତ୍ରୀ ନିଲମ୍ବିତ
