ବାଲେଶ୍ଵର: ମାଣିତ୍ରୀ ପଞ୍ଚାୟତ ଅଡା ସ୍ଥିତ ଆୟୁଷ୍କାନ ଆରୋଗ୍ୟ ମନ୍ଦିର ଆୟୁଷ ସରକାରୀ ଆୟୁର୍ବେଦିକ ଚିକିସ୍ୟାଳୟ ଅଡା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ଆୟୁର୍ବେଦିକ ଚିକିତ୍ସାଳୟଠାରେ ୧୧ତମ ଅନ୍ତରାଷ୍ଚିୟ ଯୋଗଦିବସର ପୂର୍ବାଭ୍ୟାସ ଯୋଗ ସଙ୍ଗମ -୨୦୨୫”ର ୨୫ଦିନର ଜୁନ ୨୧ତାରିଖ ପର୍ଯ୍ୟନ୍ତ ସାଧାରଣ ଯୋଗ ପ୍ରଶିକ୍ଷଣ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା | ଏଥିରେ ଆଖ ପାଖ ଗାଁ ଲୋକଙ୍କୁ ନେଇ ଯୋଗ ଅଭ୍ୟାସ କରାଯାଇଥିଲା। ସେଠାରେ ୨ଜଣ ଯୋଗ ଶିକ୍ଷକଙ୍କ ଦ୍ଵାରା ଗାଁ ଲୋକଙ୍କୁ ଏବଂ ଛୋଟ… Continue reading ଯୋଗଦିବସର ପୂର୍ବାଭ୍ୟାସ ଯୋଗ ସଙ୍ଗମ -୨୦୨୫ କାର୍ଯ୍ୟ କ୍ରମ ଅନୁଷ୍ଟିତ
ଯୋଗଦିବସର ପୂର୍ବାଭ୍ୟାସ ଯୋଗ ସଙ୍ଗମ -୨୦୨୫ କାର୍ଯ୍ୟ କ୍ରମ ଅନୁଷ୍ଟିତ
