ସଶକ୍ତ ଓଡିଶାର ପ୍ରସ୍ତାବକୁ ସରକାର ଙ୍କ ସମ୍ମତି ( ଗୋ ପାଳନକୁ ମିଳିବ ପ୍ରତ୍ସାହନ)

ଭୁବନେଶ୍ୱର: ମହିଳା ସଶକ୍ତିକରଣ, ଗୋପାଳନ,ଗୋ ସମବାୟ ସମିତି ଗଠନ, ଆତ୍ମ ନିଯୁକ୍ତି ପ୍ରମୁଖ ଉପରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିବା ସହିତ କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା କାର୍ଯ୍ୟକ୍ରମ କରିବା ସହିତ ସଚେତନତା ମୂଳଳ ପ୍ରଶିକ୍ଷଣ ପ୍ରଦାନ କରି ଆସୁଥିଲା l ଗୋପାଳନ କୁ ପ୍ରତ୍ସାହନ କରିବା ସହିତ,ଗୋ ସମବାୟ ସମିତି ପଞ୍ଜିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇ… Continue reading ସଶକ୍ତ ଓଡିଶାର ପ୍ରସ୍ତାବକୁ ସରକାର ଙ୍କ ସମ୍ମତି ( ଗୋ ପାଳନକୁ ମିଳିବ ପ୍ରତ୍ସାହନ)

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନନ୍ଦିନୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ସୂର୍ଯ୍ୟନଗର ପ୍ରତିମୂର୍ତ୍ତି ସ୍ଥଳରେ ଓଡିଶା ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ସୁସାହିତିକା, ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରିଣୀ ନନ୍ଦିନୀ ଶତପଥି ଙ୍କ 94 ତମ ଜୟନ୍ତୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ,ବିଜେପି ନେତା… Continue reading ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନନ୍ଦିନୀଙ୍କୁ ଶ୍ରଦ୍ଧାଞ୍ଜଳି