ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏହି ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ତା’ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ । ସେ ପୁଣି ବାରଣାସୀରୁ ନିର୍ବାଚନ ଲଢ଼ିବା । ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନର କୋଟାରୁ ଓ ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ପ୍ରାର୍ଥୀ ହେବେ । ବିଜେପି ଆଜି ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ପଶ୍ଚିମବଙ୍ଗରୁ ୨୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ମଧ୍ୟପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମରୁ ୧୧, ଝାଡ଼ଖଣ୍ଡରୁ ୧୧, ଛତିଶଗଡ଼ରୁ ୧୧, ଦିଲ୍ଲୀରୁ ୫, ଜମ୍ମୁ ଓ କଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩, ଅରୁଣାଚଳ ପ୍ରଦେଶରୁ ୨, ଗୋଆରୁ ୧, ତ୍ରିପୁରା ୧, ଆଣ୍ଡାମାନରୁ ୧ ଓ ଡାମନ ଡିଉରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଥିବା ବେଳେ ୫୦ରୁ କମ୍ ବୟସର ୪୭ ଜଣ ବ୍ୟକ୍ତି ରହିଛନ୍ତି । ସେହିପରି ଅନୁସୂଚିତ ଜାତିରୁ ୨୭ ଜଣ ପ୍ରାର୍ଥୀ ଥିବା ବେଳେ ଅନୁସୂଚିତ ଜନଜାତିରୁ ୧୮ ଓ ଓବିସିରୁ ୫୭ ଜଣ ପ୍ରାର୍ଥୀ ହୋଇଛନ୍ତି । ଏହି ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୩୪ ଜଣ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ଅରୁଣାଚଳ ୱେଷ୍ଟରୁ ଲଢ଼ିବେକେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ସେହିପରି ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଦିଲ୍ଲୀ ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ,ନୂଆଦିଲ୍ଲୀରୁ ବାଂଶୁରୀ ସ୍ୱରାଜ, ପୋରବନ୍ଦରରୁ ମନସୁଖ ମାଣ୍ଡଭୀୟ, ଉଦ୍ଦମପୁରରୁ ଜିତେନ୍ଦ୍ର ସିଂହ, ଜମ୍ମୁରୁ ଯୁଗଳ କିଶୋର ଶର୍ମା, ଖୁଣ୍ଟିରୁ ଅର୍ଜୁନ ମୁଣ୍ଡା, ତିରୁବନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଦିଶାରୁ ଶିବରାଜ ସିଂହ ଚୌହ୍ୱାନ, ବିକାନିରରୁ ଅର୍ଜୁନରାମ ମେଘୱାଲ, ଅଲୱାରରୁ ଭୂପେନ୍ଦ୍ର ଯାଦବ, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ, ସିକନ୍ଦରାବାଦରୁ ଜି. କୀଷନ ରେଡ୍ଡୀ, ତ୍ରିପୁରା ପଶ୍ଚିମରୁ ବିପ୍ଳବ ଦେବ, ମଥୁରାରୁ ହେମା ମାଳିନୀ, ଖେରିରୁ ଅଜୟ ମିଶ୍ରା ଟେନି, ଫତେପୁରରୁ ସାଧ୍ୱୀ ନିରଞ୍ଜନା ଜ୍ୟୋତି, ଦୁମୁରିଆଗଞ୍ଜରୁ ଜଗଦମ୍ବିକା ପାଲ୍, ଗୋରଖପୁରରୁ ରବି କିଷନ, କୁଚ୍ବେହାରରୁ ନୀଶିଥ ପ୍ରମାଣିକ, ବେଲୁରଘାଟରୁ ସୁକାନ୍ତ ମଜୁମଦାର ଓ ହୁଗ୍ଲିରୁ ଲକେଟ ଚାଟାର୍ଜୀଙ୍କ ନାଁ ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛି।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ନୂଆ ଦାମୀ କାର୍ କିଣି ଫଶିଗଲେ ଫେମସ୍ ୟୁଟ୍ୟୁବର ରୂପା ପିଣ୍ଟୁ
ନୂଆ ଦାମୀ କାର୍ କିଣି ଫଶିଗଲେ ଫେମସ୍ ୟୁଟ୍ୟୁବର ରୂପା ପିଣ୍ଟୁ । ୨୬ ଲକ୍ଷ ଟଙ୍କାର କାର କିଣି ଦେଇପାରିନାହାନ୍ତି ଫାଇନାନସ। I ଘର ଆଗରେ ଠିଆ ହେଲେ ଫାଇନାନସ ଏଜେଂଟ୍ I ପ୍ରଥମରୁ ୟୁଟ୍ୟୁବରେ ଚର୍ଚ୍ଚାରେ ରହିଆସିଥିବା ଏହି
ସ୍ବର୍ଗତ ସୁବାସ ଚନ୍ଦ୍ର ଥିଲେ ସେବା ଓ ତ୍ୟାଗର ପ୍ରତୀକ
ଭୁବନେଶ୍ୱର: କବି, ଲେଖକ,ସମାଜସେବୀ, ତଥା ବରିଷ୍ଠ ପୂର୍ବତନ ଅଧିକାରୀ ସ୍ବର୍ଗତ ସୁବାସ ଚନ୍ଦ୍ର ତ୍ରିପାଠୀ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୋଖରୀପୁଟ ସ୍ଥିତ କଳିଙ୍ଗ ପ୍ଲେ ଗୁରୁକୁଳ ଠାରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ସାମାଜିକ
The Lord Jesus was born
Bhubaneswar: Today is the birth of Lord Jesus Christ. On this holy birth festival, Christians are celebrating in a grand manner. It is being celebrated all over the country and
Pakistan air strike on Afghanistan: 15 Afghans killed
Islamabad: Neighboring Pakistan has carried out air strikes in Afghanistan. Pakistani Air Force fighter jets targeted seven villages including Laman in Barmal district of Paktika province. Pakistani officials claimed that
ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି
ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ। ପ୍ରଥମ କରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ଉପତ୍ୟକାରେ ପଡିବାକୁ ଯାଉଛି ଭୋଟ୍। ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ପ୍ରଥମ ପର୍ୟ୍ୟାୟ ପାଇଁ
ଓଡ଼ିଆ ସମ୍ମାନ ପ୍ରକାଶିକାଙ୍କ ବିୟୋଗ
ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦି୍ରତ ଗଣମାଧ୍ୟମ “ଓଡ଼ିଆର ସମ୍ମାନ”ର ପ୍ରକାଶିକା ତଥା ସମ୍ପାଦକଲିଙ୍ଗରାଜ ମହାନ୍ତିଙ୍କ ଧର୍ମପନôୀ, ବରିଷ୍ଠ ଲେଖିକା, ସମାଜସେବିକା ସଂଯୁକ୍ତା ମହାନ୍ତିଙ୍କ ଏକ ଘରୋଇ ହସ୍ପିଟାଲରେ ୬୫ବର୍ଷ ବୟସରେ ବିୟୋଗ ଘଟିଛି । ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର
ସଂଗଠକ, ସମାଜସେବୀ ୰ସୁରେଶ ଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ବ୍ରହ୍ମମହେଶ୍ୱର ମାଧ୍ୟ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର, ଯୁବ ସଂଗଠକ, ସମାଜସେବୀ ସ୍ବର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ଉକ୍ତ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ମାନେ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ସ୍ମୃତି ଚାରଣ ସଭା
ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ
ଆଜି ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ସାରା ଦେଶରେ ଆଜି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଆଜି ପୁରୀ
ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ
ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ପ୍ରାଣୀ ସଂପଦ ବିଭାଗ ତତ୍ପର ହୋଇପଡ଼ିଛି । ବାର୍ଡ ଫ୍ଲୁ ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ଠାରୁ ପିପିଲି ଆବଲପୁର ଗାଁରୁ
ନବିନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ
ଭୁବନେଶ୍ୱର: ନବିନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀ ରେ ସ୍ଥାନୀୟ ଜୟଦେବ ଭଵନ ଠାରେ ଆୟୋଜିତ ହୋଇଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଆଜିର ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ
ମୌମିତା ଦେବନାଥ ଙ୍କ ସ୍ମୃତି ରେ ନ୍ୟାୟ ଶୋଭାଯାତ୍ରା
ଭୁବନେଶ୍ୱର: ବେଙ୍ଗଲ ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ଦେବା ପାଇଁ ମାଷ୍ଟରକାଣ୍ଟିନ ଛକ ଠାରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ମହମବତୀ ଶୋଭାଯାତ୍ରା ସହିତ ସ୍ମୃତି ଚାରଣ ଓ ଦୋଷୀଙ୍କୁ ଉକ୍ତ
ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର
କେନ୍ଦୁଝର: ଜାତୀୟ ମେଡିକାଲ ପ୍ଲାଂଟ୍ ବୋର୍ଡ ଓ ରାଜ୍ୟ ମେଡିକାଲ୍ ପ୍ଲାଂଟ୍ ବୋର୍ଡ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏବଂ ଆୟୋଜକ ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର କେନ୍ଦୁଝରର ତେଲକୋଇଠାରେ ଅନୁଷ୍ଠିତ ହୋଇଯାଇଛି
ଯୁବ ସଂଗଠକ, ସମାଜସେବୀ ସୁରେଶଙ୍କ ଆକସ୍ମିକ ବିୟୋଗ
ଭୁବନେଶ୍ୱର: ରାଜଧାନୀ ର ଜଣେ ଆଗଧାଡିର ଯୁବ ସମାଜସେବୀ, ସଂଗଠକ ତଥା ଭୁବନେଶ୍ୱର ମହାନଗର ନିଗମ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ସୁରେଶ ଚନ୍ଦ୍ର ବେହେରା ଙ୍କ କଟକ ଠାରେ ଏକ ସଡ଼କ ଦୁର୍ଘଟଣା ରେ ବିୟୋଗ ଘଟିଛି. ବ୍ରହ୍ମମହେ ସ୍ୱର
ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର
ଭୂବନ: ବଜ୍ରାଘାତରେ ଚାଲିଗଲା ହରିହରଙ୍କ ଜୀବନ । ଆଜି ଓଡ଼ିଶ ଗ୍ରାମର ହରିହର ନାମ ଜଣେ ବ୍ୟକ୍ତି ନିଜ ଚାଷ କ୍ଷେତ୍ରକୁ ଯାଇଥିବାବେଳେ ସେହି ସମୟରେ ବଜ୍ରାଘାତ ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁୁରୁତର ଅବସ୍ଥାରେ ସ୍ଥାନୀୟ ଅଂଚଳ
ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ରେ ସ୍ୱIଧିନତା ଦିବସ ପାଳିତ
ଭୁବନେଶ୍ୱର: ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ସୂର୍ୟ୍ୟନଗର ମୁଖ୍ୟ କାର୍ୟ୍ୟଳୟ ଠାରେ ୭୮ ତମ ସ୍ୱIଧିନତା ଦିବସ ପାଳିତ ହୋଇ ଯାଇଅଛି I ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନାରାୟଣ ଖୁଣ୍ଟିଆ I ପାରମ୍ଭ ରେ
ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ
ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ
ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାଠାରେ ୭୮ତମ ସ୍ବାଧିନତା ଦୀବସ ପାଳିତ
ଚାନ୍ଦବାଲି: ଧାମରାଠାରେ ମେଡିକାଲ ସହିତ ଅନ୍ଯ ସ୍ଥାନରେ ୭୮ତମ ସ୍ବାଧିନତା ଦୀବସ ପାଳିତ ହୋଇଯାଇଛି | ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାର ମେଡିକାଲ ଅଫିସର ତଥା ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡକ୍ଟର ଜସୋସ୍ବିନୀ ମିଶ୍ର ଜାତୀୟପତକା ଉତ୍ତୋଳନ କରିଥିଲେ | ସଙ୍ଗେ
ସାମାଜିକ ଯୁବ ସଂଗଠନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ।
ଭୁବନେଶ୍ୱର: ଖଣ୍ଡଗିରି ଭୁବନେଶ୍ୱର ସ୍ଥିତ ସାମାଜିକ ସଂଗଠନ ସାମାଜିକ ଯୁବ ସଂଗଠନ ପକ୍ଷରୁ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥିଭାବେ
ଅମ୍ବିକା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଡେଲ୍ଟା ଛକ ଠାରେ ଅମ୍ବିକା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ
ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଶତାବ୍ଦୀ ନଗର ୱେଲଫେୟାର