Freedom fighters’ families maha parishad to hold national meet in Delhi

Bhubaneswar, 24.8.2025: A virtual meeting of the all india freedom fighters’ and martyers’family welfare maha parishad was held today,in which the outline of the national meeting to be held on 29-31 Aug 2025 at Udasin bhawan, connaught place,Delhi was decided.it was decided at the meeting that during this period the delegation will meet the president,chief… Continue reading Freedom fighters’ families maha parishad to hold national meet in Delhi

ଭୁବନ ବ୍ଲକ୍ ରେ ବ୍ୟାପୁଛି ଡାଇରିଆ

ଭୁବନ: ସାରା ରାଜ୍ୟରେ ଡାଇରିଆ ବ୍ୟାପୁଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ରେ ମଧ୍ୟ ଦେଖିବାକୁ ମିଳିଛି ଡାଇରିଆର ପ୍ରକୋପ। ଭୁବନ ଡାକ୍ତରଖାନାରେ ପ୍ରତିଦିନ ଡାଇରିଆ ରୋଗୀ ଆକ୍ରାନ୍ତ ହୋଇ ଆସି ଚିକିସିôତ ହେଉଥିବା ଦେଖିବାକୁ ମିଳୁଛି। ଡାଇରିଆ ଆକ୍ରନ୍ତଙ୍କ କିପରି ଚିକିତ୍ସା କରାଯାଉଛି ଏବଂ କଣ ସବୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି ତାହା ତଦାରଖ କରିବାକୁ ମଧ୍ୟ ଡାକ୍ତରଖାନା ପରିଦର୍ଶନରେ ଆସିଛନ୍ତି ସ୍ଥାନୀୟ ବିଧାୟକ ଶତ୍ରୁଘନ ଜେନା। ରୋଗୀମାନଙ୍କ ସମସ୍ତ ପ୍ରକାର ସୁବିଧା ଓ… Continue reading ଭୁବନ ବ୍ଲକ୍ ରେ ବ୍ୟାପୁଛି ଡାଇରିଆ

Snana Purnima: ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବା ସହ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନମନ।… Continue reading Snana Purnima: ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ସଶକ୍ତ ଓଡିଶାର ପ୍ରସ୍ତାବକୁ ସରକାର ଙ୍କ ମୋହର( ଗୋ ପାଳନ କୁ ମିଳିବ ପ୍ରତ୍ସାହନ)

ଭୁବନେଶ୍ୱର: ମହିଳା ସଶକ୍ତିକରଣ, ଗୋପାଳନ,ଗୋ ସମବାୟ ସମିତି ଗଠନ, ଆତ୍ମ ନିଯୁକ୍ତି ପ୍ରମୁଖ ଉପରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିବା ସହିତ କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା କାର୍ଯ୍ୟକ୍ରମ କରିବା ସହିତ ସଚେତନତା ମୂଳଳ ପ୍ରଶିକ୍ଷଣ ପ୍ରଦାନ କରି ଆସୁଥିଲା l ଗୋପାଳନ କୁ ପ୍ରତ୍ସାହନ କରିବା ସହିତ, ଗୋ ସମବାୟ ସମିତି ପଞ୍ଜିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇ… Continue reading ସଶକ୍ତ ଓଡିଶାର ପ୍ରସ୍ତାବକୁ ସରକାର ଙ୍କ ମୋହର( ଗୋ ପାଳନ କୁ ମିଳିବ ପ୍ରତ୍ସାହନ)

ସଶକ୍ତ ଓଡିଶାର ପ୍ରସ୍ତାବକୁ ସରକାର ଙ୍କ ସମ୍ମତି ( ଗୋ ପାଳନକୁ ମିଳିବ ପ୍ରତ୍ସାହନ)

ଭୁବନେଶ୍ୱର: ମହିଳା ସଶକ୍ତିକରଣ, ଗୋପାଳନ,ଗୋ ସମବାୟ ସମିତି ଗଠନ, ଆତ୍ମ ନିଯୁକ୍ତି ପ୍ରମୁଖ ଉପରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିବା ସହିତ କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା କାର୍ଯ୍ୟକ୍ରମ କରିବା ସହିତ ସଚେତନତା ମୂଳଳ ପ୍ରଶିକ୍ଷଣ ପ୍ରଦାନ କରି ଆସୁଥିଲା l ଗୋପାଳନ କୁ ପ୍ରତ୍ସାହନ କରିବା ସହିତ,ଗୋ ସମବାୟ ସମିତି ପଞ୍ଜିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇ… Continue reading ସଶକ୍ତ ଓଡିଶାର ପ୍ରସ୍ତାବକୁ ସରକାର ଙ୍କ ସମ୍ମତି ( ଗୋ ପାଳନକୁ ମିଳିବ ପ୍ରତ୍ସାହନ)

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନନ୍ଦିନୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ସୂର୍ଯ୍ୟନଗର ପ୍ରତିମୂର୍ତ୍ତି ସ୍ଥଳରେ ଓଡିଶା ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ସୁସାହିତିକା, ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରିଣୀ ନନ୍ଦିନୀ ଶତପଥି ଙ୍କ 94 ତମ ଜୟନ୍ତୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ,ବିଜେପି ନେତା… Continue reading ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନନ୍ଦିନୀଙ୍କୁ ଶ୍ରଦ୍ଧାଞ୍ଜଳି

IPL-2025: Royal Challengers Bangalore and Punjab Kings in the mega final

IPL-2025: Royal Challengers Bangalore and Punjab Kings in the mega final

Ahmedabad: Royal Challengers Bangalore and Punjab Kings will face off in the mega final of the Indian Premier League (IPL) 2025. Virat Kohli’s jersey number is 18. The star batsman has been waiting to hold the trophy in his hands for almost two decades. Virat is going to play the fourth IPL final of his… Continue reading IPL-2025: Royal Challengers Bangalore and Punjab Kings in the mega final

‘ନୀଳ ଆକାଶରେ ଝଡ଼’ ପ୍ରଦର୍ଶିତ

ଭୁବନେଶ୍ୱର: ଓଡିଶା ଖଣି ନିଗମର ବାର୍ଷିକ ସାଂସ୍କୃତିକ ଉତ୍ସବ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ନାଟକ ‘ନୀଳ ଆକାଶରେ ଝଡ଼ ମଞ୍ଚସ୍ଥ ହୋଇଯାଇଛି l ନୀଳକଣ୍ଠ ଦାସଙ୍କ ପରିବାର ସହିତ ଦେଖିବାକୁ ମିଳିଥିଲା ଗୋଟେ ଘଟଣା, ଯାହା ସମୟ ଚକ୍ର ରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା l ପରିବାରର ବୋଝ ସମ୍ଭାଳିବାକୁ ନେଇ ନୀଳକଣ୍ଠ ବାବୁ ନିଜକୁ ହଜାଇ ଦିଅନ୍ତି, ପୁଅ, ବୋହୁ,ସ୍ତ୍ରୀଙ୍କ ଗହଣରେ l ବଡ ପୁଅ ନିଶିକାନ୍ତ ଦାସଙ୍କ ସଚୋଟପଣିଆ ହାରମାନି… Continue reading ‘ନୀଳ ଆକାଶରେ ଝଡ଼’ ପ୍ରଦର୍ଶିତ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସରକାରଙ୍କୁ ସାଧୁବାଦ

ଭୁବନେଶ୍ୱର: ଗତ ଦୁଇ ବର୍ଷ ଧରି ମାଷ୍ଟର କ୍ୟାଣ୍ଟିନ ଛକର ନାମ ପରିବର୍ତ୍ତନ କରି ” ଐତିହ୍ୟ ଛକ” ଦେବା ପାଇଁ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଙ୍କ ସଂଯୋଜନା ରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଦାଵି କରି ଆସିଥିଲା । ଏପରିକି ଯଦି ଐତିହ୍ୟ ଘୋଡା ହଟେ ତେବେ ପ୍ରଦ୍ୟୁମ୍ନ ଶତପଥି ଙ୍କ ଶରୀର ମଧ୍ୟ ଦେଇ ହଟିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥି ଦୃଢ ଭାବେ ମତ ବ୍ୟକ୍ତ କରିଥିଲେ… Continue reading ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସରକାରଙ୍କୁ ସାଧୁବାଦ

ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ଠାରେ ଥିବା ଶ୍ରୀକନଭେନେସନ୍ ମଣ୍ଡପରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶିକ୍ଷା ଜଗତରେ ବିଦ୍ୟାର୍ଥୀ, ଆଦର୍ଶ ଶିକ୍ଷକ ଓ ଆଦର୍ଶ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ବିଦ୍ୟାର୍ଥୀମାନେ ଯେଉଁ ଭଳି ନିଜର ଏକାଗ୍ରତା ନିଷ୍ଠାପର ଅଧ୍ୟୟନରେ ଅନ୍ୟବିଦ୍ୟାର୍ଥି ମାନଙ୍କୁ ପଛରେ ପକାଇ ସଫଳତା ଲାଭ କରିଛନ୍ତି ତାଙ୍କର ପରିଶ୍ରମକୁ… Continue reading ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା