୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ; ୨୪ରେ ଅବପାତ ସମ୍ଭାବନା

ଭୁବନେଶ୍ୱର: ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ କେବେ ପଡ଼ିବ ଓ… Continue reading ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ; ୨୪ରେ ଅବପାତ ସମ୍ଭାବନା

ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ଅଧା ମେରୁଦଣ୍ଡ ମୋଡ଼ିହେବା ଭଙ୍ଗୀ) ଦେହ ସାମନାରେ ଗୋଡ଼ ଲମ୍ବାଇ ବସିବା । ଡ଼ାହାଣ ଗୋଡ଼କୁ ବଙ୍କାକରି ଡ଼ାହାଣ ପାଦ ସିଧା କରି ଭୂଇଁରେ ବାମ ଆଣ୍ଠୁ ବାହାରେ ରଖିବା। ପାଦ ଆଙ୍ଗୁଳି ଆଗକୁ ମୁହଁ କରିବ । ବାମ ଗାେଡ଼କୁ ମାେଡ ଏବଂ ପାଦକୁ ଡାହାଣ ନିତମ୍ବ ଆଡ଼କୁ ବୁଲାଇ କରି ରଖି । ବାମ ହାତକୁ ଛାତି ଓ ଡାହାଣ ଆଣ୍ଠୁ ବାଟ ଦେଇ ଡ଼ାହାଣ ଗୋଡ଼ ବାହାରେ ରଖିବା ।… Continue reading ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଜ୍ଜାପନ ଉତ୍ସବ

ଚାନ୍ଦବାଲି: ଚାନ୍ଦବାଲି ଏନଏସି ଅଞ୍ଚଳର ୧୦ନମ୍ବର ଓ୍ବାଡର ନୟାଧାମରା ଗ୍ରାମର ଯାତ୍ରାପଡିଆରେ ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ର ଉଜ୍ଜାପନ ଦୀବସ ଅନୁଷ୍ଠିତ ହୋଯାଇଅଛି, ଏଥିରେ ମୁଖ୍ୟ ଅତିଥୀ ଭାବେ ଚାନ୍ଦବାଲ ଏନଏସିର ଭାଇସଚ୍ୟାର ମ୍ୟାନ ଶ୍ରୀଯୁକ୍ତ ଅମେନ୍ଦ୍ର ସାହୁ,ଚାନ୍ଦବାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ନୟାଧାମରା ଗ୍ରାମର ପୂର୍ବତନ ମୁଖିଆ ଶ୍ରୀଯୁକ୍ତ ରାମଚନ୍ଦ୍ର ବଳ ଏବଂ ନୟାଧାମରା ଗ୍ରାମରେ ବୈଜ୍ୟେଷ୍ଠ ବ୍ୟକ୍ତି ରଘୁଆ ଖଟୁଆ… Continue reading ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଜ୍ଜାପନ ଉତ୍ସବ

ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ। ଜୁନ ୬ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ପରେ ଅବସର ନେବେ ଛେତ୍ରୀ। ଏନେଇ ସେ ଆଜି ଏକ ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି। ସୁନୀଲ ଛେତ୍ରୀ ବର୍ତ୍ତମାନ ଭାରତୀୟ ଫୁଟବଲ ଟିମର ଅଧିନାୟକ ଅଛନ୍ତି। ଛେତ୍ରୀ ୨୦୧୯ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଏବଂ ୨୦୨୧ରେ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲା। ଜୁନ… Continue reading ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା

ଆମ୍ ଆଦମୀ ପାର୍ଟି ର ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ଚଳିତ ନିର୍ବାଚନ ଲାଗି ଭୁବନେଶ୍ୱର ସ୍ଥିତ ଭରତପୁର ବସ୍ତି ଠାରେ ଆମ୍ ଆଦମୀ ପାର୍ଟି ର ବିଧାୟକ ପ୍ରାର୍ଥୀ ସୋମନାଥ ରାଉତଙ୍କ ସମେତ ଅନ୍ୟାନ୍ୟ ଆମ୍ ଆଦମୀ ପାର୍ଟି ର କର୍ମୀ ମାନେ ଭରତପୁର ବସ୍ତି ବାସିନ୍ଦାଙ୍କ ଅସୁିଧା ପଚାରି ବୁଝି ବା ସହ ଆମ୍ ଆଦମୀ ପାର୍ଟି କୁ ଭୋଟ ଦେଇ ଜିତେଇବା ସହ ରାଲିରେ ପ୍ରଚାର କରିଥିଲେ ।

ସ୍ୱର୍ଣ୍ଣ ଜିତିଲେ ନିରୋଜ ଚୋପ୍ରା

ଭୁବନେଶ୍ୱର: ଜାତୀୟ ଫେଡେରେସନ ସିନିଆର ଆଥଲେଟିକ୍ସ ଚାମ୍ପି୍ୟାନସିପରେ ଗୋଲଡେନ ବୟ ନିରୋଜ ଚୋପ୍ରା ଙ୍କୁ ସ୍ୱର୍ଣ୍ଣ ପଦକ I ନିରାଶ କଲେ କିଶୋର ଜେନା। କଳିଙ୍ଗ ଷ୍ଟାଡିଅମରେ ଶେଷ ହୋଇଥିବା ସିନିଆର ଆଥଲେଟିକ୍ସ ଚାମ୍ପି୍ୟାନସିପରେ ଗୋଲଡେନ ବୟ ନିରୋଜ ଚୋପ୍ରା ସର୍ବାଧିକ ୮୨.୨୭ ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି I ଜିତିଲେ। ଦ୍ୱିତୀୟ ସ୍ଥାନରେ ଊଚ ମନୁ ସନ୍ତୁଷ୍ଟ ରହିଛନ୍ତି। ଓଡ଼ିଶା ପାଇଁ ଶ୍ରାବଣୀ ନନ୍ଦ ଶହେ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିଣିଥିବା… Continue reading ସ୍ୱର୍ଣ୍ଣ ଜିତିଲେ ନିରୋଜ ଚୋପ୍ରା

ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’

ଭୁବନେଶ୍ୱର: ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’। ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହାକୁ ଉନ୍ମୋଚନ କରିଛନ୍ତି। ଭୋଟରଙ୍କ ସୁବିଧା ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚିତ ହୋଇଛି I ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ’ମୋ ବୁଥ୍ ଆପ୍’ ଗଠନ କରାଯାଇଛି। ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ। ଏହି ଆପ୍ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର… Continue reading ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’

ପ୍ରଚଣ୍ଡ ଖରାରେ କୁଲୁତା ସମାଜ କଲା ରକ୍ତଦାନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାଲେପାଲି ଗ୍ରାମର ରୁପା ଭୋଇ ଡେଲିଭରି ୱାର୍ଡରେ ଚିକିତ୍ସିତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସିନ୍ଦୁରବାହାଲ ଗ୍ରାମର ରେଖା ପ୍ରଧାନ ଅସୁସ୍ଥ ହୋଇ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି । ପ୍ରଚଣ୍ଡ ଖରା ସମୟରେ ଲୋକେ ରକ୍ତଦାନ ପାଇଁ ପଛଘୁଞ୍ଚା ଦେଉଥିବା ହେତୁ ରୋଗିମାନେ ରକ୍ତ ପାଇବାରୁ ବଂଚିତ ହେଉଛନ୍ତି । ଖବରଟି ଶେଷରେ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜକୁ ପହଞ୍ôଚ ଥିଲା । ଖବର ପାଇବା ମାତ୍ରେ ବଲାଙ୍ଗିର… Continue reading ପ୍ରଚଣ୍ଡ ଖରାରେ କୁଲୁତା ସମାଜ କଲା ରକ୍ତଦାନ

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ….

ଭୁବନେଶ୍ୱର: ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର , ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଗତବର୍ଷ ମଧ୍ୟ ଏହି ସମୟରେ ଏସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ତାରିଖ ଅନୁସାରେ ଅଗ୍ରସର ହୋଇଥିଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସୂଚନାନୁସାରେ, ଗତବର୍ଷ ଜୁନ୍‌ ୮ରେ ଭାରତର ମୁଖ୍ୟ ଭୂଖଣ୍ଡ କେରଳ ଉପକୂଳକୁ ୭ଦିନ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିଥିଲା। ସେହିପରି ଓଡ଼ିଶାକୁ ସ୍ବାଭାବିକ… Continue reading ୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ….

ଗ୍ରୀଷ୍ମକାଳିନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବଲାଙ୍ଗିର: ଆଜି ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ପରିସରରେ ଅସିମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ର ମିଳିତ ଉଦ୍ୟମରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ତଥା କରାଟେ ଓ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିର ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଏହି ସମର କ୍ୟାମ୍ପରେ କରାଟେ, ଟାଇକଣ୍ଡୋ, ଝିଅମାନଙ୍କ… Continue reading ଗ୍ରୀଷ୍ମକାଳିନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ