ଭାରତୀୟ ସଂସ୍କୁତି ପରମ୍ପରା ମାଧ୍ୟମରେ ବିଶ୍ବ ମାତୂତ୍ବ ଦିବସ ପାଳିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଞ୍ଜମାଳ ଗ୍ରାମରେ ବିଶ୍ବ ମାତୂତ୍ବ ଦିବସ ଅବସରରେ ଚରକ ଇନଷ୍ଟିଚ୍ଯୁଟ୍ଅଫ ଯୋଗା ଟ୍ରଷ୍ଟର ସମ୍ପାଦକ ତଥା ସମାଜସେବୀ ସହିତ ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ବୈଦଗୁରୁ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଭଉଣୀଙ୍କର ଗୂହପ୍ରବେଶ ସହିତ ବିଶ୍ବ ମାତୂତ୍ବ ଦିବସ ପାଳିତ ହୋଇଯାଇଥିଲା | ଅତିଥୀ ତଥା ଗାୟତ୍ରୀ ପରିଜନ ଭଦ୍ରକ ଜିଲ୍ଲାର ଜିଲ୍ଲା ପ୍ରଚାରକ ପ୍ରଫ୍ଲୁଲ ରାଉତ, ଜୟନ୍ତ ମଲ୍ଲିକ ଏବଂ ତ୍ରିଲୋଚନ ଜେନା ଦ୍ୱାରା ଦୀପ ପ୍ରଜୋଳନ… Continue reading ଭାରତୀୟ ସଂସ୍କୁତି ପରମ୍ପରା ମାଧ୍ୟମରେ ବିଶ୍ବ ମାତୂତ୍ବ ଦିବସ ପାଳିତ

ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଖଣ୍ଡୁଆଳ-୨ ବିଜୁ ଆଦର୍ଶ କଲୋନୀ ଅଂଚଳରେ ବିଜେଡିର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଡେପୁଟି ମେୟର ମଞ୍ଜୁଲତା କଅଁର ଏବଂ ସଭାପତି କୈଳାଶ ଚନ୍ଦ୍ର ନାୟକ ଏବଂ ସମ୍ପାଦକ ପ୍ରମୋଦ କୁମାର ମାର୍ଥାଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଉତର ବିଧାୟକ ସୁଶାନ୍ତ ରାଉତଙ୍କୁ ସ୍ୱାଗତ କରାଯିବା ସହ ଏକ ରାଲି ମଧ୍ୟ କରାଯାଇଥିଲା । ଏହାସହ ଏକ ସଭା ମଧ୍ୟ ବିଧାୟକ ସୁଶାନ୍ତ ରାଉତଙ୍କ… Continue reading ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନିର୍ବାଚନୀ ପ୍ରଚାର

ମାତୃ ଦିବସରେ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର ଦାନ 

ଭୁବନେଶ୍ୱର /ଅନ୍ଧାରୁଆ: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଅନ୍ଧାରୁଆ, ପ୍ରଭୁଦ୍ଧ ବିହାର ସ୍ଥିତ ପାଦପଦ୍ମ ପାହାଡ଼ ଠାରେ ବିଶ୍ୱ ମାତୃ ଦିବସ ଅବସରରେ ବସ୍ତ୍ର ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି. ଫାଉଣ୍ଡେସନ ର ସଭାପତି ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ସଂଯୋଜନା ଓ ମହିମା ସାଧୁ ମଧୁସୂଦନ ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିଥି ଭାବେ ସ୍ମୃତି ରଞ୍ଜନ ମଲ୍ଲିକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସମାଜସେବୀ… Continue reading ମାତୃ ଦିବସରେ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର ଦାନ 

ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗ୍ରୀଷ୍ମକାଳୀନ କର୍ମଶାଳା

ଭୁବନେଶ୍ୱର: ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଚଳିତ ମାସ ୧ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ (୧୦ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଶୀ ନୃତ୍ୟ ଗୁରୁ ଭରତ ଚରଣ ଗିରି , Vocalist & Examiner ଦିବ୍ୟ ରଞ୍ଜନ ପଟ୍ଟନାୟକ , ଓଡ଼ିଶୀ exponent ମମତା ଶତପଥୀ ଏବଂ ବିଶିଷ୍ଠ କଣ୍ଠଶିଳ୍ପୀ ଅପର୍ଣ୍ଣା ତ୍ରିପାଠୀ। ଅତିଥିମାନେ ଓଡ଼ିଶୀ ନୃତ୍ୟକୁ ନେଇ ବହୁ ମୂଲ୍ୟବାନ କଥା ପିଲାମାନଙ୍କୁ… Continue reading ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗ୍ରୀଷ୍ମକାଳୀନ କର୍ମଶାଳା

‘ମା’ (ବିଶ୍ୱ ମାତୃ ଦିବସ ଅବସରରେ)

-ସରୋଜିନୀ ମିଶ୍ରସର୍ବ ପ୍ରଥମେ ମାତୃ ଦିବସ ଅବସରରେ ସମସ୍ତ ମହିୟସୀ ମା ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ I ସ୍ନେହ, ଶ୍ରଦ୍ଧା,ସେବା, ତ୍ୟାଗ, ସମର୍ପଣ, ତପସ୍ୟା ର ଉପାଦାନ ରେ ଗଢ଼ା ହୋଇଥିବା ସୁନ୍ଦର ମୂର୍ତ୍ତି ର ନାମ ହେଉଛି ମା.ଇଶ୍ୱର ଙ୍କ ସୃଷ୍ଟି ରେ ସବୁଠୁ ସୁନ୍ଦର ସୃଷ୍ଟି ନାରୀର ସର୍ବଶ୍ରେଷ୍ଠ ରୂପ ହେଉଛି ମା “ଜନନୀ ଜନ୍ମଭୂମୀ ଶ୍ଚ ସ୍ବର୍ଗାଦପି ଗରିୟସୀ ପରମ ପବିତ୍ର ଏହି ନାମର ବିସ୍ଲେସଣ କରିବାକୁ ସବୁ କମ ପଡିଥାଏ… Continue reading ‘ମା’ (ବିଶ୍ୱ ମାତୃ ଦିବସ ଅବସରରେ)

ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ପାଇଁ ସିନେମା “ଚଳଚ୍ଚିତ୍ର ସମୟ’, ର ଅନୁଭବ

ଭୁବନେଶ୍ୱର: ସିନେମାର ଆନନ୍ଦ ଏବଂ ଉତ୍ସାହ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ନିଶ୍ଚିତ କରିବା ପାଇଁ WE4YOU ଚାରିଟେବୁଲ୍ ଟ୍ରଷ୍ଟ “ଚଳଚ୍ଚିତ୍ର ସମୟ’ ପରି ଏକ ଅଭିନବ କାର୍ଯ୍ୟକ୍ରମ ପ୍ରୟାସ କରିଛି, ଯାହା ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ଏକ ଇମର୍ସିଭ୍ ଚଳଚ୍ଚିତ୍ର ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏଠାରେ ଆମର ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଚଳଚ୍ଚିତ୍ର “ଶ୍ରୀକାନ୍ତ” ର ସ୍କ୍ରିନିଂକୁ ଅନୁଭବ କରିଥିଲେ ଯାହାକି ଶ୍ରୀକାନ୍ତ ଭୋଲାଙ୍କ ଜୀବନ ଯାତ୍ରା ବିଷୟରେ ଦର୍ଶାଇଛି । ଜଣେ ଦୃଷ୍ଟିହୀନ… Continue reading ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ପାଇଁ ସିନେମା “ଚଳଚ୍ଚିତ୍ର ସମୟ’, ର ଅନୁଭବ

ଆଜି ପବିତ୍ର ଅକ୍ଷୟ ତୃତୀୟା; ଅକ୍ଷିମୁଠି ଅନୁକୂଳ

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହୋଇଯାଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି। ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିରରୁ ବିମାନ ବିଜେ କରିବା ପରେ ରଥଖଳାରେ ବନଯାଗ ବିଧିରେ… Continue reading ଆଜି ପବିତ୍ର ଅକ୍ଷୟ ତୃତୀୟା; ଅକ୍ଷିମୁଠି ଅନୁକୂଳ

ରାଜନୀତି କରିବେ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ

ମୁଁ ନିର୍ବାଚନ ଜିତିଲେ ବଲିଉଡରେ ଆଉ କାମ କରିବିନି ବୋଲି କହିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ପୂରାପୁରି ରାଜନୀତିରେ ସକ୍ରିୟ ରହି ଲୋକଙ୍କ ପାଇଁ କାମ କରିବେ। ନିକଟରେ ଏକ ସାକ୍ଷାତକାର୍‌ରେ ଏଭଳି ଘୋଷଣା କରିଛନ୍ତି ଖୋଦ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ । କଙ୍ଗନା ନିକଟରେ ଏକ ସାକ୍ଷାତକାର୍‌ରେ ଇସାରା କରି କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡକୁ ବାଏ ବାଏ କହିବେ। କାରଣ ସେ କେବଳ… Continue reading ରାଜନୀତି କରିବେ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ

ଯୁବ କୁଲୁତା ସମାଜ ତରଫରୁ ଓଆରଏସ୍ ଓ ଥଣ୍ଡା ପାଣି ବଣ୍ଟନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଓଆରଏସ୍ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ର ଉଦ୍‌ଘାଟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲର ସୁପରିଟେଣ୍ଡଣ୍ଟ ମାନସୀ ପଣ୍ଡା ଯୋଗଦାନ ଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ବିବିଏମ୍‌ସିଏଚ୍ ର ଏଡ୍‌ମିଷ୍ଟେଟିଭ୍ ଅଫିସର… Continue reading ଯୁବ କୁଲୁତା ସମାଜ ତରଫରୁ ଓଆରଏସ୍ ଓ ଥଣ୍ଡା ପାଣି ବଣ୍ଟନ

ମଳଦ୍ୱାରରେ ଆଣୁଥିଲେ ସୁନା, ଧରିଲେ ରାଜସ୍ୱ ଗୁଇନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ୩ କେଜିରୁ ଅଧିକ ସୂଚନା। ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। ଦୁବାଇରୁ ଭୁବନେଶ୍ୱର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ମୋଟ ୩ କେଜି ୭୭ ଗ୍ରାମର ତରଳ ସୁନା ଜବତ କରିଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏମାନେ ମଳଦ୍ୱାରରେ ତରଳ ସୁନାକୁ କ୍ୟାପସୁଲ ମାଧ୍ୟମରେ ରଖି ଚାଲାଣ କରୁଥିବା କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କହିଛି। ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି… Continue reading ମଳଦ୍ୱାରରେ ଆଣୁଥିଲେ ସୁନା, ଧରିଲେ ରାଜସ୍ୱ ଗୁଇନ୍ଦା