ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱମୀ ସ୍ତ୍ରୀଙ୍କ ଜୀବନ। ମୃତକ ହେଉଛନ୍ତି ଉମେଶ ପଣିଗ୍ରାହୀ (୬୬) ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ (୬୨)। ସାଥୀହୋଇ ଚାଲିଗଲେ ପତିପତ୍ନୀ। ଅଧାରେ ରହିଗଲା ଜଗା ଦର୍ଶନ। ଦମ୍ପତି ୩୯ ତମ ବିବାହ ବାର୍ଷିକୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ମନସ୍ଥ କରି ମଙ୍ଗଳବାର ରାତିରେ ଉଲୁଣ୍ଡାରୁ ବସଯୋଗେ ପୁରୀ ଆସୁଥିଲେ। ସକାଳୁ ଭୁବନେଶ୍ୱର ପଳାଶୁଣୀ ଛକରେ ଓହ୍ଲାଇ ପୁରୀ ବସକୁ ଅପେକ୍ଷା କରିଥିଲେ।… Continue reading ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ

ସ୍ୱତନ୍ତ୍ର ଅଡ଼ିଟ୍ ରିପୋର୍ଟରେ ଭୁବନେଶ୍ୱର ଗ୍ରାମାଞ୍ଚଳ ସିଡିପିଓ କବିତା ମହାପାତ୍ରଙ୍କ ଗୁମରର ମହାଖୁଲାସା

ଅଡିଟ କାର୍ଯ୍ୟରେ ଅସହଯୋଗ, ଅଧିକାରୀଙ୍କୁ ଅସମ୍ମାନ, ଆର୍ଥିକ କାର୍ଯ୍ୟରେ ହେରଫେର୍ ପ୍ରସଙ୍ଗଭୁବନେଶ୍ୱର: ଭୁବନେଶ୍ୱର ଗ୍ରାମାଞ୍ଚଳ ତକ୍ରାଳୀନ ସିଡ଼ିପିଓ କବିତା ମହାପାତ୍ରଙ୍କ ସମ୍ପର୍କରେ ରାଜ୍ୟ ସରକାର ୨୦୨୧-୨୨, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସ୍ୱତନ୍ତ୍ର ଅଡ଼ିଟ ପାଇଁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶକ୍ରମେ ମହିଳା ଶିଶୁ ବିଭାଗର ସ୍ୱତନ୍ତ୍ର ଅଡିଟ ହୋଇଥିଲା । ଏ ସମ୍ପର୍କରେ ତାଙ୍କର ଦୁର୍ନୀତି, ଆର୍ଥିକ ହେରଫେର ଅଡ଼ିଟ ଅଧିକାରୀଙ୍କୁ କାର୍ଯ୍ୟରେ ଅସହଯୋଗ ତଥା ଷ୍ଟକ ରେଜିଷ୍ଟରରେ ଅନିୟମିତତା ଦେଖିବାକୁ… Continue reading ସ୍ୱତନ୍ତ୍ର ଅଡ଼ିଟ୍ ରିପୋର୍ଟରେ ଭୁବନେଶ୍ୱର ଗ୍ରାମାଞ୍ଚଳ ସିଡିପିଓ କବିତା ମହାପାତ୍ରଙ୍କ ଗୁମରର ମହାଖୁଲାସା

୰ ଚମ୍ପା ବେୱାଙ୍କ ଦ୍ୱାଦଶାହ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଳା ବଗଲ ଗ୍ରାମର ସମାଜସେବିକା ୰ଚମ୍ପା ବେୱାଙ୍କ ଦ୍ୱାଦଶ ସ୍ମୃତିଚାରଣ ସଭା ସ୍ଥାନୀୟ ବଗଲ ଗ୍ରାମ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପୁତ୍ର ସନ୍ତୋଷ କୁମାର ବଳିଆରସିଂହଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତିଚାରଣ ସଭାରେ ୰ ବେୱା ଜଣେ ପରୋପକାରିଣୀ, ମେଳାପୀ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ବୋଲି ସ୍ମୃତିଚାରଣ ସଭାରେ ଉପସ୍ଥିତ ଦିବାକର ମଙ୍ଗରାଜ, ବିଜୟ ସାହୁ, ବିପିନ ବିହାରୀ ନାୟକ, ଭରତ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ବଳିଆରସିଂହ ପ୍ରମୁଖ ମତବ୍ୟକ୍ତ କରିଥିଲେ ।… Continue reading ୰ ଚମ୍ପା ବେୱାଙ୍କ ଦ୍ୱାଦଶାହ ଅନୁଷ୍ଠିତ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଂଟନ ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

oplus_2

ଭୁବନେଶ୍ୱର: ୫.୫.୨୦୨୪: ସାମାଜିକ ଅନୁଷ୍ଠାନ ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବମିଖାଲ କେନାଲ ରୋଡ ବସ୍ତିଠାରେ ଏକ ବସ୍ତ୍ରବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିତ ଅତିଥି ଭାବେ ଅଧିବକ୍ତା ସନ୍ତୋଷ କୁମାର ମିଶ୍ର, ସମାଜସେବୀ ବଳରାମ ସାହୁ ଉପସ୍ଥିତ ରହି ପ୍ରାୟ ୧୫ଟି ପରିବାରକୁ ବସ୍ତ୍ର ବଂଟନ କରିଥିଲେ । ଏହାସହିତ ପ୍ରବଳ ଗ୍ରୀଷ୍ମ… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଂଟନ ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ

oplus_2

ଗଣମାଧ୍ୟମ ଚାପ ଓ ପ୍ରଲୋଭନର ବଶବର୍ତ୍ତୀ ନହେଉଭୁବନେଶ୍ୱର: ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ସ୍ଥାନୀୟ ମାଷ୍ଟରକ୍ୟାଂଟିନସ୍ଥିତ ବୁଲନ ଭାଇ ସେବା ଭବନ ପରିସରରେ ପ୍ରିୟାଂଶୁ ପ୍ରିୟଦେବଙ୍କ ପୌରହିତ୍ୟ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ଓ ଉକôଳ ବୁଲେଟିନ ଏବଂ ମୁଗୁପୁର ସମାଚାର, ବିଶ୍ୱବାଣୀ ପ୍ରମୁଖ ଗଣମାଧ୍ୟମଙ୍କ ସହଯୋଗରେ ଗଣମାଧ୍ୟମ ସଂପର୍କିତ ଏକ ଆଲୋଚନାଚକ୍ର ତଥା ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ… Continue reading ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ

୬ ଲୋକସଭା କ୍ଷେତ୍ରର ନିର୍ବାଚନ ସମୟ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ୬ ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ। କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ ସାବ୍ୟସ୍ତ କରିବେ ଭୋଟର୍। ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଛିଟା ସମୟ ପରିବର୍ତ୍ତନ କରାଯାଇଛି। ତେବେ କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଭୋଟ୍ ସମୟ ନିର୍ଦ୍ଦାରଣ କରାଯାଇଛି। ଦେବଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍ ଦେଇ ହେବ।… Continue reading ୬ ଲୋକସଭା କ୍ଷେତ୍ରର ନିର୍ବାଚନ ସମୟ ପ୍ରକାଶ

ଧୋନିଙ୍କ ନୂଆ IPL ରେକର୍ଡ

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୂଆ ରେକର୍ଡ କରିଛନ୍ତି। ସେ ଏହି ଟି-୨୦ ଟୁର୍ନାମେଣ୍ଟ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହେବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି। ରବିବାର ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ବିଜୟ ହାସଲ କରିଛି । ଏହା ସହ। ସେ ଏହି ଟି-୨୦ ଟୁର୍ନାମେଣ୍ଟ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହୋଇପାରିଛନ୍ତି I ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ଆରମ୍ଭ ହେବା ପରଠାରୁ ଧୋନି ଅଂଶଗ୍ରହଣ କରିଆସୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଞ୍ଚ… Continue reading ଧୋନିଙ୍କ ନୂଆ IPL ରେକର୍ଡ

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ଏବେ ନିର୍ବାଚନ ମାହୋଲ ଚାଲିଥିବାବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ତେବେ ଦଳ ଦୁଲାଲଙ୍କ ଠାରୁ ଟିକେଟ ଫେରାଇ ନେବା ପରେ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି । ଏଆଇସିସି ସଭାପତି ଖଡ଼ଗେଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଥିବା ଜଣାପଡିଛି । କଂଗ୍ରେସ ଦଳରୁ ଦୁଲାଲଙ୍କୁ ସମ୍ବଲପୁର ଲୋକସଭାରୁ ପ୍ରର୍ଥୀ… Continue reading କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ

ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର୯ମ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର ୯ମ ବାର୍ଷିକ ସମ୍ମିଳନୀ ତଥା ହୋମିଓପ୍ୟାଥିକର ଜନକ ସାମୁଏଲ ହ୍ୟାନିମାନଙ୍କ ୨୭୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଅଡିଟୋରିୟମରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସ୍ୱାସ୍ଥ୍ୟସେବାର ନିଦେ୍ର୍ଦଶକ ଡ. ବିଜୟ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡ଼ିକାଲ କଲେଜର ପୂର୍ବତନ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ସୁଧାଂଶୁ ଶେଖର ସିଂ, ସମ୍ମାନିତ ଅତିଥି… Continue reading ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର୯ମ ବାର୍ଷିକ ସମ୍ମିଳନୀ

ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ

ଭୁବନେଶ୍ୱର, ୨୯.୪.୨୦୨୪: ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଏସ୍ସି ମୁଖାର୍ଜୀଙ୍କ ପୌରହିତ୍ୟରେ ଓ ଡ. ଏସ୍ ମାଲାକାରଙ୍କ ବାସଭବନ ଗୀତାଞ୍ଜଳି ହଲରେ ବେଙ୍ଗଲୀ କବିତା, ଗୀତ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ଥିଲା ଓଡ଼ିଆ ଓ ବେଙ୍ଗଲୀ ସଂସ୍କୃତି ମଧ୍ୟରେ ପରସ୍ପର ଭାତୃଭାବ ବଜାୟ ରଖିବା । ଏହି କାର୍ଯ୍ୟକ୍ରମରେ କମଲେଶ ସିଂହ୍ନା, ସୁନାମଧନ୍ୟ ସଂଗୀତଜ୍ଞ… Continue reading ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ