ପଞ୍ଜିକୃତ ଓ ତଦନ୍ତ ପରିସରଭୁକ୍ତ ହେଲା ଅଙ୍ଗନବାଡ଼ିରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପ୍ରଦାନ ଦିଆଯାଉଥିବା ନିମ୍ନମାନର ଖାଦ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଗ୍ରାମାଞ୍ଚଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କବିତା ମହାପାତ୍ରଙ୍କ ନିଜ ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ନିଜ ବିଭାଗର ଅଙ୍ଗନବାଡ଼ି ସୁପରଭାଇଜରଙ୍କ କାର୍ଯ୍ୟକଳାପ ନେଇ ଅଭିଯୋଗ ତଥା ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରକୁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆସୁଥିବା ଛତୁଆ ଓ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟଗୁଡ଼ିକ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ସହିତ ସ୍ଥାନୀୟ ବୁଦ୍ଧିଜୀବୀ,… Continue reading ପଞ୍ଜିକୃତ ଓ ତଦନ୍ତ ପରିସରଭୁକ୍ତ ହେଲା ଅଙ୍ଗନବାଡ଼ିରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପ୍ରଦାନ ଦିଆଯାଉଥିବା ନିମ୍ନମାନର ଖାଦ୍ୟ

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରୁହନ୍ତୁ: CWS ହସ୍ପିଟାଲ ମାନବସମ୍ବଳ ବିକାଶ ମୁଖ୍ୟ ରଞ୍ଜୁରାଣୀ ନନ୍ଦ

ରାଉରକେଲା: ରାଜ୍ୟରେ ବର୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକା ତାପମାତ୍ରା ଏପରିକି ୪୩ ଡିଗ୍ରୀରୁ ଅଧିକା ରହିଥିବାର ପରିଲକ୍ଷିତ ହେଉଛି । ଏହିପରିପ୍ରେକ୍ଷୀରେ ଷ୍ଟିଲ୍ ସିଟି ରାଉରକେଲାର ସିଡବ୍ଲୁ୍ୟଏସ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ମାନବସମ୍ବଳ ବିକାଶ ମୁଖ୍ୟ ତଥା ସମାଜସେବିକା ରଞ୍ଜୁରାଣୀ ନନ୍ଦ ମତବ୍ୟକ୍ତ କରି କହିଛନ୍ତି ଯେ ଏହି ହସ୍ପିଟାଲରେ ଅଂଶୁଘାତର ମୁକାବିଲା ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମର ସମସ୍ତ ମେଡିକାଲ୍ ଷ୍ଟାଫ୍… Continue reading ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରୁହନ୍ତୁ: CWS ହସ୍ପିଟାଲ ମାନବସମ୍ବଳ ବିକାଶ ମୁଖ୍ୟ ରଞ୍ଜୁରାଣୀ ନନ୍ଦ

ପାଖେଇ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା। ଏନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ। ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଗତବର୍ଷ ରଖାଯାଇଥିବା ମହାପ୍ରଭୁଙ୍କ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ଡଙ୍ଗାକୁ ପରମ୍ପରା ଅନୁଯାୟୀ ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଭୋଇ ସେବକମାନେ ପାଣି ଭିତରୁ କାଢ଼ିଛନ୍ତି । ସମୁଦାୟ ପାଞ୍ଚଟି ଡଙ୍ଗାକୁ ପାଣି ଭିତରୁ କଢ଼ା ଯାଇଥିବା ବେଳେ ଖରାରେ ଏହା ଶୁଖିବା ପରେ ପିଚୁ ଓ ରାଳ… Continue reading ପାଖେଇ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ

ଓଡ଼ିଶ ଗ୍ରାମର ୫୪ବର୍ଷୀୟ ବ୍ୟକ୍ତି ନବକିଶୋରଙ୍କ କେନାଲକୁ ଖସିପଡ଼ି ମୃତ

ଭୁବନ: ଭାରସାମ୍ୟ ହରାଇ କେନାଲରେ ଖସିପଡ଼ି ୫୪ବର୍ଷୀୟ ଜନୈକ ବ୍ୟକ୍ତି ମୃତୁ୍ୟବରଣ କରିଥିବା ଜଣାପଡିଛି । ସେ ଯାଜପୁର ଜିଲ୍ଲା କାଳିଆପାଣି ଅଂଚଳରୁ କଲରଙ୍ଗିଅତା ଦେଇ ଯାଇଥିବା କେନାଲ ବନ୍ଧ ରୋଡରେ ସାଇକେଲ ଯୋଗେ ନିଜ ଗ୍ରାମ ଓଡ଼ିଶକୁ ଫେରୁଥିବାବେଳେ ନିଜର ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଥିଲେ । ଏହାଫଳରେ ସେ ପାଣିରେ ବୁଡ଼ିଯାଇଥିଲେ । ଫଳରେ ତାଙ୍କର ମୃତୁ୍ୟବରଣ ଘଟିଥିବା ସୂଚନା ମିଳିଛି । ତାଙ୍କ ନାମ ନବକିଶୋର ସେନାପତି ଜଣାପଡିଥିବାବେଳେ ସେ ଦିନବେଳେ ନିଜ… Continue reading ଓଡ଼ିଶ ଗ୍ରାମର ୫୪ବର୍ଷୀୟ ବ୍ୟକ୍ତି ନବକିଶୋରଙ୍କ କେନାଲକୁ ଖସିପଡ଼ି ମୃତ

ସୋନପୁରରେ ଅମିତ ଶାହାଙ୍କ ବିଶାଳ ସମାବେଶ

ସୋନପୁର: ସୋନପୁରରେ ଅମିତ ଶାହା କଲେ ବିରାଟ ସଭା କରିଛନ୍ତି । ଏହି ନିର୍ବାଚନୀ ସଭାରେ ସେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହା ସୋନପୁର ମଞ୍ଚରୁ ବିଜେଡିକୁ ଟାର୍ଗେଟ୍ କରି ଖଣି, ପାଣି ଓ ଅଫିସର ରାଜ କଥା ଉଠାଇଛନ୍ତି । ଶାହା ପରୋକ୍ଷରେ ନବୀନ ପଟ୍ଟନାୟକ ଓଡିଆ କହିପାରୁ ନଥିବା କଥାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଯେଉଁ ସରକାର ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର… Continue reading ସୋନପୁରରେ ଅମିତ ଶାହାଙ୍କ ବିଶାଳ ସମାବେଶ

ହିଞ୍ଜିଳିକାଟୁରେ ନବୀନ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ। ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏ ପାଇଁ ଶେଷ ଯାଏ କାମ କରି ଚାଲିବି। ଏହା ପରେ ଶେରଗଡ଼ରେ ମାରାଥନ ଜନସମାବେଶ କରିବେ। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା… Continue reading ହିଞ୍ଜିଳିକାଟୁରେ ନବୀନ

ନିର୍ବାଚନ ଲଢିପାରିବେନି ମୋକିମ, ନିର୍ବାଚନକୁ ଓହ୍ଲାଇଲେ ଝିଅ!

କଟକ: ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। ଏପଟରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦଣ୍ଡାଦେଶ ଉପରେ ରହିତାଦେଶ ଲାଗି ମୋକିମ ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ଏହା ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଫଇସଲା ପର୍ୟ୍ୟନ୍ତ ଦଣ୍ଡାଦେଶକୁ ହଟା ଯାଇପାରିବ ନାହିଁ ।… Continue reading ନିର୍ବାଚନ ଲଢିପାରିବେନି ମୋକିମ, ନିର୍ବାଚନକୁ ଓହ୍ଲାଇଲେ ଝିଅ!

ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କୁଲୁତା ସମାଜ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ଅସିମ କରାଟେ ଏକାଡେମୀ ରେ ଚୈତ୍ୟ ପୂର୍ଣ୍ଣିମା ଅବସରରେ କୁଲୁତା ଦିବସ ବଡ ସମାରୋହ ସହ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପାଇଁ ବଲାଙ୍ଗିର ମ୍ୟୁନିସିପାଲିଟି ଏରିଆରେ ଯେଉଁ ଦଳ ବା ନେତା ସରକାରୀ ଜମି ସହ କୁଲୁତା ଭବନ ତିଆରି କରିବ ତାକୁ ସମାଜର ସମସ୍ତ ଭୋଟର ସମର୍ଥନ ଜଣାଇବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି… Continue reading ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଲୋକାର୍ପିତ ହୋଇଛି ‘ଲୋ ଭିଜନ କ୍ଲିନିକ୍‌’। ଏହି ବିଶେଷ ଭିଜନ କ୍ଲିନିକ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟି ଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକ୍‌କୁଆଜି ଉଦ୍‌ଘାଟନ କରିଛନ୍ତି। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀର ଡ. ପ୍ରବୀଣ… Continue reading ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଗଞ୍ଜାମରୁ ମୁଖ୍ୟମନ୍ତ୍ରୀ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ବୁଧବାର ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପ୍ରଥମେ ହିଞ୍ଜିଳି ଏବଂ ପରେ ଶେରଗଡ଼ ଦୁଇଟି ସ୍ଥାନରେ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି… Continue reading ଗଞ୍ଜାମରୁ ମୁଖ୍ୟମନ୍ତ୍ରୀ କରିବେ ନିର୍ବାଚନ ପ୍ରଚାର