ବଲାଙ୍ଗୀର: ବଲାଙ୍ଗିର ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗୀର ସଦର ବ୍ଲକ ଅର୍ନ୍ତଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚିକଲବାହାଲର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ପ୍ରସନ୍ନ ଗଡତ୍ଯାଙ୍କ ତତ୍ବାବଧାନରେ ଚିକଲବାହାଲ ଗ୍ରାମରେ ଦୁଇ ଦିନ ଯାଏ ଜୁନିୟର ରେଡକ୍ରସ ତରଫରୁ ସାମାଜିକ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପାନୀୟ ଜଳ ବଣ୍ଟନ ସହିତ ପ୍ରାଥମିକ ଚିକିତ୍ସାର ସେବା ପ୍ରଦାନ କରାଯାଇଥିଲା। ଏହି ସେବା ଶିବିରକୁ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ବିଶ୍ବାଳ ଉଦଘାଟନ କରିଥିବାବେଳେ ପ୍ରହଲ୍ଲାଦ ପଧାନ ଓ… Continue reading ବିଦ୍ୟାଳୟର ଜୁନିୟର ରେଡକ୍ରସ ତରଫରୁ ସେବା ଶିବିର
ବିଦ୍ୟାଳୟର ଜୁନିୟର ରେଡକ୍ରସ ତରଫରୁ ସେବା ଶିବିର
