ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌

ଭୁବନେଶ୍ୱର: ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିବ। ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌। ଏନେଇ ଜାମୁଝରି ବିଜୁପଟ୍ଟନାୟକ ଜେଲ୍‌ ଏକାଡେମି ଠାରେ ପ୍ରାୟ ୪୫ଏକର ବିଶିଷ୍ଟ ଏକ ଜମି ଚିହ୍ନଟ ସରିଛି। ସେଠାରେ ଅନ୍ତର୍ଜାତୀୟ ସ୍ତରର ୬ମହଲା ବିଶିଷ୍ଟ ଏକ ବିଶାଳ ଜେଲ୍‌ ନିର୍ମାଣ ହେବ। ତାହା ହେବ ବିଦେଶୀ ଢାଞ୍ଚାରେ ତିଆରି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ପ୍ରଦୂଷଣମୁକ୍ତ ଜେଲ୍‌। ସେଠାରେ କଏଦୀଙ୍କ ଶାରୀରିକ ବିକାଶ ଠାରୁ ଆରମ୍ଭ କରି ମାନସିକ ସ୍ଥିତିରେ ସୁଧାର ଆଣିବା, ଦକ୍ଷତା ବିକାଶ… Continue reading ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌

ମହାଶିବରାତ୍ରୀ ଅବସରରେ ଶିବମୟ ରାଜଧାନୀ

ଭୁବନେଶ୍ୱର,୮.୩.୨୦୨୪: ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ ରାଜଧାନୀର ବିଭିନ୍ନ ଦେବାଳୟରେ ମହାଆଡମ୍ବରରେ ଅନୁଷ୍ଠିତ ହେଉଅଛି । ଏହି ଉପଲକ୍ଷେ ସମସ୍ତ ଶିବଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜ ନିଜର ମନସ୍କାମନା ସହିତ ଭଗବାନଙ୍କୁ ଦୀପ, ଧୂପ, ଭୋଗ ଅର୍ପଣ ସହ ଭକ୍ତିଭାବରେ ଡାକିବା ଦେଖିବାକୁ ମିଳିଥିଲା । ସମସ୍ତ ଶିବ ମନ୍ଦିରରେ ରାତ୍ରୀ ୧୦ଟା ପରେ ଜାଗର ଦୀପ ଉଠିବା ନେଇ ମନ୍ଦିର ଟ୍ରଷ୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ସ୍ଥାନୀୟ ପ୍ରଶାସନ ଉକ୍ତ ମାଙ୍ଗଳିକ ଉସôବ… Continue reading ମହାଶିବରାତ୍ରୀ ଅବସରରେ ଶିବମୟ ରାଜଧାନୀ

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଅଭିମତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୭.୩.୨୦୨୪: ଓଡ଼ିଶା ରାଜ୍ୟ ବିଜେପି ପକ୍ଷରୁ ବିକଶିତ ଓଡ଼ିଶା, ବିକଶିତ ଭାରତ ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବୁଲନ ସେବା ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଜେପି ନେତା ତଥା ସାମ୍ବାଦିକ ଅର୍ଧେନ୍ଦୁ ଦାସ, ଅଜିତ୍ ଦାସ, ବିଜେପି ସଂକଳ୍ପ ପତ୍ର ପ୍ରସ୍ତୁତି ଲାଗି ଏକ ବୈଠକ ଜରିଆରେ ମତବ୍ୟକ୍ତ କରି କହିଥିଲେ ଯେ, ଭାରତର ସର୍ବାଙ୍ଗୀନ… Continue reading ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଅଭିମତ ସଂଗ୍ରହ ଅଭିଯାନ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ, ୨୦ ହଜାର କୋଟିର ପ୍ରକଳ୍ପ ଦେଲେ ଭେଟି

୨୦ ହଜରା କୋଟି ପ୍ରକଳ୍ପରେ ରହିଛି କଣ…- ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତାର ଶିଳାନ୍ୟାସ I ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପର ଲୋକାର୍ପଣ I ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କରେସନ୍ ଲିମିଟେଡ୍ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ I ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ଯାଏଁ ୩୪୪ କିମି ପାଇପ୍ ଲାଇନର ଉଦଘାଟନ I ୧୬୨ କିମିର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ… Continue reading ଓଡ଼ିଶାରେ ପ୍ରଧାନମନ୍ତ୍ରୀ, ୨୦ ହଜାର କୋଟିର ପ୍ରକଳ୍ପ ଦେଲେ ଭେଟି

ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ନେଇ ଏଡିଏମଙ୍କ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ମହା ଶିବରାତ୍ରି । ଏନେଇ ଖୋର୍ଦ୍ଧା ଏଡିଏମ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ସେବାୟତ ମାନଙ୍କ ସହ ଦିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେମିତି ନିର୍ଦ୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ମହାଦୀପ ଉଠିବ ସେନେଇ ଆଲୋଚନା ହୋଇଛି । ମହାଦୀପ ଉଠିବାରେ କୌଣସି ବିଳମ୍ବ ନହେବ ସେଥିପାଇଁ ସେବାୟତ ମାନଙ୍କ ସହିତ ଆଲୋଚନା ହୋଇଛି । ଏହା ବ୍ୟତୀତ ସେବାୟତ ମାନଙ୍କର ଯେଉଁସବୁ ଛୋଟ ଛୋଟ ସମସ୍ୟା ରହିଛି ଏହା ଉପରେ ମଧ୍ୟ… Continue reading ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ନେଇ ଏଡିଏମଙ୍କ ବୈଠକ

ଅଙ୍ଗଦାନ କରି ଅମର ହୋଇଗଲା କୁନି ପୁଅ ସୁବୋଜିତ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେଲା ଶେଷକୃତ୍ୟ

ଭୁବନେଶ୍ୱର: ଅଙ୍ଗଦାନ କରି ଅମର ହୋଇଗଲେ ୮ ବର୍ଷର ସୁବୋଜିତ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଦିଆଯାଇଛି ଶେଷ ବିଦାୟ । ଶୋକାକୁଳ ପରିବେଶ ସହ ସୁବୋଜିତଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି ପରିବାର ଓ ପ୍ରିୟଜନ । ଭୁବନେଶ୍ୱର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀ ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ପରିବାର ଲୋକ ପୁଅର ଅଙ୍ଗଦାନ… Continue reading ଅଙ୍ଗଦାନ କରି ଅମର ହୋଇଗଲା କୁନି ପୁଅ ସୁବୋଜିତ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେଲା ଶେଷକୃତ୍ୟ

ପାଣ୍ଡେଲ ରେ ରମାକାନ୍ତ କ୍ରିକେଟ ମେମୋରିଆଲ ଉଦ୍‌ଯାପିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପାଣ୍ଡେଲ ଗ୍ରାମମ ଖେଳ ପଡିଆରେ ରମାକାନ୍ତ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଅନ୍ତର୍ଜାତୀୟ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଓ ଦେଓଗାଁ ବ୍ଲକ ଅଧ୍ୟକ୍ଷ ମନ୍‌ଟୁ ଖମାରୀ ଅତିଥି ରୂପେ ଯୋଗଦାନ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଦିବସରେ ପଣ୍ଡରାପିଟା ଓ ପାଣ୍ଡେଲ,… Continue reading ପାଣ୍ଡେଲ ରେ ରମାକାନ୍ତ କ୍ରିକେଟ ମେମୋରିଆଲ ଉଦ୍‌ଯାପିତ

ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କୁ ‘ଉତ୍କଳ ଜୟଦେବ ସମ୍ମାନ

ବାଳକାଟି: ଉତ୍କଳ ଜୟଦେବ ଫାଉଣ୍ଡେସନ’ ପକ୍ଷରୁ ଶାନ୍ତିସ୍ତୂପ ଧଉଳିସ୍ଥିତ ଧଉଳି ଗାର୍ଡେନ ପରିସରରେ ‘ଉତ୍କଳ ଜୟଦେବ ସମ୍ମାନ-୨୦୨୪’ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା, ସଭାରେ ଉପସ୍ଥିତ ଥିବା ଅତିଥି ଯଥା ମୁଖ୍ୟ ଅତିଥି ପଦ୍ମଶ୍ରୀ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ଫାଉଣ୍ଡର ପ୍ରଦୀପ୍ତ ମହାନ୍ତି, ରଞ୍ଜନ ମହାପାତ୍ର, ରାଜନେତା, ଓ ସମାଜସେବୀ ମାନେ ଉପସ୍ଥିତ ଥିଲେ,୧୮ ପ୍ରତିଭାଙ୍କୁ ‘ଉତ୍କଳ ଜୟଦେବ ସମ୍ମାନ’ ସମ୍ମାନିତ ଅତିଥ୍‌ ସମାଜସେବୀ ଶୁଚିସ୍ମିତା ପୃଷ୍ଟି, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ କୁମାର ପାଢ଼ୀ, ଅମିୟ ବାଳା… Continue reading ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କୁ ‘ଉତ୍କଳ ଜୟଦେବ ସମ୍ମାନ

ଚଳଚ୍ଚିତ୍ର ଯାଯାବର ୨.୦ ମାର୍ଚ୍ଚ ୧୫ରେ ଶୁଭମୁକ୍ତି

ଆଓ ନେକ୍ସ୍ଟ ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ମାର୍ଚ୍ଚ ୧୫ ରେ ସାରା ଓଡିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ l ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଓ ନେକ୍ସ୍ଟ ର ପ୍ରତିଷ୍ଠାତା କୌଶିକ ଦାସ ଚଳଚ୍ଚିତ୍ର ର ଶୁଭମୁକ୍ତି ତାରିଖ ଘୋଷଣା କରିଥିଲେ lଦୁଇ ଜଣ ଅପରିଚିତ ବ୍ୟକ୍ତି ଏକ… Continue reading ଚଳଚ୍ଚିତ୍ର ଯାଯାବର ୨.୦ ମାର୍ଚ୍ଚ ୧୫ରେ ଶୁଭମୁକ୍ତି

ଓଡ଼ିଶା ମ୍ୟୁଜିକ ହେରିଟେଜ୍ ୨୦୨୪ ତୃତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଓଡ଼ିଶା ମ୍ୟୁଜିକ ହେରିଟେଜ୍ ୨୦୨୪ ତୃତୀୟ ବାର୍ଷିକ ଉତ୍ସବ ବେଶ୍ ଧୁମ୍ ଧାମ ରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଥିଲା। ଓଡ଼ିଶୀ ସଂଗୀତ ଓ ଗୀତଗୋବିନ୍ଦ, ପୁରାତନ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ନାଟ୍ୟାଙ୍ଗ, ଭାବାଙ୍ଗ ଆଦି ସଙ୍ଗୀତ ଓଡିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀଙ୍କ ଦ୍ବାରା ଗାୟନ କରାଯାଇଥିଲା। ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ଦୋଳ ଗୋବିନ୍ଦ ରଥ (ବିଶିଷ୍ଟ ନାଟ୍ୟବିତ୍ ଓଡ଼ିଶା) ସମ୍ନାନିତ ଅତିଥି… Continue reading ଓଡ଼ିଶା ମ୍ୟୁଜିକ ହେରିଟେଜ୍ ୨୦୨୪ ତୃତୀୟ ବାର୍ଷିକ ଉତ୍ସବ