କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ବିବେକାନନ୍ଦ କନଭେଟ ବିଦ୍ଯାଳୟ, ବେଲବାହାଳିରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ଯକ୍ରମରେ ଅବସରପ୍ରାପ୍ତ ପୂର୍ବତନ ଇଁରାଜୀ ଅଧ୍ଯ୍ଯାପକ ବଟକୃଷ୍ଣ ନାଥ ସାର୍ ମୁଖ୍ଯ ଅତିଥି, ବିପିଏମ୍ ପ୍ରଜତ୍ନ ସାହୁ , ସରପଞ୍ଚ ପାର୍ଥିନୀ ଦିପ୍ତି ସାହୁ, ମୁଖ୍ଯବକ୍ରା ରଙ୍ଗାଧର ବାରିକ ଏବଂ ଆୟୁଷ ଡକ୍ଟର ଜୟନ୍ତ କୁମାର ସେଠୀ ଉପସ୍ଥିତ ରହି ପ୍ରଥମେ ଦୀପପ୍ରଜ୍ଜଳନ କରି ଦିପ୍ତିରେଖା ସାହୁଙ୍କ ଦ୍ରାରା ଅତିଥିମାନଙ୍କର ପରିଚୟ… Continue reading ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ
ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ