ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ୭୦ତମ ବାର୍ଷିକ ସମ୍ମିଳନୀ ଉଦଯାପିତ

ଭୁବନେଶ୍ବର: ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଆଜି ହୋଟେଲ ମେ ଫେୟାରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ହୋଟେଲ ସୂର୍ଯ୍ୟାଂଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ କୁହାଯାଇଥିଲା ଯେ ଏହି ବାର୍ଷିକ ସମ୍ମିଳନୀ ଫେବୃଆରୀ ୮ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ମେ ଫେୟାର ହୋଟେଲ୍‌ରେ ଅନୁଷ୍ଠିତ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ସର୍ବଭାରତୀୟସ୍ତରରେ ୧୫୦୦ ରୁ ଅଧିକ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞଙ୍କ ସହ… Continue reading ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ୭୦ତମ ବାର୍ଷିକ ସମ୍ମିଳନୀ ଉଦଯାପିତ

ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଦାବି କରିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏହାସହ ଏନଡିଏକୁ ମୋଟ ୪୦୦ ରୁ ଅଧିକ ଆସନ ମିଳିବ । ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବ । ସେପଟେ ନାଗରିକ ସଂଶୋଧନ ଅଧିନିୟମ ବା ସିଏଏକୁ ନେଇ ଅମିତ୍ ଶାହା କହିଛନ୍ତି କି, ଏହି ଆଇନ ୨୦୧୯ ରୁ… Continue reading ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା