ସ୍ବର୍ଗତ ସୁବାସ ଚନ୍ଦ୍ର ଥିଲେ ସେବା ଓ ତ୍ୟାଗର ପ୍ରତୀକ 

ଭୁବନେଶ୍ୱର: କବି, ଲେଖକ,ସମାଜସେବୀ, ତଥା ବରିଷ୍ଠ ପୂର୍ବତନ ଅଧିକାରୀ ସ୍ବର୍ଗତ ସୁବାସ ଚନ୍ଦ୍ର ତ୍ରିପାଠୀ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୋଖରୀପୁଟ ସ୍ଥିତ କଳିଙ୍ଗ ପ୍ଲେ ଗୁରୁକୁଳ ଠାରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡା, ମୁଖ୍ୟବକ୍ତା ଭାବେ ମୁଗୁପୁର ସମାଚାର ସମ୍ପାଦକ… Continue reading ସ୍ବର୍ଗତ ସୁବାସ ଚନ୍ଦ୍ର ଥିଲେ ସେବା ଓ ତ୍ୟାଗର ପ୍ରତୀକ 

The Lord Jesus was born

Bhubaneswar: Today is the birth of Lord Jesus Christ. On this holy birth festival, Christians are celebrating in a grand manner. It is being celebrated all over the country and even the world. Come and see, is he sleeping or is he in a manger? Is Narayan visible in the human body? The capital’s church… Continue reading The Lord Jesus was born

Pakistan air strike on Afghanistan: 15 Afghans killed

Pakistan air strike on Afghanistan: 15 Afghans killed

Islamabad: Neighboring Pakistan has carried out air strikes in Afghanistan. Pakistani Air Force fighter jets targeted seven villages including Laman in Barmal district of Paktika province. Pakistani officials claimed that they destroyed a training camp of Tehreek-e-Taliban Pakistan (TTP) and killed several terrorists in the attack. According to a Khaama Press report, the attack took… Continue reading Pakistan air strike on Afghanistan: 15 Afghans killed

ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ। ପ୍ରଥମ କରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ଉପତ୍ୟକାରେ ପଡିବାକୁ ଯାଉଛି ଭୋଟ୍‌। ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ପ୍ରଥମ ପର୍ୟ୍ୟାୟ ପାଇଁ ୧୫, ଦ୍ୱିତୀୟ ପର୍ୟ୍ୟାୟ ପାଇଁ ୧୦ ଓ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ… Continue reading ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଓଡ଼ିଆ ସମ୍ମାନ ପ୍ରକାଶିକାଙ୍କ ବିୟୋଗ

ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦି୍ରତ ଗଣମାଧ୍ୟମ “ଓଡ଼ିଆର ସମ୍ମାନ”ର ପ୍ରକାଶିକା ତଥା ସମ୍ପାଦକଲିଙ୍ଗରାଜ ମହାନ୍ତିଙ୍କ ଧର୍ମପନôୀ, ବରିଷ୍ଠ ଲେଖିକା, ସମାଜସେବିକା ସଂଯୁକ୍ତା ମହାନ୍ତିଙ୍କ ଏକ ଘରୋଇ ହସ୍ପିଟାଲରେ ୬୫ବର୍ଷ ବୟସରେ ବିୟୋଗ ଘଟିଛି । ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ତଥା ବିଭିନ୍ନ ସାମାଜିକପ୍ରସଙ୍ଗଗୁଡ଼ ିକ ଉପରେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଆଲେଖ୍ୟ ବେଶ୍ ଚର୍ଚ୍ଚିତ ହେଉଥିଲା । ଜଣେ ପରୋପକାରୀ, ମିଷ୍ଠଭାଷୀ ମହିଳା ଭାବେ ସେ ବେଶ୍ ସୁପରିଚିତ ଥିଲୋ । ଅନ୍ତିମ ସମୟରେ… Continue reading ଓଡ଼ିଆ ସମ୍ମାନ ପ୍ରକାଶିକାଙ୍କ ବିୟୋଗ

ସଂଗଠକ, ସମାଜସେବୀ ୰ସୁରେଶ ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବ୍ରହ୍ମମହେଶ୍ୱର ମାଧ୍ୟ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର, ଯୁବ ସଂଗଠକ, ସମାଜସେବୀ ସ୍ବର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ଉକ୍ତ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ମାନେ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ସ୍ମୃତି ଚାରଣ ସଭା ସଂଯୋଜିକା ସୁକାନ୍ତି ପଣ୍ଡା ଓ କବିତା ଘଡେଇଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇ ଥିଲା I ଜଣେ ଯୁବ ଉଜ୍ବଳ ସମାଜସେବୀ, ସଂଗଠକ ଓ ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଭାବେ ସେ ବେଶ ପରିଚିତ ଥିଲେ ବୋଲି… Continue reading ସଂଗଠକ, ସମାଜସେବୀ ୰ସୁରେଶ ଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ

ଆଜି ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ସାରା ଦେଶରେ ଆଜି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଆଜି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା… Continue reading ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ପ୍ରାଣୀ ସଂପଦ ବିଭାଗ ତତ୍ପର ହୋଇପଡ଼ିଛି । ବାର୍ଡ ଫ୍ଲୁ ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ଠାରୁ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ… Continue reading ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ନବିନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ଭୁବନେଶ୍ୱର: ନବିନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀ ରେ ସ୍ଥାନୀୟ ଜୟଦେବ ଭଵନ ଠାରେ ଆୟୋଜିତ ହୋଇଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଆଜିର ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗ ଦେଇ ଫଟୋଗ୍ରାଫର ମାନେ ଚିରାଚରିତ ଫଟୋ ଉଠା ବ୍ୟତୀତ କିଛି ଭିନ୍ନ ତଥା ସମାଜର ଉନ୍ନତି ଓ ସଂସ୍କାର ଆଣି ପାରୁଥିବା ଫଟୋ ଉଠାଇବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।… Continue reading ନବିନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ମୌମିତା ଦେବନାଥ ଙ୍କ ସ୍ମୃତି ରେ ନ୍ୟାୟ ଶୋଭାଯାତ୍ରା

ଭୁବନେଶ୍ୱର: ବେଙ୍ଗଲ ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ଦେବା ପାଇଁ ମାଷ୍ଟରକାଣ୍ଟିନ ଛକ ଠାରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ମହମବତୀ ଶୋଭାଯାତ୍ରା ସହିତ ସ୍ମୃତି ଚାରଣ ଓ ଦୋଷୀଙ୍କୁ ଉକ୍ତ ବର୍ବର ହତ୍ୟାକାଣ୍ଡ ପାଇଁ ଫାଶୀଦଣ୍ଡ ହେଉ ବୋଲି ଶିଭମ ଶିକ୍ଷାନୁଷ୍ଠାନ ଓ ନାରାୟଣ ସେବା ଫାଉଣ୍ଡେସନର ମିଳିତ ପ୍ରତିବାଦ କରାଯାଇଥିଲା I ମୁଗୁପୁର ସମାଚାର ର ସମ୍ପାଦକ ମଦନ ମୋହନ ପାଢ଼ୀ, ସମାଜସେବୀକା ସମିତା… Continue reading ମୌମିତା ଦେବନାଥ ଙ୍କ ସ୍ମୃତି ରେ ନ୍ୟାୟ ଶୋଭାଯାତ୍ରା