ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର

କେନ୍ଦୁଝର: ଜାତୀୟ ମେଡିକାଲ ପ୍ଲାଂଟ୍ ବୋର୍ଡ ଓ ରାଜ୍ୟ ମେଡିକାଲ୍ ପ୍ଲାଂଟ୍ ବୋର୍ଡ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏବଂ ଆୟୋଜକ ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର କେନ୍ଦୁଝରର ତେଲକୋଇଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜାଗ୍ରତ ସଂଗଠନର ସଂପାଦକ ଉମେଶ ଚନ୍ଦ୍ର ବରାଳ, ଅଶ୍ୱଗନ୍ଧା ଗଛର ଚାଷ ଓ ଉପକାରିତା ସହିତ ଅଶ୍ୱଗନ୍ଧାର ଔଷଧୀୟ ବ୍ୟବହାର ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବା ସହ ଆଜି… Continue reading ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର

ଯୁବ ସଂଗଠକ, ସମାଜସେବୀ ସୁରେଶଙ୍କ ଆକସ୍ମିକ ବିୟୋଗ

ଭୁବନେଶ୍ୱର: ରାଜଧାନୀ ର ଜଣେ ଆଗଧାଡିର ଯୁବ ସମାଜସେବୀ, ସଂଗଠକ ତଥା ଭୁବନେଶ୍ୱର ମହାନଗର ନିଗମ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ସୁରେଶ ଚନ୍ଦ୍ର ବେହେରା ଙ୍କ କଟକ ଠାରେ ଏକ ସଡ଼କ ଦୁର୍ଘଟଣା ରେ ବିୟୋଗ ଘଟିଛି. ବ୍ରହ୍ମମହେ ସ୍ୱର ପାଟଣା ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ବିଦ୍ୟାର୍ଥୀ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହିତ ଅମ୍ଲାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି.ଜଣେ ସରଳ,… Continue reading ଯୁବ ସଂଗଠକ, ସମାଜସେବୀ ସୁରେଶଙ୍କ ଆକସ୍ମିକ ବିୟୋଗ

ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର

ଭୂବନ: ବଜ୍ରାଘାତରେ ଚାଲିଗଲା ହରିହରଙ୍କ ଜୀବନ । ଆଜି ଓଡ଼ିଶ ଗ୍ରାମର ହରିହର ନାମ ଜଣେ ବ୍ୟକ୍ତି ନିଜ ଚାଷ କ୍ଷେତ୍ରକୁ ଯାଇଥିବାବେଳେ ସେହି ସମୟରେ ବଜ୍ରାଘାତ ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁୁରୁତର ଅବସ୍ଥାରେ ସ୍ଥାନୀୟ ଅଂଚଳ ଭୂବନ ଡାକତରଖାନରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ହରିହର ନିଜ ଗ୍ରାମ ତଥା ଆଖପାଖ ଅଂଚଳରେ ଜଣେ ଜଣାଶୁଣା ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ… Continue reading ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର

ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ରେ ସ୍ୱIଧିନତା ଦିବସ ପାଳିତ

ଭୁବନେଶ୍ୱର: ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ସୂର୍ୟ୍ୟନଗର ମୁଖ୍ୟ କାର୍ୟ୍ୟଳୟ ଠାରେ ୭୮ ତମ ସ୍ୱIଧିନତା ଦିବସ ପାଳିତ ହୋଇ ଯାଇଅଛି I ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନାରାୟଣ ଖୁଣ୍ଟିଆ I ପାରମ୍ଭ ରେ ଜାତୀୟ ସଂଗୀତ ଗାନ କରାଯାଇ ଥିଲା ଏହି ଦିବସ ପାଳନ ଅବସରରେ କମ୍ପାନୀର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ଏହି କାର୍ୟ୍ୟକ୍ରମ କୁ ପ୍ରମୁଖ ସହଯୋଗ କରିଥିଲେ ମୁକେଶ ଖଟୁଆ ଙ୍କ ସମେତ… Continue reading ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ରେ ସ୍ୱIଧିନତା ଦିବସ ପାଳିତ

ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତି ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ… Continue reading ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାଠାରେ ୭୮ତମ ସ୍ବାଧିନତା ଦୀବସ ପାଳିତ

ଚାନ୍ଦବାଲି: ଧାମରାଠାରେ ମେଡିକାଲ ସହିତ ଅନ୍ଯ ସ୍ଥାନରେ ୭୮ତମ ସ୍ବାଧିନତା ଦୀବସ ପାଳିତ ହୋଇଯାଇଛି | ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାର ମେଡିକାଲ ଅଫିସର ତଥା ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡକ୍ଟର ଜସୋସ୍ବିନୀ ମିଶ୍ର ଜାତୀୟପତକା ଉତ୍ତୋଳନ କରିଥିଲେ | ସଙ୍ଗେ ସଙ୍ଗେ ଜାତୀୟ ସଙ୍ଗିତ ଗାନ କରି ଭାରତର ମହାପୁରୁଷଙ୍କ ଉଦେଶ୍ଯରେ ସ୍ଲୋଗାନ ଦିଆଯାଇଥିଲା | ତାପରେ ମେଡିକାଲ ଅଫିସର ଡକ୍ଟର ଜସୋସ୍ବିନୀ ମିଶ୍ର ଅଭିଭାଷଣରେ କହିଥିଲେ ଯେ ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ… Continue reading ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାଠାରେ ୭୮ତମ ସ୍ବାଧିନତା ଦୀବସ ପାଳିତ

ସାମାଜିକ ଯୁବ ସଂଗଠନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ।

ଭୁବନେଶ୍ୱର: ଖଣ୍ଡଗିରି ଭୁବନେଶ୍ୱର ସ୍ଥିତ ସାମାଜିକ ସଂଗଠନ ସାମାଜିକ ଯୁବ ସଂଗଠନ ପକ୍ଷରୁ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟପାଇଁ ଆହ୍ୱାନ ଦେଇ କହଥିଲେ ଯେ ଆମ ରାଜ୍ୟ ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଓଡ଼ିଆ ବୀରମାନେ ପ୍ରଥମେ ଇଂରେଜମାନଙ୍କ ବିରୋଧରେ… Continue reading ସାମାଜିକ ଯୁବ ସଂଗଠନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ।

ଅମ୍ବିକା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଡେଲ୍ଟା ଛକ ଠାରେ ଅମ୍ବିକା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଟ୍ରଷ୍ଟର ମୁଖ୍ୟ ଅମ୍ବିକା ମହାରଣା, ସ୍ଥାନୀୟ କର୍ପୋରେଟର ଏବଂ ଅନ୍ୟ ସଦସ୍ୟସଦସ୍ୟାମାନେ ଉପସ୍ଥିତ ରହିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଶହୀଦ୍ ଓ ବୀର ଯବାନଙ୍କ ବଳିଦାନ ଚିରସ୍ମରଣୀୟ… Continue reading ଅମ୍ବିକା ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନର ସଂପାଦକ ସମାଜସେବୀ ସାଧୁଚରଣ ବେହେରା ଜାତୀୟ ପତାକା ଉତୋଳନ କରିଥିବା ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶହୀଦ୍ ଓ ମହାପୁରୁଷମାନଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରୀଯୁକ୍ତ ବେହେରା… Continue reading ଶତାବ୍ଦୀ ନଗର ୱେଲଫେୟାର ଆସୋସିଏସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବୁ

Bhubaneswar: ଆଜି ସାରା ଦେଶ ପାଳନ କରୁଛି ୭୮ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ  ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଉଦ୍ଦେଶ୍ୟରେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ ହେଉଛି ଦେଶର ଅନନ୍ୟ ଅଧ୍ୟାୟ। ଏହା ଇଂରେଜମାନଙ୍କ ମୂଳଦୁଆ ଦୋହଲାଇ ଦେଇଥିଲା। ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର… Continue reading ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବୁ