ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବୁ

Bhubaneswar: ଆଜି ସାରା ଦେଶ ପାଳନ କରୁଛି ୭୮ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ  ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଉଦ୍ଦେଶ୍ୟରେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ ହେଉଛି ଦେଶର ଅନନ୍ୟ ଅଧ୍ୟାୟ। ଏହା ଇଂରେଜମାନଙ୍କ ମୂଳଦୁଆ ଦୋହଲାଇ ଦେଇଥିଲା। ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର… Continue reading ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବୁ

ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୂବନ: ଆଜି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ସ୍କୁଲ୍, କଲେଜ, ସଂଗଠନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଆନନ୍ଦ ଉଲ୍ଲାସର ସହକାରେ ଜାତୀୟ ପତାକା ଉତୋଳନ କରାଯିବା ସହ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ୭୮ତମ ସ୍ୱାଧୀନତା ଦିବସ ପାଳନ… Continue reading ଓଡ଼ିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

“ସୁବାର୍ତା’ର ମାସିକ ବୌଦ୍ଧିକ ସମାବେଶ ଉଦଘାଟିତ

ଭୁବନେଶ୍ୱର: ସ୍ମରଣୀୟ କ୍ରାନ୍ତି ଦିବସ ଅବସରରେ ସ୍ଥାନୀୟ ଗଙ୍ଗନଗର କାର୍ଯ୍ୟାଳୟଠାରେ ସୁବାର୍ତ୍ତା ପକ୍ଷରୁ ଓଡିଶାର କଳା, ସଂସ୍କୃତି, ପୂଜ୍ୟପୂଜା, ଐତିହ୍ୟ ଉପରେ ଆଧାରିତ ମାସିକ ବୈଠକର ଶୁଭାରମ୍ଭ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅର୍ଥଶାସ୍ତ୍ର ବିଶାରଦ ଡଃ ସଂଜୟ ବେହୁରାଙ୍କ ଅଧ୍ୟକ୍ଷତାରେ ଓ ସୁବାର୍ତ୍ତା ସମ୍ପାଦକ ତଥା ଓଡିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ନିଜର ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ଯେ ଅଗଷ୍ଟ ୯ ତାରିଖ, ଜାତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ… Continue reading “ସୁବାର୍ତା’ର ମାସିକ ବୌଦ୍ଧିକ ସମାବେଶ ଉଦଘାଟିତ

ଭିନ୍ନକ୍ଷମ ନାରୀ କାହାଣୀକୁ ନେଇ ନିର୍ମିତ “ଆଭା” ଓଡ଼ିଆ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ୬୦ ଭିନ୍ନକ୍ଷମ

Bhubaneswar: ଓମ ବାବା ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର “ଆଭା” ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷ ର କାହାଣୀର ଆଜି ଜୟଦେବ ଭବନ ଠାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା l ଏହି ଚଳଚ୍ଚିତ୍ର ର ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଅଡିଓ ଲୋକାର୍ପଣ ଏବଂ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ, ପ୍ରଯୋଜକ ପ୍ରବୀର ମହାପାତ୍ର, ଗୀତିକାର ତଥା ସଂଳାପକାର ମୋହିତ ଚକ୍ରବର୍ତ୍ତୀ, ଯୁଗଳ ଦେବତା,… Continue reading ଭିନ୍ନକ୍ଷମ ନାରୀ କାହାଣୀକୁ ନେଇ ନିର୍ମିତ “ଆଭା” ଓଡ଼ିଆ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ୬୦ ଭିନ୍ନକ୍ଷମ

ସ୍ବର୍ଗତ ବନମାଳୀ ସାହୁଙ୍କ ଏକାଦଶାହ ସ୍ମୁତିଚାରଣ ସଭା

ହାଟଡିହି: ଆଦର୍ଶ ଶିକ୍ଷକ, ଶିକ୍ଷାବିତ, ସମାଜସେବୀ ତଥା ସାରସ୍ୱତ ସାଧକ ବନମାଳୀ ସାହୁଙ୍କ ଏକାଦଶାହତମ ସ୍ମୃତି ସଭା ଅଗଷ୍ଟ ମାସ 10 ତାରିଖରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ବାଇଧର ମୁନି l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଚନ୍ଦ୍ରମଣି ସାହୁ, ରଞ୍ଜନ ପ୍ରଧାନ, ନାରାୟଣ ଲେଙ୍କା, ରମାକାନ୍ତ ଜେନା, ଅନନ୍ତ ନାୟକ, ସୁଦର୍ଶନ ସେଠୀ, ନବ କିଶୋର ଲେଙ୍କା, ଜଗବନ୍ଧୁ ସାହୁ ଓ ପ୍ରାକ୍ତନ ସରପଞ୍ଚ ରମେଶ ବାରିକ ପ୍ରମୁଖ… Continue reading ସ୍ବର୍ଗତ ବନମାଳୀ ସାହୁଙ୍କ ଏକାଦଶାହ ସ୍ମୁତିଚାରଣ ସଭା

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର 2ୟ ‘ଓଡିଶା ଆଚିଭର୍ସ ଆୱାର୍ଡ ୨୦୨୪’ ଅନୁଷ୍ଠିତ

Bhubaneswar: ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଦ୍ଵିତୀୟ ଆଚିଭର୍ସ ଆୱାର୍ଡ ଉତ୍ସବ ସ୍ଥାନୀୟ ପଦ୍ମଜା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡିଶାର ୩୦ ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍‌‌ ୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଏହି ଟ୍ରଷ୍ଟ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ ଆରମ୍ଭ କରିଥିଲା।… Continue reading ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର 2ୟ ‘ଓଡିଶା ଆଚିଭର୍ସ ଆୱାର୍ଡ ୨୦୨୪’ ଅନୁଷ୍ଠିତ

କଳିରୁ ବୋହୂ ନାକ କାଟିଦେଲେ ଶ୍ୱଶୁର

କଟକ : ଘରୋଇ କଳିରୁ ଶ୍ୱଶୁର- ବୋହୂ ମଧ୍ୟରେ ଆରମ୍ଭ ହୋଇଥିବା ସାମାନ୍ୟ କଳି ନେଲା ସାଂଘାତିକ ରୂପ । ଶେଷରେ ବୋହୂ ନାକ କାଟିଦେଲେ ଶ୍ୱଶୁର। ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଘଟିଛି। ଏହି ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ଶ୍ୱଶୁର ଅମର ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶ୍ୱଶୁରଙ୍କ ଆକ୍ରମଣର ଶିକାର ହୋଇଥିବା ବୋହୂ ହେଲେ ନୀନା ନାୟକ । ନୀନାଙ୍କ ଝିଅ ଏକ… Continue reading କଳିରୁ ବୋହୂ ନାକ କାଟିଦେଲେ ଶ୍ୱଶୁର

କାଉଡ଼ିଆଙ୍କ ସେବାରେ ବ୍ରତୀ ଗୋବିନ୍ଦ ସେବା ଦଳ

ସୁକିନ୍ଦା: ଶ୍ରାବଣ ମାସ ହେଉଛି ପବିତ୍ର ମାସ । ଆଉ ଏହା ଦେବ ଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ମାସ । ଏହି ମାସରେ ଶିବଙ୍କ ଲିଙ୍ଗରେ ଜଳଲାଗି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିଲାଗି ପ୍ରତିବର୍ଷ ଏହି ଶ୍ରାବଣ ମାସରେ ଭକ୍ତ ନିଜର ମନସ୍କାମନା ପୂରଣ ଲାଗି ଏହି ମାସର ପ୍ରତ୍ୟେକ ସୋମବାରରେ ଶିବମନ୍ଦିର ଯାଇ ଜଳଲାଗି କରିଥାନ୍ତି । ଆଉ ମାନସିକ ମଧ୍ୟ ରଖିଥାନ୍ତି । ଆଉ ଏହି ଏହି ଭକ୍ତମାନେ… Continue reading କାଉଡ଼ିଆଙ୍କ ସେବାରେ ବ୍ରତୀ ଗୋବିନ୍ଦ ସେବା ଦଳ

ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ ଉଦ୍‌ଯାପିତ

Screenshot

ରବୀନ୍ଦ୍ର ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୁଣ୍ୟତିଥ୍ ଅବସରରେ ତ୍ରିଧାରା ଦ୍ଵାରା ଓ ହେଲଥ୍ ଅନ୍ ଟପ୍ ସହଯୋଗରେ ଆୟୋଜିତ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ- ୨୦୨୪ ଉଦ୍‌ଯାପିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପରେ ୨ଦିନ ଧରି ଅନୁଷ୍ଠିତ ହେଉଥ‌ିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ଓଡ଼ିଶୀ ନୃତ୍ୟର ମହାକୁମ୍ଭ ଦେଖିବାକୁ ମିଳିଥିଲା। ଏଥ‌ିରେ ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ‘ଗୁରୁ ଦେବପ୍ରସାଦ ନୃତ୍ୟ ରତ୍ନ-୨୦୨୪” ପୁରସ୍କାର… Continue reading ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ ଉଦ୍‌ଯାପିତ

ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଗଲା ରତ୍ନ ଭଣ୍ଡାର ଅଳଙ୍କାର

ଖୋଲିଛି ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ କମିଟି, ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ବାହାର ଭଣ୍ଡାର ରତ୍ନ ଅଳଙ୍କାର ସବୁ ସ୍ଥାନାନ୍ତର ହୋଇଛି। ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ… Continue reading ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଗଲା ରତ୍ନ ଭଣ୍ଡାର ଅଳଙ୍କାର