
୬ ଲୋକସଭା କ୍ଷେତ୍ରର ନିର୍ବାଚନ ସମୟ ପ୍ରକାଶ
ଭୁବନେଶ୍ୱର: ପ୍ରକାଶ ପାଇଲା ୬ ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ। କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ ସାବ୍ୟସ୍ତ କରିବେ ଭୋଟର୍। ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା