
ଅନ୍ଧାରୁଆ ନିକଟସ୍ଥ ଦାସପୁର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ଭୁବନେଶ୍ୱର: ଅନ୍ଧାରୁଆ ନିକଟସ୍ଥ ଦାସପୁର ମୌଜା ତଳସାହି ଠାରେ ବିଶ୍ୱଶାନ୍ତି, ମୈତ୍ରୀ, ଭାତୃଭାବ ନିମିତ ବ୍ରହ୍ମଲୀନ ବ୍ରହ୍ମଅବଧୂତ ଜୟକୃଷ୍ଣବାବାଙ୍କ ପୂର୍ବ ଆଦେଶ ଅନୁସାରେ ପ୍ରାର୍ଥର୍ନା, ପ୍ରଭୁ ନାମ, ଭଜନ ଗାୟନ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃ କାଳରେ ବାଲ୍ୟଲୀଳା