ରାଜ୍ୟ

ରାଜ୍ୟ

ଜାତୀୟ ଆୟ ଭିତିକ ମେଧାବୃତି ପରୀକ୍ଷାରେ ଚନ୍ଦ୍ରଶେଖର ନାୟକ ସମ୍ବର୍ଦ୍ଧିତ

ନୟାଗଡ଼: ୩.୧୨.୨୦୨୩ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ଅଷ୍ଟମ ଶ୍ରେଣୀ ଜାତୀୟ ଆୟଭିତିକ ଜାତୀୟ ମେଧାବୃତ୍ତି ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ଉକ୍ତ ପରୀକ୍ଷାରେ ବଡ଼ପଥୁରୀଆ, ଆଂଚଳିକ ମଇ ବିଦ୍ୟାଳୟର ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ ୧୮୦ ରୁ ୧୩୬ ନମ୍ବର

Read More »
ମୁଖ୍ୟ ଖବର

ମେଣ୍ଟ ଚର୍ଚ୍ଚା: ‍ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

Bhubaneswar: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି । ମେଂଟକୁ ନେଇ ଗତ ଦୁଇଦିନ ଧରି ଚାଲିଥିବା ରାଜନୀତିକ ହଟଚମଟ ଓ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ପୁଣିଥରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି

Read More »
ମହାନଗର

୧୦ଟା ୧୦ରେ ଉଠିଲା ମହାଦୀପ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କଂପିଛି । ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି । ଓଁ ନମଃ ଶିବାୟ…, ହରହର ମହାଦେବ…, ଜୟ ଶିବଶମ୍ଭୁ… ଉଚ୍ଚାରଣ କରି ମହାଦୀପ ଉଠିବାକୁ

Read More »
ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର

Read More »
ରାଜନୀତି

ଓଡ଼ିଶାରେ ପ୍ରଧାନମନ୍ତ୍ରୀ, ୨୦ ହଜାର କୋଟିର ପ୍ରକଳ୍ପ ଦେଲେ ଭେଟି

୨୦ ହଜରା କୋଟି ପ୍ରକଳ୍ପରେ ରହିଛି କଣ…- ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତାର ଶିଳାନ୍ୟାସ I ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପର ଲୋକାର୍ପଣ I

Read More »
ରାଜ୍ୟ

ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କୁ ‘ଉତ୍କଳ ଜୟଦେବ ସମ୍ମାନ

ବାଳକାଟି: ଉତ୍କଳ ଜୟଦେବ ଫାଉଣ୍ଡେସନ’ ପକ୍ଷରୁ ଶାନ୍ତିସ୍ତୂପ ଧଉଳିସ୍ଥିତ ଧଉଳି ଗାର୍ଡେନ ପରିସରରେ ‘ଉତ୍କଳ ଜୟଦେବ ସମ୍ମାନ-୨୦୨୪’ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା, ସଭାରେ ଉପସ୍ଥିତ ଥିବା ଅତିଥି ଯଥା ମୁଖ୍ୟ ଅତିଥି ପଦ୍ମଶ୍ରୀ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ଫାଉଣ୍ଡର ପ୍ରଦୀପ୍ତ ମହାନ୍ତି,

Read More »
ମନୋରଞ୍ଜନ

ଚଳଚ୍ଚିତ୍ର ଯାଯାବର ୨.୦ ମାର୍ଚ୍ଚ ୧୫ରେ ଶୁଭମୁକ୍ତି

ଆଓ ନେକ୍ସ୍ଟ ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ମାର୍ଚ୍ଚ ୧୫ ରେ ସାରା ଓଡିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ l ଏହି ଅବସରରେ ଭୁବନେଶ୍ୱର ସ୍ଥିତ

Read More »
ମୁଖ୍ୟ ଖବର

୩,୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶନିବାର ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ଟି ଜିଲାରେ ୧୩୧ କୋଟି

Read More »
ମୁଖ୍ୟ ଖବର

ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ମେଣ୍ଟ ଚର୍ଚ୍ଚାକୁ ନେଇ ପୂର୍ଣ୍ଣଛେଦ ପକାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି ବୋଲି ସିଧାସଳଖ ମନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଗାମୀ ନିର୍ବାଚନରେ ବିଜେଡି-ବିଜେପି

Read More »
ମୁଖ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି। ଗତକାଲି ବିଳମ୍ବିତ ରାତିରେ ଅନ ଲାଇନରେ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ। ଆସନ୍ତା କାଲି ଵିଦ୍ଧିବଦ୍ଧ ଭାବରେ ସମର୍ଥକଙ୍କ ସହିତ ଯୋଗଦେବେ ଭାରତୀୟ

Read More »