ରାଜ୍ୟ

ରାଜ୍ୟ

ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡର ପ୍ରଭାବ ଦେଖାଯିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଉପରମୁହାଁ ହେବ ପାରଦ । ଉଭୟ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ

Read More »
ମୁଖ୍ୟ ଖବର

ବଢିଲା ଗଣଶିକ୍ଷକଙ୍କ ଦରମା

ବଢିଲା ଗଣଶିକ୍ଷକଙ୍କ ଦରମା । ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ । ଓଟିଇଟି ପାସ୍

Read More »
ରାଜ୍ୟ

ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ବିବେକାନନ୍ଦ କନଭେଟ ବିଦ୍ଯାଳୟ, ବେଲବାହାଳିରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ଯକ୍ରମରେ ଅବସରପ୍ରାପ୍ତ ପୂର୍ବତନ ଇଁରାଜୀ ଅଧ୍ଯ୍ଯାପକ ବଟକୃଷ୍ଣ ନାଥ ସାର୍ ମୁଖ୍ଯ ଅତିଥି, ବିପିଏମ୍ ପ୍ରଜତ୍ନ

Read More »
ରାଜ୍ୟ

ବ୍ରହ୍ମପୁର-ଭୁବନେଶ୍ବର: ଟିକେଟ୍‌ ମୂଲ୍ୟ ୪୦କୁ ଖସିଲା

ଭୁବନେଶ୍ବର: ବହୁଦିନର ଦାବି ଶେଷରେ ପୂରଣ ହୋଇଛି। ବୃଦ୍ଧି ପାଇଥିବା ପାସେଞ୍ଜର୍‌ ଟ୍ରେନ୍‌ ଟିକେଟ୍‌ ମୂଲ୍ୟକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ପାସେଞ୍ଜର୍‌ ଟ୍ରେନ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ଟଙ୍କା ଦେବାକୁ ପଡ଼ିବ। ଗତକାଲି ଠାରୁ ବର୍ଦ୍ଧିତ

Read More »
ରାଜ୍ୟ

ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀରଙ୍କ ବିଶ୍ୱଶାନ୍ତି ମହାଯଜ୍ଞ

ଖୋର୍ଦ୍ଧା: ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀର ଯଜ୍ଞ କମିଟି ନୟାପଲ୍ଲୀ ଖୋର୍ଦ୍ଧା ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଗତ 23 ତାରିଖ ଠାରୁ ଆରମ୍ଭ ହୋଇ ଥିବା ଶୁଭ ଅଂକୁର ରୋପଣ, କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋପୁଜା, ରୁଦ୍ରାଭିସେକ, ଷୋଡଶ ଉପଚାର ପୂଜା,

Read More »
ମୁଖ୍ୟ ଖବର

ଦେବାଶିଷ ନାୟକ ଓ ନିହାର ମହାନନ୍ଦ ବିଜେପିରେ ସାମିଲ

ଭୁବନେଶ୍ୱର: କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ । ସେ ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ

Read More »
ରାଜ୍ୟ

ଆମ ସନାତନ ପରମ୍ପରା ଓ ବେଦର ବିକଳ୍ପ ନାହିଁ: ଗବେଷିକା ମମତା ମହାନ୍ତି

ଭୁବନେଶ୍ୱର,୨୬.୨.୨୦୨୪: ‘ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ୍’ ପକ୍ଷରୁ ଆୟୋଜିତ ବିଶ୍ୱ ମାତୃଭାଷା ଦିବସ ଅବସରରେ ବେଦ ଗବେଷିକା ତଥା ଶିକ୍ଷୟିତ୍ରୀ ମମତା ମହାନ୍ତିଙ୍କୁ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଓ ବରେଣ୍ୟ ଅତିଥି ସଂସ୍କୃତି ପୁରୁଷ ଆର୍ଯ୍ୟ କୁମାର

Read More »
ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ

Read More »
ରାଜ୍ୟ

ଭାଇରାଲ ହେଲା ଭୁବନେଶ୍ୱର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ ଅଡ଼ିଓ ବାର୍ତାଳାପ

ଗର୍ଭବତୀମହିଳା ଓ ଶିଶୁଙ୍କଜୀବନ ସହିତ ସାଂଘାତିକ ଖେଳଭୁବନେଶ୍ୱର : ସ୍ୱଚ୍ଛତା ଓ ଦୁର୍ନିତିମୁକ୍ତ ସରକାରର ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାରଙ୍କ ସ୍ୱଚ୍ଛତାକୁ ନେଇ ବିରାଟ ପ୍ରଶ୍ନଛିଡ଼ା ହୋଇଛି । ରାଜ୍ୟବାସୀଙ୍କ ହିତ ପାଇଁ ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବହୁ ଯୋଜନା

Read More »
ରାଜ୍ୟ

ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚିଲା ଲକ୍ଷ୍ମୀ ବସ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍ଷ୍ମୀ ବସ୍ରା ଜ୍ୟର ସବୁ ଗାଁରେ

Read More »