ରାଜ୍ୟ

ରାଜ୍ୟ

କାଉଡ଼ିଆଙ୍କ ସେବାରେ ବ୍ରତୀ ଗୋବିନ୍ଦ ସେବା ଦଳ

ସୁକିନ୍ଦା: ଶ୍ରାବଣ ମାସ ହେଉଛି ପବିତ୍ର ମାସ । ଆଉ ଏହା ଦେବ ଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ମାସ । ଏହି ମାସରେ ଶିବଙ୍କ ଲିଙ୍ଗରେ ଜଳଲାଗି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିଲାଗି ପ୍ରତିବର୍ଷ ଏହି

Read More »
ମନୋରଞ୍ଜନ

ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ ଉଦ୍‌ଯାପିତ

ରବୀନ୍ଦ୍ର ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୁଣ୍ୟତିଥ୍ ଅବସରରେ ତ୍ରିଧାରା ଦ୍ଵାରା ଓ ହେଲଥ୍ ଅନ୍ ଟପ୍ ସହଯୋଗରେ ଆୟୋଜିତ ୩୮ତମଶ୍ରଦ୍ଧାଞ୍ଜଳି ସମାରୋହ- ୨୦୨୪ ଉଦ୍‌ଯାପିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପରେ ୨ଦିନ ଧରି ଅନୁଷ୍ଠିତ ହେଉଥ‌ିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ

Read More »
ମୁଖ୍ୟ ଖବର

ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଗଲା ରତ୍ନ ଭଣ୍ଡାର ଅଳଙ୍କାର

ଖୋଲିଛି ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ କମିଟି, ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଛି।

Read More »
ମନୋରଞ୍ଜନ

ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ପରିବେଷଣ

ଜଳେଶ୍ବର: ଜଳେଶ୍ବରର ନାମ୍ପୋ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ମଞ୍ଚ ପରିଚାଳନା କମିଟି ଦ୍ଵାରା ରଥଯାତ୍ରା ମହୋତ୍ସବ ର ଅଷ୍ଟମ ସନ୍ଧ୍ୟାରେ , ଭୁବନେଶ୍ୱରର ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା ,

Read More »
ମହାନଗର

ବିଶ୍ଵମଣି ଗୋପବନ୍ଧୁ ଥିଲେ ସମଗ୍ର ଓଡ଼ିଆ ଙ୍କ ସର୍ବକାଳୀନ ଆଦର୍ଶ

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ଥିଲେ, ତାହା ନୁହେଁ ସମଗ୍ର ବିଶ୍ୱର ମାନବବାଦ, ସାମ୍ବାଦିକତା,ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ବରିଷ୍ଠ ସାମ୍ବାଦିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର

Read More »
ରାଜ୍ୟ

ସାରସ୍ୱତ ପ୍ରତିଭାଧାରୀ ଡ. ପ୍ରଦୀପଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡ଼ିଶା ନାଗରିକ ମହାମଂଚର ସାଧାରଣ ସଂପାଦକ, ମଦମୁକ୍ତ ଅଭିଯାନ, ଓଡ଼ିଆ ଭାଷା ଓ ସୀମା ଆନେ୍ଦାଳନର ମହାନ ଯୋଦ୍ଧା, ବିଶିଷ୍ଟ ସମାଜସେବୀ ଡ. ପ୍ରଦୀପ କୁମାର ବିଶ୍ୱାଳଙ୍କ ୫୦ତମ ଜନ୍ମ ଦିବସ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଓଡ଼ିଶା ନାଗରିକ

Read More »
ରାଜ୍ୟ

ପ୍ରତାପ ଶାସନ ପଂଚାୟତରେ ବନ ମହୋସôବ

ଭୁବନେଶ୍ୱର: ବାଲିଅନ୍ତା ବ୍ଲକ୍ ଅଧୀନ ପ୍ରତାପ ଶାସନ ପଂଚାୟତ ପକ୍ଷରୁ ମହାଲସାହି ସ୍ଥିତ ଭାର୍ଗବୀ ନଦୀ ପଠାରେ ୟଙ୍ଗଷ୍ଟାର କ୍ରିକେଟ୍ ଖେଳ ପଡ଼ିଆରେ ୭୫ତମ ବନ ମହୋସôବ ସପ୍ତାହ ପାଳିତ ହୋଇଯାଇଛି । ଏହି ବନ ମହୋସôବ ଅବସରରେ ଜୟଦେବ ବିଧାୟକ

Read More »
ରାଜ୍ୟ

କଲରଙ୍ଗୀଅତା ତାରିଣୀ ମାର୍କେଟଠାରେ ରଥଟାଣିଲେ ଭକ୍ତ

ଯାଜପୁର: ପବିତ୍ର ରଥଯାତ୍ରା ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସମସ୍ତ ରାଜ୍ୟବାସୀ ତଥା ଭକ୍ତଗଣ ଆନନ୍ଦର ସହ ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ରଥଟାଣିଥିବା ଦେଖିବାକୁ ମିଳିଥିଲା । ଏହାଛଡ଼ା

Read More »
ରାଜ୍ୟ

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କର ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କର ପରଲୋକ ହୋଇଛି। ଭୁବନେଶ୍ବର ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।୧୯୭୭ ମସିହାରେ ଶ୍ରୀ ନାୟକ ଥିଲେ ବିଧାନସଭାର

Read More »
ମୁଖ୍ୟ ଖବର

ଆଗାମୀ ୫ ଦିନ ପ୍ରବଳ ବର୍ଷା!

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସତର୍କ ପୂର୍ବାନୁମାନ କରିଛି ଭୁବନେଶ୍ୱର

Read More »