
କୁଳମଣି ଷଡ଼ଙ୍ଗୀଙ୍କ ‘ହଜିଲା ଅତୀତ ଅଭୂଲା ସ୍ମୃତି’ ଲୋକାର୍ପିତ
ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଆଶ୍ରୟ ପକ୍ଷରୁ ସ୍ଥାନୀୟ ରେଡକ୍ରସ ଭବନଠାରେ ଆଶ୍ରୟ ସେବା ସଂସ୍କୃତି ଉସôବ ସହିତ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଠ ସଦସ୍ୟ ବିଶିଷ୍ଟ ସାହିତି୍ୟକ, ସ୍ତମ୍ଭକାର ଦାସବେନହୂର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ