ମତସାବ୍ୟସ୍ତ କଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ନିଜର ମତସାବ୍ୟସ୍ତ କଲେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆଜି ଭୋଟଦାନ ହାର ବେଶ୍‌ ଉତ୍ସାହଜନକ ରହିଛି। ଚଳିତ ମତଦାନରେ ଭୋଟର ମାନଙ୍କ ମନରେ ମତଦାନ କରିବା ଲାଗି ଉତ୍ସାହ ବଢ଼ିଯାଇଛି । ପୂର୍ବ ଥର ଭୋଟ ହାର କମ୍‌ ଥିଲା। ସକାଳୁ ସକାଳୁ ବରିଷ୍ଠ ନାଗରିକ, ମହିଳା, ନୂଆ ଭୋଟର, ଶାରୀରିକ ଅକ୍ଷମ ଭୋଟର ବି ଅଛନ୍ତି। ଏହା ଦେଖି ବେଶ୍‌… Continue reading ମତସାବ୍ୟସ୍ତ କଲେ ଅପରାଜିତା ଷଡ଼ଙ୍ଗୀ