ଭୁବନେଶ୍ୱର: ନିଜର ମତସାବ୍ୟସ୍ତ କଲେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆଜି ଭୋଟଦାନ ହାର ବେଶ୍ ଉତ୍ସାହଜନକ ରହିଛି। ଚଳିତ ମତଦାନରେ ଭୋଟର ମାନଙ୍କ ମନରେ ମତଦାନ କରିବା ଲାଗି ଉତ୍ସାହ ବଢ଼ିଯାଇଛି । ପୂର୍ବ ଥର ଭୋଟ ହାର କମ୍ ଥିଲା। ସକାଳୁ ସକାଳୁ ବରିଷ୍ଠ ନାଗରିକ, ମହିଳା, ନୂଆ ଭୋଟର, ଶାରୀରିକ ଅକ୍ଷମ ଭୋଟର ବି ଅଛନ୍ତି। ଏହା ଦେଖି ବେଶ୍… Continue reading ମତସାବ୍ୟସ୍ତ କଲେ ଅପରାଜିତା ଷଡ଼ଙ୍ଗୀ
ମତସାବ୍ୟସ୍ତ କଲେ ଅପରାଜିତା ଷଡ଼ଙ୍ଗୀ
