ଧୋନିଙ୍କ ନୂଆ IPL ରେକର୍ଡ

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୂଆ ରେକର୍ଡ କରିଛନ୍ତି। ସେ ଏହି ଟି-୨୦ ଟୁର୍ନାମେଣ୍ଟ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହେବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି। ରବିବାର ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ବିଜୟ ହାସଲ କରିଛି । ଏହା ସହ। ସେ ଏହି ଟି-୨୦ ଟୁର୍ନାମେଣ୍ଟ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହୋଇପାରିଛନ୍ତି I ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ଆରମ୍ଭ ହେବା ପରଠାରୁ ଧୋନି ଅଂଶଗ୍ରହଣ କରିଆସୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଞ୍ଚ… Continue reading ଧୋନିଙ୍କ ନୂଆ IPL ରେକର୍ଡ

ର୍ଦ୍ଧଶତକ ହାସଲ କର ଗାଙ୍ଗୁଲି ଓ ଗୌତମଙ୍କୁ ପଛରେ ପକାଇଲେ ଯଶସ୍ୱୀ

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ଯଶସ୍ୱୀ ଜୟସ୍ୱାଲ୍ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି । ମ୍ୟାଚ୍ର ଦ୍ୱିତୀୟ ପାଳିରେ ଶନିବାର ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇ ଦେଇଛନ୍ତି । ଗୋଟିଏ ଟେଷ୍ଟ ସିରିଜ୍ରେ ସର୍ବାଧିକ ୬୦୦ ରନ୍ ହାସଲ କରିଥିବା ଜୟସ୍ୱାଲ୍ ପ୍ରଥମ ଭାରତୀୟ ବାମହାତି ବ୍ୟାଟର ହୋଇଛନ୍ତି ।… Continue reading ର୍ଦ୍ଧଶତକ ହାସଲ କର ଗାଙ୍ଗୁଲି ଓ ଗୌତମଙ୍କୁ ପଛରେ ପକାଇଲେ ଯଶସ୍ୱୀ