ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଦିନକୁ ଦିନ ଜଟିଳ ହେଉଛି ପାର୍କିଂ ସମସ୍ୟା । ଲୋକ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସେହି ପରିମାଣରେ ପାର୍କିଂ ପାଇଁ ସୁବିଧା ନଥିବାରୁ ଲୋକମାନେ ହସ୍ପିଟାଲ ବାହାରେ ନିଜ ଗାଡ଼ି ପାର୍କିଂ କରୁଛନ୍ତି । ଯେତିକି ପାର୍କିଂ ରହିଛି ସେଥିରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚୋରି ମଧ୍ୟ ବଢ଼ୁଛି । ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ଦିନ ପ୍ରାୟ ସାଢ଼େ ୩ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି… Continue reading କ୍ୟାପିଟାଲ୍ ହସ୍ପିଟାଲରେ ଜଟିଳ ହେଉଛି ପାର୍କିଂ ସମସ୍ୟା
କ୍ୟାପିଟାଲ୍ ହସ୍ପିଟାଲରେ ଜଟିଳ ହେଉଛି ପାର୍କିଂ ସମସ୍ୟା
