ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର

ଭୂବନ: ବଜ୍ରାଘାତରେ ଚାଲିଗଲା ହରିହରଙ୍କ ଜୀବନ । ଆଜି ଓଡ଼ିଶ ଗ୍ରାମର ହରିହର ନାମ ଜଣେ ବ୍ୟକ୍ତି ନିଜ ଚାଷ କ୍ଷେତ୍ରକୁ ଯାଇଥିବାବେଳେ ସେହି ସମୟରେ ବଜ୍ରାଘାତ ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁୁରୁତର ଅବସ୍ଥାରେ ସ୍ଥାନୀୟ ଅଂଚଳ ଭୂବନ ଡାକତରଖାନରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ହରିହର ନିଜ ଗ୍ରାମ ତଥା ଆଖପାଖ ଅଂଚଳରେ ଜଣେ ଜଣାଶୁଣା ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ… Continue reading ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ

ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତର ଉପକୂଳରେ ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରାୟ ୧୧୦-୧୨୦ କିଲୋମିଟର ରହିବ। ବାତ୍ୟା ରେମାଲ ଉତ୍ତର ଦିଗକୁ ଗତି କରି, ଆହୁରି ତୀବ୍ର ହେବା ସହ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ମେ ୨୬ ମଧ୍ୟରାତ୍ରିରେ ଏକ ଭିଷଣ… Continue reading ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ