ମହାଶିବରାତ୍ରୀ ଅବସରରେ ଶିବମୟ ରାଜଧାନୀ

ଭୁବନେଶ୍ୱର,୮.୩.୨୦୨୪: ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ ରାଜଧାନୀର ବିଭିନ୍ନ ଦେବାଳୟରେ ମହାଆଡମ୍ବରରେ ଅନୁଷ୍ଠିତ ହେଉଅଛି । ଏହି ଉପଲକ୍ଷେ ସମସ୍ତ ଶିବଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜ ନିଜର ମନସ୍କାମନା ସହିତ ଭଗବାନଙ୍କୁ ଦୀପ, ଧୂପ, ଭୋଗ ଅର୍ପଣ ସହ ଭକ୍ତିଭାବରେ ଡାକିବା ଦେଖିବାକୁ ମିଳିଥିଲା । ସମସ୍ତ ଶିବ ମନ୍ଦିରରେ ରାତ୍ରୀ ୧୦ଟା ପରେ ଜାଗର ଦୀପ ଉଠିବା ନେଇ ମନ୍ଦିର ଟ୍ରଷ୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ସ୍ଥାନୀୟ ପ୍ରଶାସନ ଉକ୍ତ ମାଙ୍ଗଳିକ ଉସôବ… Continue reading ମହାଶିବରାତ୍ରୀ ଅବସରରେ ଶିବମୟ ରାଜଧାନୀ

ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ନେଇ ଏଡିଏମଙ୍କ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ମହା ଶିବରାତ୍ରି । ଏନେଇ ଖୋର୍ଦ୍ଧା ଏଡିଏମ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ସେବାୟତ ମାନଙ୍କ ସହ ଦିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେମିତି ନିର୍ଦ୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ମହାଦୀପ ଉଠିବ ସେନେଇ ଆଲୋଚନା ହୋଇଛି । ମହାଦୀପ ଉଠିବାରେ କୌଣସି ବିଳମ୍ବ ନହେବ ସେଥିପାଇଁ ସେବାୟତ ମାନଙ୍କ ସହିତ ଆଲୋଚନା ହୋଇଛି । ଏହା ବ୍ୟତୀତ ସେବାୟତ ମାନଙ୍କର ଯେଉଁସବୁ ଛୋଟ ଛୋଟ ସମସ୍ୟା ରହିଛି ଏହା ଉପରେ ମଧ୍ୟ… Continue reading ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ନେଇ ଏଡିଏମଙ୍କ ବୈଠକ