ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ

ବାଳକାଟୀ: ବାଳକାଟୀ ବ୍ଲକରେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହାସହ ବ୍ଲକର ବହୁ ଉପାନ୍ତ ଏରିଆରେ ମଧ୍ୟ ଡ. ତନ୍ମୟ ତ୍ରିପାଠୀ ନିଜେ ବାଇକ୍ ଯୋଗେ ଯାଇ ଜଳଛତ୍ରର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହି ଜଳଛତ୍ର ପ୍ରଥମ କରି ବାଳକାଟୀ ବ୍ଲକ୍ରେ ଶୁଭାରମ୍ଭ କରାଯାଇଥିବାବେଳେ ଏହି ଜଳଛତ୍ର ସେବା କେନ୍ଦ୍ରର ଶୁଭାରମ୍ଭରେ ନିଜେ ଡାକ୍ତର ତନ୍ମୟ କୁମାର ତ୍ରିପାଠୀ ଉପସ୍ଥିତ… Continue reading ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ