ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

୧.ପଦ୍ମପୁର- ଗୋବର୍ଦ୍ଧନ ଭୋୟ, ୨.ବିଜେପୁର-ସନତ କୁମାର ଗର୍ତିଆ, ୩. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ, ୪.ଅତାବିରା-ନିହାର ରଞ୍ଜନ ମହାନନ୍ଦା, ୫. ଭଟ୍ଲି -ଇରାଶିଷ ଆଚାର୍ୟ୍ୟ, ୬. ବ୍ରଜରାଜନଗର-ସୁରେଶ ପୂଜାରୀ, ୭. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ, ୮. ତଲସରା-ଭବାନୀ ଶଙ୍କର ଭୋଇ, ୯. ସୁନ୍ଦରଗଡ-କୁସୁମ ଟେଟେ, ୧୦. ବୀରମିତ୍ରପୁର-ଶଙ୍କର ଓରାମ୍, ୧୧. ରଘୁନାଥପାଲି-ଦୁର୍ଗା ଚରଣ ତନ୍ତି, ୧୨. ରାଜଗାଙ୍ଗପୁର-ନରସିଂହ ମିଞ୍ଜ, ୧୩. ବଣାଇ-ସେବତୀ ନାୟକ, ୧୪. କୁଚିଣ୍ଡା-ରବି ନାରାୟଣ ନାୟକ, ୧୫. ରେଙ୍ଗାଲି-ନାଉରୀ ନାୟକ, ୧୬. ସମ୍ବଲପୁର-ଜୟ ନାରାୟଣ ମିଶ୍ର,୧୭.… Continue reading ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ପଦ୍ମପୁରରୁ ଗୋବର୍ଦ୍ଧନ ଭୋଇ। ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି ।ପଦ୍ମପୁର- ଗୋବର୍ଦ୍ଧନ ଭୋଇ, ବିଜେପୁର-ସନତ ଗର୍ତ୍ତିଆ, ଦିଗପହଣ୍ଡିରୁ ଲଢ଼ିବେ ସିଦ୍ଧାନ୍ତ ମହାପାତ୍ର, ବରଗଡ-ଅଶ୍ୱିନୀ ଷଡଙ୍ଗୀ, ଅତାବିରା-ନିହାର ମହାନନ୍ଦ, ଭଟଲୀ-ଇରାଶିଷ ଆଚାର୍ଯ୍ୟ, ବ୍ରଜରାଜନଗର- ସୁରେଶ ପୂଜାରୀ, ଚାନ୍ଦବାଲି- ମନମୋହନ ସାମଲ, ବ୍ରହ୍ମଗିରି- ଉପାସନା ମହାପାତ୍ର,… Continue reading ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ମେଣ୍ଟ ଚର୍ଚ୍ଚାକୁ ନେଇ ପୂର୍ଣ୍ଣଛେଦ ପକାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି ବୋଲି ସିଧାସଳଖ ମନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । କେନ୍ଦ୍ରୀୟ ନେତୃତ୍ୱ କିଛି କହୁନଥିବା ବେଳେ ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା… Continue reading ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ପଦ୍ମ ଧରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି ।ସେ ଆହୁରି କହିଛନ୍ତି, ଓଡ଼ିଶାରେ ଅନ୍ଧ, ମୂକ ବଧିର ସରକାରକୁ… Continue reading ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ