ତ୍ରିଧାରାର ‘ସ୍ବର୍ଣ୍ଣ ସମାରୋହ

ଭୁବନେଶ୍ୱର: ତ୍ରିଧାରା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସ୍ବର୍ଣ୍ଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅତିଥ୍ୟ ଭାବେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଉପ ସଭାପତି ମନ୍ମଥ କୁମାର ଶତପଥୀ, ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ର ପୂର୍ବତନ ଉପ ସଭାପତି (ଏଚ୍ଆର) ଶୁଭେନ୍ଦୁ ଦାସ, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲିତ୍, ଓଡିଶୀ ନୃତ୍ୟାଙ୍ଗନା ସୁଜାତା ମିଶ୍ର, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ, କବି ଡ. ସୀତାକାନ୍ତ… Continue reading ତ୍ରିଧାରାର ‘ସ୍ବର୍ଣ୍ଣ ସମାରୋହ

ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗ୍ରୀଷ୍ମକାଳୀନ କର୍ମଶାଳା

ଭୁବନେଶ୍ୱର: ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଚଳିତ ମାସ ୧ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ (୧୦ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଶୀ ନୃତ୍ୟ ଗୁରୁ ଭରତ ଚରଣ ଗିରି , Vocalist & Examiner ଦିବ୍ୟ ରଞ୍ଜନ ପଟ୍ଟନାୟକ , ଓଡ଼ିଶୀ exponent ମମତା ଶତପଥୀ ଏବଂ ବିଶିଷ୍ଠ କଣ୍ଠଶିଳ୍ପୀ ଅପର୍ଣ୍ଣା ତ୍ରିପାଠୀ। ଅତିଥିମାନେ ଓଡ଼ିଶୀ ନୃତ୍ୟକୁ ନେଇ ବହୁ ମୂଲ୍ୟବାନ କଥା ପିଲାମାନଙ୍କୁ… Continue reading ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗ୍ରୀଷ୍ମକାଳୀନ କର୍ମଶାଳା