ଲୋକର୍ପିତ ହେଲା ୱେବ ପୋର୍ଟାଲ ଏଭିନିୟୁଜ୨୪.ଇନ

ଭୁବନେଶ୍ୱର: ସ୍ଥାନୀୟ ପୁରୁଣା ଭୁବନେଶ୍ୱରସ୍ଥିତ ଡାକବଙ୍ଗଳା ଛକ କାର୍ଯ୍ୟାଳୟରେ ୱେବ୍ ପୋର୍ଟାଲ ଗଣମାଧ୍ୟମ ଏଭି ନିୟୁଜ୨୪.ଇନ ଲୋକାର୍ପିତ ହୋଇଯାଇଛି । ଏହି ଲୋକର୍ପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବେ ସାରଦା ପ୍ରସାଦ କର, ସାମାଜିକ କର୍ମୀ ପଦ୍ମ ଚରଣ ମହାପାତ୍ରଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହିବ ସହିତ ସତ୍ୟ, ନିରପେକ୍ଷ ଖବର ସହ ସମ୍ବିଧାନକୁ ପାଳନ ପୂର୍ବକ କାର୍ଯ୍ୟ କରିବାକୁ ମତବ୍ୟକ୍ତ… Continue reading ଲୋକର୍ପିତ ହେଲା ୱେବ ପୋର୍ଟାଲ ଏଭିନିୟୁଜ୨୪.ଇନ

ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି। ଗତକାଲି ବିଳମ୍ବିତ ରାତିରେ ଅନ ଲାଇନରେ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ। ଆସନ୍ତା କାଲି ଵିଦ୍ଧିବଦ୍ଧ ଭାବରେ ସମର୍ଥକଙ୍କ ସହିତ ଯୋଗଦେବେ ଭାରତୀୟ ଜନତା ପାର୍ଟିରେ। ୨୦୦୯ରେ ବିଜେପି ଛାଡି ବିଜେଡିକୁ ଆସିଥିଲେ ଡ ଢ଼ାଲି। ଡ. ଅରବିନ୍ଦ ଢ଼ାଲୀ ଜଣେ ଦକ୍ଷ ରାଜନୈତିଜ୍ଞ ହୋଇଥିବାବେଳେ ବିଜେଡିରେ ସେ ବହୁ ବର୍ଷ ନିଜର କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି ।… Continue reading ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି