ଡକ୍ଟର ସୀମାଦ୍ରୀଶୁଭଦର୍ଶିନୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବରିଷ୍ଠସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥିଙ୍କ ଏକମାତ୍ର କନ୍ୟା, ସାରସ୍ୱତ ପ୍ରତିଭାର ଅଧିକାରୀ, ତଥା ପ୍ରଥମ ଓଡ଼ିଆ ଭାରତୀୟ ପ୍ରଧାନମନ୍ତ୍ରୀ ଗବେଷଣା ଯୋଜନା ଜାତୀୟ ଚୟନ ପ୍ରତିଯୋଗିତାରେ ପ୍ରଥମ ହୋଇ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବାଙ୍ଗାଲୋରରେ କାର୍ୟ୍ୟରତ ଡକ୍ଟର ସୀମାଦ୍ରୀଙ୍କୁ ତାଙ୍କର ଗବେଷଣା ତଥା ତାଙ୍କ ଶୁଭଜନ୍ମ ଦିବସ ଅବସରରେ ବାଙ୍ଗାଲୋରରେ ସମ୍ବର୍ଦ୍ଧିତ କରାଯାଇଛି I କର୍କଟ ରୋଗର କାରଣ ଓ ନିରାକରଣର ସହଜ ଉପାୟ ଏବଂ ନିଦାନ ଉପରେ ଦୀର୍ଘ ୭୫ ମିନିଟର ପ୍ରସ୍ତୁତି ସହିତ… Continue reading ଡକ୍ଟର ସୀମାଦ୍ରୀଶୁଭଦର୍ଶିନୀ ସମ୍ବର୍ଦ୍ଧିତ