ଚର୍ଚ୍ଚା ରେ ଭବାନୀପାଟଣା ପରିବହନ ବିଭାଗ ର ମହିଳା କନଷ୍ଟେବଳ

ବଲାଙ୍ଗିର : ଭବାନୀପାଟଣା ପରିବହନ ବିଭାଗ ରେ ଆଇନ କୁ ଖୋଲା ଉଲଂଘନ କରି ମହିଳା କନଷ୍ଟେବଳ ଚର୍ଚ୍ଚା ରେ ଟଙ୍କା ଦିଅ… ନହେଲେ ଚାପୁଡ଼ା ଖାଅ…। ଭବାନୀପାଟଣା ପରିବହନ ବିଭାଗର ଏପରି ପଲିସି ଏବେ ଚର୍ଚ୍ଚାରେ । ଜଣେ ଟ୍ରକ ଡ୍ରାଇଭରକୁ ଅଟକାଇ ଟଙ୍କା ମାଗିଲେ ପରିବହନ ବିଭାଗର ଦବଙ୍ଗ କନଷ୍ଟେବଳ ବାନୋ ବେଗମ । ଟଙ୍କା ନଦେବାରୁ ସିଧା ଡ୍ରାଇଭରଙ୍କ ଗାଲରେ ଚାପୁଡ଼ା କସିଦେଲେ ମ୍ୟାଡାମ । ଆଉ ପୁରା ଦବଙ୍ଗଗିରିର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍… ଥାନାରେ ଉଭୟ ପକ୍ଷ ରୁ ଏତଲା ଦେଇଛନ୍ତି l ଡ୍ରାଇଭର ସଂଘ ପକ୍ଷରୁ ଥାନାରେ ସlମାନl ଉତ୍ତେଜନା ପ୍ରକାଶ ପାଇଛି l ବର୍ତ୍ତମାନ ଦେଖିବାକୁ ବାକି ରହିଲା ରାଜ୍ୟ ସରକାରଙ୍କ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରିଯିବ ଓ ଟ୍ରକ୍ ଡ୍ରାଇଭର କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଜନସାଧାରଣ ଙ୍କ ମଧ୍ଯ ରେ, ଡ୍ରାଇଭର ମାନଙ୍କ ମଧ୍ୟରେ ଓ ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି l

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page