ଧର୍ମଗଡ଼, ୮/୨ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ପରିସରରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି |ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଧର୍ମଗଡ ବ୍ଲକ ଠାରେ ଧୁମ୍ ଧାମରେ ପାଳିତ ହୋଇଯାଇଛି । ପ୍ରଥମେ ଧର୍ମଗଡ ଇଷ୍ଟଦେବୀ ମା’ଭଣ୍ଡାର ଘରୁଣୀ ଙ୍କ ମନ୍ଦିର କୁ ଯାଇ ସେଠାରୁ ପୂଜାର୍ଚ୍ଚନା ପରେ ମା ଙ୍କ ଠାରୁ ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ ମଞ୍ଚ କୁ ଆସିଥିଲା। ଏହି ମଶାଳ କୁ ଭବ୍ୟ ସ୍ଵାଗତ ଜଣାଇ ମଞ୍ଚରେ ସ୍ଥାପନ କରାଯାଇଥିଲା | ମଶାଳ ଯାତ୍ରାରେ ଉଛୁଳି ପଡୁଥିଲା ମାଦଳ ବାଜା, ସାଙ୍ଗକୁ ଢୋଳ ମହୁରୀ ଓ ବିରବଦ୍ୟ ଘୁମୁରା,ନାଚ,ସହ କୀର୍ତ୍ତନ,ଭଳି ଅନେକ ଲୋକ ନୃତ୍ୟ ।ଶହ ଶହ ଲୋକଙ୍କ ଜନଗହଲିରେ ଦର୍ଶକ ଙ୍କୁ ବେଶ୍ ମୁଗ୍ଧ କରୁଥିଲା ଏହି ମଶାଳ ଯାତ୍ରା ।ମା’ଭଣ୍ଡାର ଘରଣୀ ଙ୍କ ମଶାଳ ଧର୍ମଗଡ ବ୍ଲକ ମଞ୍ଚରେ ପହଞ୍ଚିବା ପରେ ମଞ୍ଚ ରେ ସ୍ଥାପନ କରି ରିତିନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପରେ ଏହି ଉତ୍ସବ ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରି ଶରତ ପାତ୍ର ସଭାପତିତ୍ବ ଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ, ସମ୍ମାନିତ ଅଥିତି ଭାବେ ଧର୍ମଗଡ ତହସିଲଦାର ସଞ୍ଜୟ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର ମୁଣ୍ଡ,ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ ବେହେରା,ଜ଼ିଲ୍ଲାପରିଷଦ ଜୋନ (୧)ଗୋପୀନାଥ ମହାନନ୍ଦ, (୨)ପ୍ରଣବ ପ୍ରକାଶ ଭଇଁସାଲ, (୩)ଶଙ୍କର ଜୋୟଡ଼,ଧର୍ମଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା, ଗ୍ରାମପଂଚାୟତ ଅଧିକାରୀ ଦେବୀ ପ୍ରସାଦ ନାଏକ, ସମିତି ସଭ୍ୟ ସରୋଜ ଶବର ମଞ୍ଚରେ ମଞ୍ଚାସିନ ଥିଲେ |ମଞ୍ଚାସିନ ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।ପରେ ବ୍ଳକ ଅଧ୍ୟକ୍ଷା ବବିତାପଟ୍ଟଯୋଶୀ ସ୍ୱ।ଗତ ଭାଷଣ ଦେଇ କାର୍ଯ୍ୟକ୍ରମ କୁ ଆଗକୁ ବଢାଇ ଥିଲେ । ଅତିଥି ମାନେ କଳାହାଣ୍ଡି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ପରେ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ମାନ ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ପ୍ରତିଯୋଗିତା ରେ ଉତିଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଏଵଂ ପ୍ରତିଯୋଗୀ ମାନଙ୍କୁ ମଞ୍ଚ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ମାନେ ପୁରସ୍କାର ବିତରଣ କରାଯାଇଥିଲା।
ଧର୍ମଗଡ଼ ପଞ୍ଚାୟତ ସମିତି ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବିଶ୍ୱ କବିତା ଦିବସ ଅବସରରେ ଅକ୍ଷରା ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା
ଭୁବନେଶ୍ୱର - 21/03 ମାତୃଭାଷା ହିଁ ସୃଜନଶୀଳତାର ମୁଖ୍ୟ ପୃଷ୍ଠଭୂମି | ମାତୃଭାଷାରେ ଯିଏ ଯେତେ ବଳିଷ୍ଠ ସିଏ ଅନ୍ୟ ସବୁ ଭାଷାରେ ମଧ୍ୟ ବଳିଷ୍ଠ ହୋଇ ପାରିବ | ମାତୃଭାଷା ହିଁ ପିଲାକୁ ଆତ୍ମ ଶକ୍ତି ପ୍ରଦାନ କରିଥାଏ |
ଏୟାର ଇଣ୍ଡିଆର ପରିଚାଳନାଗତ ତୃଟି
ନୂଆଦିଲ୍ଲୀ :[1:01 am, ] Priyabrata Barik: ଏୟାର ଇଣ୍ଡିଆର ବଡ଼ ଭୁଲ କାନାଡ଼ା ପଠାଇ ଥିଲା ଭୁଲ ବିମାନ, ନୂଆଦିଲ୍ଲୀ ରୁ କାନାଡ଼ା ଯାତ୍ରୀକୁ ନେଇ କାନାଡ଼ା ଯିବାରଥିଲା ବୋଇଙ୍ଗ ବିମାନ 777-000ER ବଦଳରେ ପଠାଇଥିଲା 777-200LR ବିମାନ l
ପରିଚୟ ପତ୍ର ପ୍ରଦାନ, ଦରମା ବୃଦ୍ଧି ସହ ନିୟମିତ ପ୍ରଦାନ ପାଇଁ ମନ୍ତୀଙ୍କ ପ୍ରତିଶୃତି ପରେ ପାଚିକାଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ଧୁଧୁ ଖରାରେ ପେଟରେ ଓଦାକନା ପକେଇ ପ୍ରତିବାଦ ପରେ ବ୍ୟାରିକେଡ଼ ଭାଙ୍ଗି ପଶିବାକୁ ଉଦ୍ୟମ
ଭୁବନେଶ୍ୱର ତା 21ରିଖ l ନିଖିଳ ଓଡିଶା ପାଚିକା ରାଜ୍ୟ ସଂଘର ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱ ରେ ଗାନ୍ଧୀ ମାର୍ଗରେ ଆହୋରlତ୍ର ଧାରଣାର ଆଜିଥିଲା ପଞ୍ଚମ ଦିନ l କାଲି କୁଟା କାମୁଡି ପ୍ରତିବାଦ ପରେ ପରି ଆଜି ମଧ୍ୟ
ବିଶ୍ବ କବିତା ଦିବସ
ଭୁବନେଶ୍ୱର[10:20 pm, 21/3/2026] Priyabrata Barik: ବିଶ୍ବ କବିତା ଦିବସ ରେ ନବୀନ ସୂତ୍ରଧର କବିତା ସମ୍ମାନ ରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ବରେଣ୍ୟ କବି ଓ ଗୀତିକାର ଭୁବନେଶ୍ୱର:ସ୍ଥାନୀୟ ଗୀତଗୋବିନ୍ଦ ସଦନ ରେ ନୂତନ ଭବିଷ୍ୟତ ନିର୍ମାଣ ର
ଜନଗଣନା ପାଇଁ ଡିଜିଟାଲ ତାଲିମ ପ୍ରଦାନ:ଦ୍ଵିତୀୟ ପର୍ଯ୍ୟାୟରେ ତାଲିମ ନେଲେ ୯୩ ଶିକ୍ଷକ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): ଆସନ୍ତା ୨୦୨୭ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧର୍ମଗଡ
ଓଡ଼ିଆଙ୍କ ଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା:ଓଡ଼ିଆ ଙ୍କ ପ୍ରିୟ ଓଡିଶାର ପ୍ରିୟ ପଖାଳ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ୨0 ମାର୍ଚ୍ଚ ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ
ମା’ ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା ଆରମ୍ଭ :ମଙ୍ଗଳବାର ପାଳିତ ହେବ ଚୈତ୍ର ପର୍ବ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଆଜି(ଶନିବାର)ଠାରୁ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା,ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ପାଳନ ପାଇଁ କଳସ ଯାତ୍ରା ଆରମ୍ଭ ହୋଇ ଯାଇଛି |୨୧ ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ମଙ୍ଗଳବାର ଦିନ ଶେଷ ହେବ।
ଉତ୍କଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା:ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସି
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ରରେ ଦୀର୍ଘ ଦିନ ଧରି ତାଲା ପଡ଼ିଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ଏହି କେନ୍ଦ୍ରରେ ନିୟୋଜିତ ଥିବା ଏଲଆଇ
କେନାଲରେ ବୁଡ଼ି ଯୁବକ ମୃତ: ଗାଧୋଇ ଥିବା ବେଳେ ଅଘଟଣ
କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କଲମପୁର ବ୍ଲକର ପାତ୍ରବସା କେନାଲ ଘାଟକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମୃତ ଯୁବକ ହେଲେ ପାତ୍ରବସ ଗ୍ରାମର ୩୫ ବର୍ଷୀୟ ଝସକେତନ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ସଂସଦ ଓ ଆ ଇ କ୍ୟୁ ଏ ସି ମିଳିତ ସହଯୋଗ ରେ ରକ୍ତ ଦାନ ଶିବିର ଆୟୋଜିତ
ଭୁବନେଶ୍ଵର ତା ୨୦।୩, ଏନ୍. ସି .ଇ. ଆର .ଟି. ପରିଚାଳିତ ପୂର୍ବ ଭାରତ ପାଇଁ ଭୁନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ଛାତ୍ର ସଂସଦ ଓ ଆଇ. କ୍ଵ ୟୁ. ଏ. ସି. ମିଳିତ ସହଯୋଗ ରେ ଇଣ୍ଡିଆନ ରେଡକ୍ରସ
ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗ
ବାଲିଅନ୍ତା,୨0|୩():ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗରେ ତୈଳ ମଙ୍ଗଳା ସାହିର ନିଲୁ ବେହେରା ଓରଫ ବାଜାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ଧଉଳି ଥାନା ପୁଲିସ l ଏଥିସହ ତା ଠାରୁ ଗୋଟେ ଏଲଇଡି
ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ
ବାଲିଅନ୍ତା: ୨୦/୩ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶ୍ରୀ ସୁଦର୍ଶନ ଦାରୁ ପୀଠ ଅରଣ୍ୟରେ ମାର୍ଚ୍ଚ ୨୦, ଓଡ଼ିଆ ଜାତିର ପରିଚୟ ଏବଂ ପରମ୍ପରାର ଦିନ। ସାରା ବିଶ୍ୱରେ ଆଜି ‘ବିଶ୍ୱ ପଖାଳ ଦିବସ’ ବେଶ୍ ଉତ୍ସାହର ସହ ପାଳନ
ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ
ବାଲିଅନ୍ତା: ୨୦/୩ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶ୍ରୀ ସୁଦର୍ଶନ ଦାରୁ ପୀଠ ଅରଣ୍ୟରେ ମାର୍ଚ୍ଚ ୨୦, ଓଡ଼ିଆ ଜାତିର ପରିଚୟ ଏବଂ ପରମ୍ପରାର ଦିନ। ସାରା ବିଶ୍ୱରେ ଆଜି ‘ବିଶ୍ୱ ପଖାଳ ଦିବସ’ ବେଶ୍ ଉତ୍ସାହର ସହ ପାଳନ
ଗ୍ରାହକଙ୍କୁ ବିଲ୍ ନ ଦେବାରୁ ଦୋକାନୀ ଦେଲା ୧ ଲକ୍ଷ ଟଙ୍କା ଜରିମାନା
କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):- ଗ୍ରାହକଙ୍କୁ ବିଲ୍ ନ ଦେବା ଏକ ଦୋକାନ ପାଇଁ ମହଙ୍ଗା ପଡିଛି । କଳାହାଣ୍ଡି ଜିଲା ଉପଭୋକ୍ତା ବିବାଦ ନିବାରଣ କମିଶନ (ଖାଉଟି ଅଦାଲତ)ରେ ଉକ୍ତ ଦୋକାନ ଦଣ୍ଡିତ ହୋଇଛି। ଶହେ ଟଙ୍କାର ସାମଗ୍ରୀ ପାଇଁ
ମଧ୍ୟ୍ୟପ୍ରାଚ୍ୟରେ ମହାଯୁଦ୍ଧ ର ଭୟଙ୍କର ପରିସ୍ଥିତି
ନୂଆଦିଲ୍ଲୀ :20/03/26 Priyabrata Barik: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧକୁ ନେଇ D G C A ର ଆଡ଼ଭାଇଜର ଜାରି କଲା ଭାରତ ସରକାର, ଯୁଦ୍ଧର ଭୟଙ୍କର ସ୍ଥିତିକୁ ନଜରରେ ରଖି ମଧ୍ୟପ୍ରାଚ୍ୟରେ ଥିବା ଭରରୀୟ ନାଗରିକଙ୍କୁ ଉଡାଣ ଯାତ୍ରା ନକରିବାକୁ ପରାମର୍ଶ
ଜୁନାଗଡ଼ -ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ କାର ଦୁର୍ଘଟଣା ଘଟି ଡାକ୍ତରଙ୍କ ମୃତ୍ୟୁ
କଳାହାଣ୍ଡି,୨0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସକାଳ ପ୍ରାୟ ୮ଟା ସମୟରେ ଜୁନାଗଡ଼ ବଳଦିଆମାଳ ନିକଟସ୍ଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଟ୍ରକକୁ
ପଖାଳ ଦିବସ
ଆଜି ମାର୍ଚ୍ଚ କୋଡ଼ିଏ ତାରିଖବିଶ୍ଵ ପାଲୁଚି ପଖାଳ ଦିବସଓଡ଼ିଆ ଙ୍କ ହାଣ୍ଡିଶାଳ ର ଖାଦ୍ୟପଖାଳ ନାଆଁ ରେ ସେ ପରିଚିତଜଗତର ନାଥ ଶ୍ରୀ ଜଗନ୍ନାଥଦହିପଖାଳ ନିତି ଖାଆନ୍ତିପଖାଳ ଭାତରେ ଗୁଆ ଘିଅ ଖାଇକାଳିଆ ଦି ଅଂ ନିଦ୍ରା ଯାଆନ୍ତିଦହିପଖାଳ କୁ ଧୋ
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, ୧୯.୩ : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ୧୫୨ତମ ପ୍ରତିଷ୍ଠା ଦିବସ ଗୁରୁବାର ପୂର୍ବାହ୍ନରେ ଚନ୍ଦ୍ରଶେଖରପୁର, ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ରାମ ନାମ ସତ୍ୟ ହେ’ ଧ୍ୱନିରେ କମ୍ପିଲା ଗୃହ
ଭୁବନେଶ୍ୱର(ବୁ୍ୟରୋ) ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି । ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ । ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ
ଗୋ ସୁରକ୍ଷା ଆଇନ ପାଇଁ ଗଣ ବେିକ୍ଷାଭ ଓ ଅନଶନ ସଭା
ଭୁବେନଶ୍ୱର ସାରା ଓଡ଼ିଶା ତଥା ଦେଶେର ଗୋ ମାତାର ସୁରକ୍ଷା ଦାବେିର ଏକ ଗଣ ବେିକ୍ଷାଭ ଓ ଅନଶନ ଭୁବେନଶ୍ୱର ବିଧାନସଭା ସମ୍ମୁଖେର କରାଯାଇଥିବା ଦେଖିବାକୁ ମିଳିଛି। ଦେଶେର ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବେହଳା କରାଯାଉଥିବା