ଧଉଳି :-ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ ସହିତ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ, ଏକାମ୍ର ଭୁବନେଶ୍ୱର, ଶ୍ରୀମତୀ ନିରୁପମା ସାହୁ, ବ୍ଲକ ଅଧ୍ୟକ୍ଷା, ଭୁବନେଶ୍ୱର, ଶ୍ରୀ କ୍ଷୀରୋଦ ପ୍ରଧାନ, ସରପଞ୍ଚ, ଲିଂଗିପୁର ପଂଚାୟତ ଙ୍କ ଉପସ୍ଥିତି ରେ ମୃତ୍ୟୁଞ୍ଜୟ ବିହାର, ଲିଂଗିପୁର ପଂଚାୟତ, ଭୁବନେଶ୍ୱର ଠାରେ ଗତ 22 ମାର୍ଚ୍ଚ 2026 ଦିନ ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଅଛି | କମ୍ୟୁନିଟି ହଲ ପାଇଁ ଭୁବନେଶ୍ୱର ମାନ୍ୟବର ସାଂସଦ ଙ୍କ ଅନୁଦାନ ପାଣ୍ଠି ରୁ ଅର୍ଥ ମଂଜୁର ହୋଇ ଥିବାରୁ ପରିଷଦ ର ସମ୍ପାଦକ ଶ୍ରୀ ସୁଧୀର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ରଶ୍ମିରଂଜନ ସାମନ୍ତରାୟ, ଶ୍ରୀ ଦୀପକ କୁମାର ଅଧିକାରୀ, ଶ୍ରୀ ଦେବାନନ୍ଦ ମହାପାତ୍ର, ଶ୍ରୀ ପ୍ରତାପ କୁମାର ବାରିକ, ଶ୍ରୀ ଦୀନକୃଷ୍ଣ ନାୟକ, ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଶ୍ରୀ ରବୀନ୍ଦ୍ର କୁମାର ଦାସ, ଶ୍ରୀ ସୀତାକାନ୍ତ ଶତପଥୀ, ଶ୍ରୀ ବସନ୍ତ କୁମାର ପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଉପ ସଭାପତି ଶ୍ରୀ ବ୍ରହ୍ମାନନ୍ଦ ସାହୂ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ପରିଷଦ ର ସମସ୍ତ ସଭ୍ୟ ଓ କାର୍ଯ୍ୟକର୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ
ଭୁବନେଶ୍ୱର| ୨୪ ମାର୍ଚ୍ଚ, ୨୦୨୬ ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ଆଥ୍ଲେଟିକ୍ସ ମହାସଂଘ, ଓଡ଼ିଶା ଆଥ୍ଲେଟିକ୍ସ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ପ୍ରୟାସରେ ଭୁବନେଶ୍ୱରର
ହରି ଓମ୍ କ୍ଲବ ର ମେଗା ସ୍ବାସ୍ଥ୍ୟ ଶିବିର
ସ୍ଥାନୀୟ ପୁରୁଣା ଭୁବନେଶ୍ୱର ର ରାମେଶ୍ୱର ମନ୍ଦିର ନିକଟରେ ଥିବା ହରି ଓମ୍ କ୍ଲବ ପ୍ରତ୍ୟେକ ଥର ନିସ୍ୱାର୍ଥପର ସେବା ପରି ଗତ କାଲି ,ଶନିବାର ୨୧ ତାରିଖ ରେ ଏକ ବିରାଟ ସ୍ୱାସ୍ଥ୍ୟ ସେବା ର ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର
ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବାଳକାଟି ସ୍ଥିତ ଶ୍ରୀ କନଭେନସନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲିଅନ୍ତା,୨୪|୩():ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବାଳକାଟି ସ୍ଥିତ ଶ୍ରୀ କନଭେନସନରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ. ଆଇ. ଆର) ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତି ମତଦାନ କେନ୍ଦ୍ର ମାନଙ୍କରେ ମତଦାତାଙ୍କ ଭୋଟର ପରିଚୟ ପତ୍ର କିଭଳି
ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ
ଧଉଳି :-ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ ସହିତ ଶ୍ରୀ ବାବୁ ସିଂ, ମାନ୍ୟବର
ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ସଫେଇ କାର୍ଯ୍ୟ ଅନୁଷ୍ଠିତ
ଭୂବନ, (ବିମଳ କୁମାର ରଣାଙ୍କ ରିପୋର୍ଟ): ରାମ ନବମୀରେ ଓଡ଼ିଶ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀବିଗ୍ରହ ଆନୁଷ୍ଠାନିକ ଭାବେ ପ୍ରତିଷ୍ଟା କରାଯିବାର ଜଣାପଡିଛି। ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହୋଇ ଏହାକୁ ଏକ ଉତ୍ସବ ଭାବେ ପାଳନ
ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ କମ୍ୟୁନିଟି ହଲ ର ଭିତ୍ତି ପ୍ରସ୍ତର ସ୍ଥାପନ
ଧଉଳି :-ତା - 22 ମାର୍ଚ୍ଚ 2026 ମୃତ୍ୟୁଞ୍ଜୟ ବିହାର ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ
ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା |
ଚାନ୍ଦବାଲି :- ଭଦ୍ରକଜିଲ୍ଲାର ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଭାରତୀୟ ସଂସ୍କୃତି ଅନୁଯାଇ ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ପବିତ୍ର କରଣ
ଆହାର କେନ୍ଦ୍ର ଖୋଲୁ ଖୋଲୁ ଏକ ଘଣ୍ଟା ଭିତରେ ସରିଯାଉଛି ଖାଦ୍ୟ
ଭୁବନେଶ୍ୱର : [3:28 pm, 24/3/2026] Priyabrata Barik: ଆମେରିକା ଇସ୍ରାଏଲ ଏବଂ ଇରାନ ଯୁଦ୍ଧକୁ ଆଜିକୁ 23 ଦିନରେ ପହଁଚିଲାଣି, କିନ୍ତୁ ଯୁଦ୍ଧ କେବେ ସରିବ କାହାକୁ ଜଣା ନାହିଁ l ଏହାରି ଭିତରେ ଏକ ସଙ୍କଟ ଦେଖାଦଇଛି କଟକ
ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ
ବାଲିଅନ୍ତା,୨୩|୩):ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଜି ବୁଲି ଦେଖିଛନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶର ୩୫ ଜଣ ପ୍ରଶାସନିକ ସେବା ବା ବ୍ଲକ ଉନ୍ନୟନ ଅଧିକାରୀ l ସେମାନେ ପହଞ୍ଚିବା ପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ
ଇକୋସେଭର୍ସ: ଯୁଥ୍ ନେଟୱାର୍କ ପାଳନ କଲେ ବିଶ୍ବ ଜଳ ଦିବସ
ବାଲିଅନ୍ତା ୨୨/୦୩:-ଜଳ ଜୀବନ ପାଇଁ ସବୁଠାରୁ ଆବଶ୍ୟକୀୟ ପ୍ରାକୃତିକ ସମ୍ପଦ ମଧ୍ୟରୁ ଗୋଟିଏ । କିନ୍ତୁ ଜନସଂଖ୍ୟାର ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ଜଳର ଅପବ୍ୟବହାର ଫଳରେ ବିଶ୍ବରେ ଜଳ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଗ୍ରାମାଞ୍ଚଳର ଅଧିବାସୀ
ଉପଯୁକ୍ତ ପ୍ରମାଣ ଅଭାବରୁ ଗୋଲାମୁଣ୍ଡା ଥାନା ପୂର୍ବତନ ଏଏସ୍ଆଇ ନିର୍ଦୋଷ ରେ ଖଲାସ
କଳାହାଣ୍ଡି,(୨୩|୩ -ପ୍ୟାରିଲାଲ ଦୁର୍ଗା): ଜମିଜମା ଘଟଣାରେ ଏକ ମାରପିଟ ମାମଲାରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବଦ୍ରିନାରାୟଣ ନନ୍ଦ ଗୋଲାମୁଣ୍ଡା ଥାନାର ପୂର୍ବତନ ଏଏସ୍ଆଇ ରାଜକପୁର ବେହେରାଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି। ୨୦୧୯ ମସିହା ଜୁନ ୨୫ରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ
ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଓ ସମାଧାନ ଶିବିର
କଳାହାଣ୍ଡି,୨୩|୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏସଜି ଏସୱାଇ ମିଟିଙ୍ଗ ହଲ ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର
ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ପ୍ରାଚୀନ ଓଡ଼ିଆ ସାହିତ ରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା
ମାଧବ ନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ।
ଚିଲିକା-ନାଚୁଣୀ ସ୍ଥିତ ମାଧଵନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟର ୧୦ମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କାଳିଜାଈ ମହାବିଦ୍ୟାଳୟର
ପାଣିପାଗ ବିଭାଗ ତରଫରୁ ଆଲର୍ଟ ଜାରି, ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷାକୁ ନେଇ ସତର୍କ ସୂଚନା
ଭୁବନେଶ୍ୱର 23/03:[10:31 am, 23/3/2026] Priyabrata Barik:କିଛିଦିନ ହେଲା ଖରାଦିନେ ଲୋକ ମାନଙ୍କୁ ତାତିରୁ ମିଳୁଛି ଆଶ୍ବସ୍ତି l କାରଣ ପାଗ ମେଘୁଆ ସାଙ୍ଗ କୁ ଓଡିଶାର ଅନେକ ସ୍ଥାନ ରେ ବର୍ଷା କୁ କୂଆପଥର ମାଡ଼ ହଉଚି, ମାର୍ଚ୍ଚ ମାସରେ
ଜାଳେଣିର ବିକଳ୍ପ ପାଲଟିଛି ଗୋବରବୋଳା ବାଡ଼ି
କଳାହାଣ୍ଡି,୨୩|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଦିନକୁ ଦିନ ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଉଥିବା ଏବଂ ମଧ୍ୟ ପ୍ରାଚ୍ୟାରେ ଯୁଦ୍ଧ ଚାଲିଥିବା ବେଳେ ରନ୍ଧନ ଗ୍ୟାସ ସଙ୍କଟ ଦେଖାଦେଇଛି। ଦେଶରେ ଆବଶ୍ୟକ ପରିମାଣରେ ଗ୍ୟାସ ବର୍ତ୍ତମାନ ସ୍ଥିତିରେ ଉପଲବ୍ଧ ହୋଇପାରୁ ନାହିଁ। ଯାହା
ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ନିର୍ଦୋଷ ରେ ଖଲାସ
କଳାହାଣ୍ଡି,୨୩|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-୨୦୨୩ ମସିହାରେ ଧର୍ମଗଡ ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ହତ୍ୟା ଘଟଣାରେ ତିନି ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ମାନ୍ୟବର ଧର୍ମଗଡ଼ ଅତିରିକୁ ଦୌରା ଜଜ୍ ନିର୍ଦ୍ଦେଷରେ ଖଲାସ କରିଛନ୍ତି।ସୁଚନା ଯୋଗ୍ୟ
ଆମେରିକାରୁ ଭାରତକୁ ଆସିଲା 16714 ଟନ୍ LPG Gas
ନୂଆଦିଲ୍ଲୀ :23/03/26 ମଧ୍ୟ୍ୟପ୍ରାଚ୍ୟ ରେ ଭୟଙ୍କର ଯୁଦ୍ଧ ଭିତରେ ଭାରତକୁ ମିଳିଛି ଏକ ବଡ଼ ଆଶ୍ୱସ୍ଥି l ଇରାନ ଆମେରିକା ଇସ୍ରାଏଲ ମଧ୍ୟ୍ୟରେ ଯେଉଁ ଭଳି ଯୁଦ୍ଧ ଦିନକୁ ଦିନ ବଢ଼ି ଚାଲିଛି ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକେଲାଣି l
ବିଶ୍ୱ କବିତା ଦିବସ ଅବସରରେ ଅକ୍ଷରା ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା
ଭୁବନେଶ୍ୱର - 21/03 ମାତୃଭାଷା ହିଁ ସୃଜନଶୀଳତାର ମୁଖ୍ୟ ପୃଷ୍ଠଭୂମି | ମାତୃଭାଷାରେ ଯିଏ ଯେତେ ବଳିଷ୍ଠ ସିଏ ଅନ୍ୟ ସବୁ ଭାଷାରେ ମଧ୍ୟ ବଳିଷ୍ଠ ହୋଇ ପାରିବ | ମାତୃଭାଷା ହିଁ ପିଲାକୁ ଆତ୍ମ ଶକ୍ତି ପ୍ରଦାନ କରିଥାଏ |
ଏୟାର ଇଣ୍ଡିଆର ପରିଚାଳନାଗତ ତୃଟି
ନୂଆଦିଲ୍ଲୀ :[1:01 am, ] Priyabrata Barik: ଏୟାର ଇଣ୍ଡିଆର ବଡ଼ ଭୁଲ କାନାଡ଼ା ପଠାଇ ଥିଲା ଭୁଲ ବିମାନ, ନୂଆଦିଲ୍ଲୀ ରୁ କାନାଡ଼ା ଯାତ୍ରୀକୁ ନେଇ କାନାଡ଼ା ଯିବାରଥିଲା ବୋଇଙ୍ଗ ବିମାନ 777-000ER ବଦଳରେ ପଠାଇଥିଲା 777-200LR ବିମାନ l