ଭୁବନେଶ୍ୱର : [3:28 pm, 24/3/2026] Priyabrata Barik: ଆମେରିକା ଇସ୍ରାଏଲ ଏବଂ ଇରାନ ଯୁଦ୍ଧକୁ ଆଜିକୁ 23 ଦିନରେ ପହଁଚିଲାଣି, କିନ୍ତୁ ଯୁଦ୍ଧ କେବେ ସରିବ କାହାକୁ ଜଣା ନାହିଁ l ଏହାରି ଭିତରେ ଏକ ସଙ୍କଟ ଦେଖାଦଇଛି କଟକ ଏବଂ ଭୁବନେଶ୍ୱରରେ, ହଷ୍ଟେଲ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଏବଂ ଅନ୍ୟ ରାଜ୍ୟ ରୁ ଆସି job କରୁଥିବା ଲୋକମାନେ l ଯେହେତୁ ଗ୍ୟାସର ଅଭାବ ପୂରଣ ହୋଇପାରୁନାହିଁ ରୋଷଇ କରିବା ରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି l ହୋଟେଲରେ କମରସିଆଲ ଗ୍ୟାସ ଦରକାର ଠାରୁ କମ ମିଳୁଛି ସେଥିପାଇଁ ହୋଟେଲ ବଜାର କେତେକ ମାଲିକ ହୋଟେଲ ବନ୍ଦ କରିଦେଇଛନ୍ତି l

ଏବଂ ବଜାରରେ ପାଞ୍ଚ kg weight ର ଗ୍ୟାସ ମିଳୁନାହିଁ, ହଷ୍ଟେଲ ଛାତ୍ରଛାତ୍ରୀ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି, ବଞ୍ଚିବାର ସାହାରା ପାଲଟିଛି (ଆହାର କେନ୍ଦ୍ର )ପାଞ୍ଚ ଟଙ୍କା ରେ ଡାଲମା ଭାତ ତାସହିତ ଆଚାର l ଆହାର କେନ୍ଦ୍ର ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି l ଆହାର କେନ୍ଦ୍ର ଖୋଲୁ ଖୋଲୁ ଏକ ଘଣ୍ଟା ଭିତରେ ଖାଦ୍ୟ ସରିଯାଉଛି ଆଗରୁ ଘଣ୍ଟା ଘଣ୍ଟା ସେମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା l ଗ୍ୟାସ ସମସ୍ୟାର ସମାଧାନ କେବେ ଦୂର ହଉଚି l
ଭୁବନେଶ୍ୱର ରୁ ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ