ଦୁର୍ଘଟଣାରେ ଔଷଧ ଦୋକାନୀ ମୃତ

ଯାଜପୁର: କଟକ ଘରୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ଔଷଧ ଦୋକାନୀ ମାଲିକ ମନୋଜ କୁମାର ରାଉତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା କାଳିଆପାଣି ଅଂଚଳର କଲରଙ୍ଗିଅତା ତାରିଣୀ ମାର୍କେଟ ସ୍ଥିତ ବୈକୁଣ୍ଠ ମାର୍କେଟ କମ୍ପେ୍ଲକ୍ସ ରେ ଥିବା ଶିବଶକ୍ତି ମେଡିସିନ ଷ୍ଟୋରର ମାଲିକ ମନୋଜ କୁମାର ରାଉତ ବାଇକ୍ ଦୁର୍ଘଟଣାରେ କଟକ ଘରୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ପାଇଁ ଗୋଟିଏ ଦିନ ତାରିଣୀ ମାର୍କେଟରେ ଶୋକସଭା ଅନୁଷ୍ଠିତ ହେବା ସହ ମାର୍କେଟକୁ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page