ଭରତପୁର ଥାନା ମାମଲାରେ ଜାରୀ ହେଲା ସ୍ୱତନ୍ତ୍ର ଏସ୍ ଓ ପି

ଭୁବନେଶ୍ୱର: ଭରତପୁର ଥାନାରେ ଗତ ଦୁଇ ମାସ ତଳେ ଘଟିଥିବା ଘଟଣାକୁ ନେଇ ଆସିଛି ସ୍ୱତନ୍ତ୍ର ଏସ୍‌ଓପି। ଭରତପୁର ଥାନା ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ ଓ ପି । ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ ଓ ପି। ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି। ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ ଓ ପି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ସୂଚନାଅନୁଯାୟୀ ଭାରତପୁର ଥାନା ଅନ୍ତର୍ଗତରେ ରାତିରେ ଅବସର ଆର୍ମି ଜେନେରାଲ୍ ଓ ତାଙ୍କ ବାନ୍ଧବୀ ଗାଡ଼ିରେ ଯାଉଥିବାବେଳେ ତାଙ୍କୁ କମେଟ୍ ମରାକୁ ନେଇ ଭରତପୁର ଥାନାରେ ଆସି ଆର୍ମି ଜେନେରାଲଙ୍କ ବାନ୍ଧୀ କେସ୍ ଦାୟର କରିବାକୁ ଆସିଥିଲେ। କିନ୍ତୁ ଥାନାରେ ତାଙ୍କୁ ଦୁର୍ବବ୍ୟବହାର କରାଯାଇଥିବା ଖବର ଭାଇରାଲ ହେବା ସହ ତାଙ୍କ ବାନ୍ଧବୀଙ୍କୁ ଥାନାର ମହିଳା ପୋଲିସ୍ ଅଧିକାରୀ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଖବର ଚର୍ଚ୍ଚାକୁ ଆସିଥିଲା। ଖବର ପ୍ରକାଶ ପରେ ଏହା ତୀବ୍ର ରୂପ ଧାରଣ କରିବାରୁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ଏବଂ କୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ ଆର୍ମି ଙ୍କ ବାନ୍ଧବୀ। ଏହା ପରେ ନୂତନ ସରକାର ଏହାକୁ ଗୁରୁତ୍ୱ ନେଇ ସ୍ୱତନ୍ତ୍ର ଏସ୍‌ଓପି ଆଣିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News