ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଦାବି କରିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏହାସହ ଏନଡିଏକୁ ମୋଟ ୪୦୦ ରୁ ଅଧିକ ଆସନ ମିଳିବ । ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବ । ସେପଟେ ନାଗରିକ ସଂଶୋଧନ ଅଧିନିୟମ ବା ସିଏଏକୁ ନେଇ ଅମିତ୍ ଶାହା କହିଛନ୍ତି କି, ଏହି ଆଇନ ୨୦୧୯ ରୁ… Continue reading ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା
ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା
