ଡା. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ‘ସାଉଁଟା ସ୍ମୃତି’ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ସ୍ଥିତ ଇସ୍କନ ଗୁଣ୍ଡି• ମନ୍ଦିରଠାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭେଷଜ ବିଶାରଦ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହାନ୍ ବ୍ୟକ୍ତିତ୍ୱ, ସମାଜସେବୀ ଡ. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ଡ. କରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହିତ ତାଙ୍କ ସ୍ମୃତି ଉଦେ୍ଦଶ୍ୟରେ ‘ସାଉଁଟା ସ୍ମୃତି’ ପୁସ୍ତକ ଲୋକାର୍ପଣ ଓ ସ୍ମୃତି ରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଗ୍ମୀ… Continue reading ଡା. କମଳାକାନ୍ତ କରଙ୍କ ଦ୍ୱାଦଶାହ ଅବସରରେ ‘ସାଉଁଟା ସ୍ମୃତି’ ଉନ୍ମୋଚିତ

ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ବିବେକାନନ୍ଦ କନଭେଟ ବିଦ୍ଯାଳୟ, ବେଲବାହାଳିରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ଯକ୍ରମରେ ଅବସରପ୍ରାପ୍ତ ପୂର୍ବତନ ଇଁରାଜୀ ଅଧ୍ଯ୍ଯାପକ ବଟକୃଷ୍ଣ ନାଥ ସାର୍ ମୁଖ୍ଯ ଅତିଥି, ବିପିଏମ୍ ପ୍ରଜତ୍ନ ସାହୁ , ସରପଞ୍ଚ ପାର୍ଥିନୀ ଦିପ୍ତି ସାହୁ, ମୁଖ୍ଯବକ୍ରା ରଙ୍ଗାଧର ବାରିକ ଏବଂ ଆୟୁଷ ଡକ୍ଟର ଜୟନ୍ତ କୁମାର ସେଠୀ ଉପସ୍ଥିତ ରହି ପ୍ରଥମେ ଦୀପପ୍ରଜ୍ଜଳନ କରି ଦିପ୍ତିରେଖା ସାହୁଙ୍କ ଦ୍ରାରା ଅତିଥିମାନଙ୍କର ପରିଚୟ… Continue reading ଚରକଇନଷ୍ଟିଚ୍ଯୁଟ୍ଅଫୟୋଗା ପକ୍ଷରୁ ବେଲବାହାଳିଠାରେ ଯୋଗ ଏବଂ ପ୍ରାକୃତିକ ଶିବିର ପାଳିତ

WPL 2024: ୟୁପି ଓ୍ୱାରିୟର୍ସକୁ ୨ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଘରୋଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଡବ୍ଲ୍ୟୁପିଏଲ୍‌ର ୨ୟ ମୁକାବିଲା । ଏହି ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୨ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଖବର ଅନୁଯାୟୀ, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ ୱିକେଟ୍‌ ବିନିମୟରେ ୧୫୭ ରନ୍‌ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ୭ୱିକେଟ୍‌ ହରାଇ ୧୫୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ୧୫୮ରନ୍‌… Continue reading WPL 2024: ୟୁପି ଓ୍ୱାରିୟର୍ସକୁ ୨ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବ୍ରହ୍ମପୁର-ଭୁବନେଶ୍ବର: ଟିକେଟ୍‌ ମୂଲ୍ୟ ୪୦କୁ ଖସିଲା

ଭୁବନେଶ୍ବର: ବହୁଦିନର ଦାବି ଶେଷରେ ପୂରଣ ହୋଇଛି। ବୃଦ୍ଧି ପାଇଥିବା ପାସେଞ୍ଜର୍‌ ଟ୍ରେନ୍‌ ଟିକେଟ୍‌ ମୂଲ୍ୟକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ପାସେଞ୍ଜର୍‌ ଟ୍ରେନ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ଟଙ୍କା ଦେବାକୁ ପଡ଼ିବ। ଗତକାଲି ଠାରୁ ବର୍ଦ୍ଧିତ ଟିକଟ ମୂଲ୍ୟ ପ୍ରତ୍ୟାହାର କରାଯାଇଥିବା ବ୍ରହ୍ମପୁର ରେଳ ଷ୍ଟେସନ୍‌ ପ୍ରବନ୍ଧକ ଦୁର୍ଗାପ୍ରସାଦ ବ୍ରହ୍ମା କହିଛନ୍ତି। ୨୦୨୦ରେ କରୋନା କଟକଣା ପାଇଁ ବହୁଦିନ ଧରି ଟ୍ରେନ୍‌ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ଏହାପରେ ସ୍ବତନ୍ତ୍ର ଟ୍ରେନ୍‌… Continue reading ବ୍ରହ୍ମପୁର-ଭୁବନେଶ୍ବର: ଟିକେଟ୍‌ ମୂଲ୍ୟ ୪୦କୁ ଖସିଲା

ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀରଙ୍କ ବିଶ୍ୱଶାନ୍ତି ମହାଯଜ୍ଞ

ଖୋର୍ଦ୍ଧା: ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀର ଯଜ୍ଞ କମିଟି ନୟାପଲ୍ଲୀ ଖୋର୍ଦ୍ଧା ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଗତ 23 ତାରିଖ ଠାରୁ ଆରମ୍ଭ ହୋଇ ଥିବା ଶୁଭ ଅଂକୁର ରୋପଣ, କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋପୁଜା, ରୁଦ୍ରାଭିସେକ, ଷୋଡଶ ଉପଚାର ପୂଜା, ହନୁମତ ମନ୍ତ୍ର ସହିତ ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ନଗରକୀର୍ତ୍ତନ ଓ ଘଟ ବିସର୍ଜନ ସହ 27 ତାରିଖ ରେ ପରିସମାପ୍ତି ଘଟିଛି I ଚତୁଃପାର୍ଶ୍ୱରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇ ଥିଲା… Continue reading ଶ୍ରୀ ଶ୍ରୀ ପିଙ୍ଗଳାକ୍ଷ୍ୟ ମହାବୀରଙ୍କ ବିଶ୍ୱଶାନ୍ତି ମହାଯଜ୍ଞ